18 ସାସ୍ତରେ ଜେନ୍ତି ଲେକାଅଇଲା ଆଚେ, ଗାନାଇ ଦାନ୍ ମାଣ୍ଡାଇବାବେଲେ ବଲଦର୍ ଟଣ୍ଡେ କତ୍ରା ବାନ୍ଦା ନାଇ ଆରି କାମ୍ କରୁ ସାଉକାର୍ଟାନେଅନି ତାର୍ କୁଲି ପାଇସି ଆକା ।
ଆରି ବୁଲ୍ବା ବେଲେ ମୁନା ଦାରି ବୁଲାନାଇ । ଗଟେକ୍ ଉଚ୍କା ପିନ୍ଦ୍ବା ପଚିଆ, ପାଣ୍ଡଇ, ଡାଙ୍ଗ୍ ନିଆ ନାଇ । ପାଇଟି କରୁ ତାର୍ ବୁତି ପାଇସିସେ ।”
ତାକର୍ଲଗେ ଜନ୍ଟା ରଇସି, ସେଟା କାଇକରି, ସେ ଗରେ ରୁଆ । କାଇକେବଇଲେ, ପାଇଟିକରୁ ନିଜର୍ ବୁତି ପାଇବାଇଆକା । ଗର୍ ଗର୍କେ ଜାଆନାଇ ।
ସାସ୍ତର୍ ଇସାବେ, “କେ ମିସା ତାକେ ବିସ୍ବାସ୍ କର୍ସି, ସେ ବିସ୍ବାସ୍ କରି କେବେ ଲାଜ୍ ନ ଅଏ ।”
ପରମେସର୍ ମୁଲେଅନି ବାଚିରଇଲା ତାର୍ ଲକ୍ମନ୍କେ କେବେ ମିସା ଚାଡେନାଇ । ତମେ ସାସ୍ତରେ ପଡିଆଚାସ୍, ଏଲିଅ କେନ୍ତି ଇସ୍ରାଏଲ୍ ମନର୍ ପାପର୍ ଚଲାଚଲ୍ତିର୍ପାଇ ପରମେସର୍କେ ପାର୍ତନା କରିରଇଲା,
ସାସ୍ତର୍ ଇସାବେ, “ଅବ୍ରାଆମ୍ ପରମେସରର୍ତେଇ ବିସ୍ବାସ୍ କଲା, ଆରି ଏ ବିସ୍ବାସର୍ ଲାଗି ପରମେସର୍ ତାକେ ଦରମ୍ଲକ୍ ଇସାବେ ନିଜର୍ କଲା ।”
ସାସ୍ତର୍ ଇସାବେ ପରମେସର୍ ମିସରର୍ ରାଜାକେ କଇରଇଲା, “ତକେ ଦେଇ ମର୍ ବପୁ ଦେକାଇବି ଆରି ଗୁଲାଇ ଜଗତ୍କେ ମର୍ ଡାକ୍ପୁଟା ଦେକାଇବାକେ ମୁଇ ତକେ ରାଜା କରିଆଚି ।”
ସୁସମାଚାର୍ ଜାନାଇବା ଲକ୍, ତେଇଅନି ଜିଉନା କାଉନା କରା ବଲି ମାପ୍ରୁ ଆଦେସ୍ ଦେଲାଆଚେ ।
ପୁର୍ବେଅନି ଦରମ୍ ସାସ୍ତରେ ଲେକାଅଇଲା ଆଚେ ଜେ, ବିସ୍ବାସ୍ କଲେସେ ପରମେସର୍ ଜିଉଦିନଇଲା ଲକ୍ମନ୍କେ ମିସା ଦରମ୍ ଲକ୍ ଇସାବେ ଲେକା କର୍ସି । ପରମେସର୍ ତମର୍ଟାନେଅନି ଜଗତର୍ ସବୁ ଲକ୍କେ ଆସିର୍ବାଦ୍ କର୍ସି । ଏ କବର୍ ପର୍ତୁମ୍ ଅବ୍ରାଆମ୍କେ ଜାନାଇ ଦିଆଅଇରଇଲା ।
ତମେ ଦରମ୍ ସାସ୍ତରେ ଲେକାଅଇରଇବା ଏ ବାକିଅ ଚୁଚାଇ ବଲିକରି ବାବ୍ଲାସ୍ନି କି ? ପର୍ମେସର୍ ଜନ୍ ଆତ୍ମାକେ ଆମର୍ ବିତ୍ରେ ବାସାଅଇରଇବାକେ ଦେଲାଆଚେ, ସେ ଆମ୍କେ ପୁରାପୁରୁନ୍ ଅଦିକାର୍ କର୍ବାକେ ମନ୍ କଲାନି ।