୧ମ ତିମତି 4:4 - ସତିଅର୍ ବାଟ୍ ନୁଆ ନିୟମ୍ 20204 ସେନ୍ତାରି ସିକିଆ ଦେଉମନ୍ ବୁଲ୍ ସିକିଆ ଦେଲାଇନି । କାଇକେବଇଲେ କାଦି ଆରି ପର୍ମେସର୍ ତିଆର୍କଲା ସବୁ ବିସଇ ନିକଆଚେ । ଆରି କାଇ ରକାମର୍ କାଦି ମିସା ନିଚ୍ବାର୍ ନାଇ । ତାର୍ ବାଦୁଲେ ସବୁ କାଦି ନିକ ବଲି ମାନିକରି ତାକେ ଦନିଅବାଦ୍ ଦେବାର୍ ଆଚେ । Faic an caibideil |
ଜନ୍ ଲକ୍ମନ୍ ବିନ୍ଦିନ୍ ମନର୍ଟାନେଅନି ଗଟେକ୍ ଦିନ୍ ସୁବ୍ ବଲି ବାବ୍ବାଇ, ସେମନ୍ ପର୍ମେସର୍କେ ସାର୍ଦା କରାଇବାକେ ସେନ୍ତାରି ବାବ୍ବାଇ । ସେନ୍ତାରିସେ, ଜନ୍ଲକ୍ମନ୍ ସବୁ ରକାମ୍ କାଦି କାଇବାଇ, ସେଟା ପର୍ମେସର୍କେ ସାର୍ଦା କରାଇବାକେ କର୍ବାଇ ଆରି ସେଟାର୍ପାଇ ତାକେ ଦନିଅବାଦ୍ ଦେବାଇ । ଆରି ଜନ୍ଲକ୍ମନ୍ ଅବ୍କା ସାଗ୍ଡାଲ୍ କାଇବାଇ, ସେମନ୍ ସେଟା ପର୍ମେସର୍ ସାର୍ଦା ଅଇସି ବଲି କାଇଲାଇନି ଆରି ସେମନ୍ ମିସା ତାକେ ଦନିଅବାଦ୍ ଦେଲାଇନି ।