15 ଏ ସବୁ ବିସଇ ପୁରାପୁରୁନ୍ ମନ୍ ଦିଆନ୍ ଦେଇ କର୍ । ଜେନ୍ତାର୍କି, ସୁବ୍କବର୍ ଜାନାଇବାଟାନେ ଆରି ସିକାଇବାଟାନେ ତୁଇ ଆଗ୍ତୁ ଆଗ୍ତୁ ଗାଲୁସ୍ନି ବଲି ଲକ୍ମନ୍ ଦେକ୍ବାଇ ।
ସେନ୍ତାରିସେ ତମର୍ ଉଜଲ୍ ଲକ୍ମନର୍ଟାନେ ଉଜଲ୍ ଡିସ । ସେନ୍ତାର୍ଆଲେ ତମର୍ ସତ୍କାମ୍ ଦେକି ସେମନ୍ ସର୍ଗେ ରଇବା ବାବା ପର୍ମେସରର୍ ଡାକ୍ପୁଟା କର୍ବାଇ ।
ସେନ୍ତାର୍ ଆଲେ ପାର୍ତନା ଆରି ପର୍ମେସରର୍ ବାକିଅ ସିକାଇବାକେ ଆମେ ସବୁ ଦିଆନ୍ ଦେଇପାରିଅଇସି ।”
ଏ ବାଇମନ୍, ତମେ ତିପାନ୍ ଆରି ତାର୍ କୁଟୁମ୍ ବିସଇ ଜାନାସ୍ । ସେମନ୍ ଆକାୟାର୍ ପର୍ତୁମ୍ ବିସ୍ବାସିମନ୍ ଆରି ପର୍ମେସରର୍ ଲକ୍ମନର୍ ସେବାଇ ନିଜେ ସର୍ପି ଅଇଲାଇ ଆଚତ୍ । ଏ ବାଇବଇନିମନ୍ ମୁଇ ତମ୍କେ ବାବୁଜିଆ କଲିନି,
କାଇକେ ବଇଲେ ଆମେ ଜାନିଆଚୁ ପର୍ମେସର୍ ଜେ କି ମାପ୍ରୁ ଜିସୁକେ ଜିବନ୍ କରି ଉଟାଇଲା, ସେ ଆମ୍କେ ମିସା ମାପ୍ରୁ ଜିସୁର୍ ସଙ୍ଗ୍ ଉଟାଇସି । ଆରି ତମର୍ ସଙ୍ଗ୍ ଆମ୍କେ ମିସା ପର୍ମେସରର୍ ମୁଆଟେ ନେଇସି ।
ତାକର୍ଟାନେଅନି ଆମେ ଜେତ୍କି ଆସା କରିରଇଲୁ, ତାର୍ତେଇଅନି ଅଦିକ୍ ଦେଲାଇ । କାଇକେବଇଲେ ପର୍ତମେ ସେମନ୍ ନିଜେ ନିଜେ ମାପ୍ରୁକେ ସର୍ପି ଅଇଲାଇ । ତାର୍ପଚେ ପର୍ମେସରର୍ ମନ୍ କଲା ଇସାବେ ସେମନ୍ ଆମ୍କେ ମିସା ସର୍ପି ଅଇଲାଇ ।
ପର୍ମେସର୍ ତର୍ପାଇସେ ବଲିକରି ଜନ୍ ଦାନ୍ ଦେଲାଆଚେ, ସେ କାମେ ଲାଗିର । ଏଟା ବବିସତ୍ବକ୍ତାମନ୍ ଆରି ପାର୍ଚିନ୍ମନ୍ ତର୍ ମୁଣ୍ଡେ ଆତ୍ ସଙ୍ଗଇ ପାର୍ତନା କଲାବେଲେ, ତୁଇ ପର୍ମେସରର୍ ଟାନେଅନି ପାଇରଇଲୁସ୍ ।
ତୁଇ ଜାଗ୍ରତ୍ ସଙ୍ଗ୍ ଚଲାଚଲ୍ତି କର୍ । ଆରି ପର୍ମେସରର୍ ବିସଇ ଜନ୍ଟା ସିକାଇଲୁସ୍ନି, ସେ ବିସଇଟାନେ ଜାଗ୍ରତ୍ ର । ଏଟା କରିଲାଗିର । କାଇକେବଇଲେ ସେନ୍ତାରି କଲେ, ତୁଇ ନିଜ୍କେ ଆରି ତର୍ କାତା ସୁନ୍ବା ଲକ୍କେ ରକିଆ କର୍ସୁ ।
ଏ ସବୁ ବିସଇ ତମେ ବିସ୍ବାସିମନ୍କେ ସିକାଇବାର୍ ଲାଗି, ତମେ ଜିସୁ କିରିସ୍ଟକେ ସେବା କଲାସ୍ନି । ତମର୍ ବିସ୍ବାସର୍ ଲାଗି ଆରି ସତ୍ ସିକିଆ ମାନ୍ଲାର୍ ଲାଗି ପର୍ମେସର୍ ତମ୍କେ ବଡାଇସି ।
ଏ ଜିସୁ କିରିସ୍ଟ ଆମର୍ ଲାଗି ମର୍ବାକେ ନିଜେ ସର୍ପିଅଇଲା । ପାପର୍ ବାନ୍ଦନେଅନି ମୁକ୍ଲାଇବାକେ ଆରି ତାର୍ପାଇ ସୁକଲ୍ ଲକ୍ କରାଇବାକେ ସେ ଏନ୍ତି କଲା । ସେ ଦେକ୍ବା ଇସାବେ, ଦରମ୍ କାମ୍ କର୍ବାକେ ବେସି ମନ୍ କର୍ବା ଲକ୍ ଅଇବାକେ ମିସା ।