୧ମ ତିମତି 3:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ସେନ୍ତାରିସେ ମଣ୍ଡଲିର୍ ସେବା କରୁମନ୍ ମୁକିଅର୍ ପାରା ସବୁ ଲକର୍ଟାନେଅନି ସନ୍ମାନ୍ ପାଇବା ଲକ୍ ରଇବାର୍ ଆଚେ । ସେମନ୍ ସତ୍ ବାବେ ଚଲାଚଲ୍ତି କର୍ବାର୍ ଆଚେ । ମଦୁଆ ଲକ୍ ଅଇ ରଇବାର୍ ନାଇ । ଡାବୁକାସୁର୍ ପାଇ ଆସା ନ ରଇବାର୍ ଆଚେ । Faic an caibideil |
ତମେ ଦେକାରକା କର୍ବା ବିସ୍ବାସିମନ୍କେ ଜତନ୍ କରା । କାଇକେବଇଲେ ସେମନ୍ ପର୍ମେସରର୍ ମେଣ୍ଡାରାସି ପାରା । ପର୍ମେସର୍ ସେ ଲକ୍ମନ୍କେ ତମ୍କେ ସର୍ପିଦେଇଆଚେ । ତମେ ସାର୍ଦାସଙ୍ଗ୍ ତାକର୍ ଜତନ୍ ନେବାର୍ଆଚେ । କାଇକେବଇଲେ ସେଟା ସେ ମନ୍ କଲାନି । ଡାବୁ ଆସା ଅଇକରି ଏ କାମ୍ କର୍ବାର୍ ନାଇ । ତାର୍ବାଦୁଲେ, ପର୍ମେସର୍କେ ଆରି ତାର୍ ଲକ୍ମନ୍କେ ସେବାକର୍ବାକେ ମନ୍ କରି ସେଟା କରା ।