5 ଜଦି କେ ମିସା ନିଜର୍ କୁଟୁମ୍କେ ଚାଲାଇବାର୍ ନାଜାନେ, ସେ କେନ୍ତି ପର୍ମେସରର୍ ମଣ୍ଡଲିର୍ ଦାଇତ୍ ନେଇପାର୍ସି ?
ତେବର୍ପାଇ ତମେ ନିଜର୍ ବିସଇ ଆରି ସୁକଲ୍ଆତ୍ମା ତାର୍ ସତ୍ ଗିଆନେ ଜନ୍ ବିସ୍ବାସି ମାନ୍ଦାକେ ଦେକାରକାପାଇ ଚାଡିଦେଇ ଆଚେ, ସେ ସବୁ ବିସଇଟାନେ ଜାଗ୍ରତ୍ ଉଆ । ମେଣ୍ଡା ଚାରାଉ ଗଉଡ୍ପାରା ପରମେସରର୍ ମଣ୍ଡଲିର୍ ଜତନ୍ ନିଆ । ସେ ମଣ୍ଡଲିକେ ପରମେସର୍ ତାର୍ ନିଜର୍ ବନିଦେଇ ଗେନିଆଚେ ।
ଜିଉଦି ଅ କି ଜିଉଦି ନ ଅଇଲା ଲକ୍ ଅ କି ତମର୍ ସଙ୍ଗର୍ ପର୍ମେସରର୍ ମଣ୍ଡଲିର୍ ବିସ୍ବାସି ଅ, କାକେ ମିସା ତମର୍ ଚଲାଚଲ୍ତି ଦେକି ନିନ୍ଦା ପାଇବାକେ ଦିଆସ୍ନାଇ ।
ପର୍ମେସର୍ ସବୁବିସଇ କିରିସ୍ଟର୍ ପାଦ୍ତଲେ ସଙ୍ଗଇଆଚେ । ଆରି ସବୁ ବିସଇର୍ ଉପ୍ରେ, ସବୁର୍ତେଇଅନି ଉପ୍ରର୍ ମାପ୍ରୁ କରି ମଣ୍ଡଲିକେ ଦାନ୍କଲା ଆଚେ ।
ତେବର୍ପାଇ ମଣ୍ଡ୍ଲି ଜେନ୍ତାର୍ କିରିସ୍ଟକେ ସର୍ପି ଅଇସି, ସେନ୍ତାରି ଏ ମାଇଜିମନ୍, ତମେ ମିସା ସବୁ ବିସଇତେଇ ତମର୍ ମନସ୍ମନର୍ ଟାନେ ସର୍ପି ଅଇବାର୍ଆଚେ ।
ଏଟା ଗଟେକ୍ ବଡ୍ ଲୁଚି ରଇବା ବିସଇ । ମାତର୍ ମୁଇ କିରିସ୍ଟ ଆରି ମଣ୍ଡଲି ବିତ୍ରେ ମିସିବିଡି ରଇବା ବିସଇ କାତା ଅଇଲିନି ।
କାଇକେବଇଲେ ଜଦି ମର୍ ଆଇବାଟା ଅଲ୍ସମ୍ ଅଇଲେ ମିସା, ପର୍ମେସରର୍ କୁଟୁମ୍ ଇସାବେ ମଣ୍ଡଲିଟାନେ ତମେ ଗଟେକ୍ ଲକ୍ ଆରିଗଟେକ୍ ଲକ୍କେ କେନ୍ତାରି ମିସିକରି ରଇବାର୍ଆଚେ, ସେ ବିସଇ ତମେ ଜାନ୍ସା । ଏ ମଣ୍ଡଲି ପର୍ମେସରର୍, ଜେକି ସତଇସେ ବଁଚିଆଚେ । ସେ କୁନାଦି ଆରି ମୁଲ୍ ଡେଲି ପାରା ଅଇ ସତ୍ ବିସଇକେ ଡାଟ୍ କରାଇଲାନି ।