୧ମ ତିମତି 2:8 - ସତିଅର୍ ବାଟ୍ ନୁଆ ନିୟମ୍ 20208 ମୁଇ ମୁନୁସ୍ ପିଲାମନ୍କେ କଇଲିନି, ସେମନ୍ ଜେଡେବେଲେ ପାର୍ତନା କର୍ବାକେ ରୁଣ୍ଡ୍ବାଇ, ସୁକଲ୍ ଚଲାଚଲ୍ତି ଅଇକରି ତାକର୍ ଆତ୍ ଟେକି ପାର୍ତନା କରତ୍ । ଜଦି ଏବେ ମିସା ସେମନ୍ ଦଦାପେଲା ଅଇରଇଲେ କି ଲାଗାଲାଗି ଅଇରଇଲେ, ସେଟା ରାଜିନାମା କର୍ବାର୍ ଆଚେ । Faic an caibideil |
ମୁଇ ତକେ ଲେକିରଇବା ଏ ସବୁ ବିସଇ ସତ୍ ବଲି ମାନିଅଇସି । ତେବର୍ପାଇ ମୁଇ ତକେ ବାବୁଜିଆକରି କଇଲିନି, ତୁଇ ସିକାଇବାବେଲେ ଏ ସବୁ ବିସଇ ନ ପାସ୍ରି ଏତାଇତେ ର । ଜେନ୍ତାରିକି ପର୍ମେସର୍କେ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେମନ୍ ସବୁ ଦରମ୍ କାମ୍ କର୍ବାକେ ମନ୍ଦିଆନ୍ ଦେବାଇ । ଏନ୍ତାରି ସିକିଆ ଦେଲେ ସବୁ ଲକର୍ପାଇ ସେଟା ନିକ ଆରି କାମ୍କେ ଆଇସି ।