୧ମ ତିମତି 2:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ମାତର୍ ମାଇଜିମନ୍ ପିଲାଟକିମନ୍କେ ଜନମ୍ ଦେଇକରି ଉଦାର୍ ପାଇବାଇ । ସେମନ୍ କିରିସ୍ଟକେ ବିସ୍ବାସ୍ କରି ବିନ୍ ଲକ୍ମନ୍କେ ଆଲାଦ୍ କରି ସୁଆଲ୍ ସୁକଲ୍ ସଙ୍ଗ୍ ଚଲାଚଲ୍ତି କରତ୍ । Faic an caibideil |
ସେ ଦୟା କଲାକେ, କାରାପ୍ ଚଲାଚଲ୍ତି କର୍ବାଟା ଚାଡିକରି, ବିସ୍ବାସ୍ ନ କର୍ବା ଲକ୍ମନ୍ କର୍ବା ଚଲାଚଲ୍ତି ନ କରି, ସେମନ୍ ଲାଲ୍ସା ଅଇବା ବିସଇ ମନ୍ ନ କର୍ବାକେ ପର୍ମେସର୍ ଆମ୍କେ ସିକାଇଲାନି । ତାର୍ ବାଦୁଲେ ଜେତ୍କି ଦିନ୍ ଆମେ ଏ ଜଗତେ ବଁଚିଆଚୁ, ସେତ୍କି ଦିନ୍ ନିଜେ ଜାଗ୍ରତ୍ ରଇ, ଦରମ୍ ଚଲାଚଲ୍ତି କରି ତାକେ ସାର୍ଦା କରାଇବାକେ ସେ ଆମ୍କେ ବପୁ ଦେଲାନି ।