7 ନିୟମ୍ ଗୁରୁ ଇସାବେ ସବୁଲକ୍ ସେମନ୍କେ ନାମତ୍ ବଲି ସେମନ୍ ମନ୍ କଲାଇନି । ମାତର୍ ସେମନ୍ ସିକାଇବା ବିସଇ ନିଜେ ବୁଜତ୍ନାଇ ଆରି ସାଆସ୍ ସଙ୍ଗ୍ ଜନ୍ଟା ସତ୍ ବଲି କଇଲାଇନି, ସେଟା ସତ୍ କି ନଏଁ ବଲି ନାଜାନତ୍ ।
ସେମନର୍ ବିସଇନେଇ ତେରେପେତେ ଉଆନାଇ । ସେମନ୍ କାଣାମନ୍କେ ବାଟ୍ ଦେକାଉ କାଣାମନ୍ । ଗଟେକ୍ କାଣା ଆରି ଗଟେକ୍ କାଣାକେ ବାଟ୍ଦେକାଇଲେ ଦୁଇ ଲକ୍ ଜାକ କାଲେ ଅଦର୍ବାଇ ।”
ସେଟାର୍ପାଇ ସେମନ୍ ଜିସୁକେ କଇଲାଇ, “ଆମେ ନାଜାନୁ ।” ଜିସୁ ସେମନ୍କେ କଇଲା, “କନ୍ ଅଦିକାରେ ଏ ସବୁ କଲିନି ସେଟା ମୁଇ ମିସା ତମ୍କେ ନ କଇ ।”
ତିନ୍ଦିନ୍ ପଚେ ସେମନ୍ ତାକେ ମନ୍ଦିରେ ଦେକ୍ଲାଇ, ସେ ସାସ୍ତର୍ ସିକାଉମନର୍ ମଜାଇ ବସି, ତାକର୍ କାତା ସୁନ୍ତେରଇଲା, ଆରି ପର୍ସନ୍ ପାଚାର୍ତେରଇଲା ।
ଜିଉଦାଇଅନି କେତେକ୍ ଲକ୍ ଆନ୍ଟିଅକ୍ ନଅରେ ଆଇଲାଇ । ସେମନ୍ ଆନ୍ଟିଅକର୍ ବିସ୍ବାସି ବାଇମନ୍କେ ଏନ୍ତି କଇକରି ସିକାଇଲାଇ, “ମସାର୍ ନିୟମ୍ ଇସାବେ ଜଦି ତମେ ସୁନତ୍ ନ ଉଆସ୍, ତମର୍ ପାପର୍ ଡଣ୍ଡେଅନି ମୁକ୍ତି ନ ପାଆସ୍ ।”
ସେମନ୍ ନିଜ୍କେ ଗିଆନି ବଲି ବାବ୍ଲାଇନି, ମାତର୍ ସତଇସେ ସେମନ୍ ବକୁଆ ।
ଗଟେକ୍ କାତା ମକେ କଇଦେକାପନି, ମସାର୍ ନିୟମ୍ ମାନ୍ଲାକେ ତମେ ସୁକଲ୍ଆତ୍ମା ପାଇଆଚାସ୍ କି, ସୁବ୍କବର୍ ସୁନି ସେଟା ବିସ୍ବାସ୍ କଲାକେ ?
ପର୍ମେସର୍ କାଇକେ ତାର୍ ଆତ୍ମା ଦେଇ ତମର୍ ବିତ୍ରେ କାବାଅଇଜିବା କାମ୍ମନ୍ କଲା ? ତମେ ମସାର୍ ନିୟମ୍ ମାନ୍ଲାର୍ ପାଇ କି ଜନ୍ ସୁବ୍କବର୍ ତମ୍କେ ଜାନାଇରଇଲାଇ ସେଟା ବିସ୍ବାସ୍ କଲାକେ ?
ମସାର୍ ରିତିନିତିର୍ ତଲେସେ ରଇବାକେ ତମେ ମନ୍ କଲାସ୍ନି କି ? ମକେ କଇଦେକାପନି, ତମେ କାଇ ରିତିନିତିଟାନର୍ ବାକିଅ ସୁନାସ୍ ନାଇ କି ?
ସେନ୍ତାରି ଲକ୍ ବେସି ବଡ୍ପନିଆ ଆରି ସେ କାଇଟା ନାଜାନେ । ସେ ସବୁବେଲେ ଦଦାପେଲା କରି କାଇ ମୁଲିଅ ନ ରଇବା ବିସଇନେଇ ଜଗ୍ଡାଜାଟି କର୍ତେରଇବାକେ ମନ୍ କର୍ସି । ଏନ୍ତାରି କରି କରି ଲକ୍କେ ଇଁସା କର୍ବାଟା, କିରଜାଟି କର୍ବାଟା, ନିନ୍ଦା କର୍ବାଟା ଆରି କାରାପ୍ ଚିନ୍ତା,
ସେମନ୍ ସବୁବେଲେ ବିନ୍ ବିନ୍ ରକାମର୍ ସିକିଆ ସିକ୍ବାକେ ମନ୍ କଲାଇନି । ମାତର୍ ତେଇର୍ ସତ୍ ବିସଇ ନାଜାନ୍ଲାଇନି ।
ଏ ମର୍ ବାଇବଇନିମନ୍, ତମର୍ ବିତ୍ରେ ବାକିଅ ସିକିଆ ଦେବା ଗୁରୁ ଅଦିକ୍ ଉଆ ନାଇ । ଜନ୍ଲକ୍ ବିନ୍ ଲକ୍ମନ୍କେ ସିକାଇବାଇ ସେମନ୍ ଅଦିକ୍ ଡଣ୍ଡ୍ ପାଇବାଇ, ଏଟା ଜାନିରୁଆ ।
ମାତର୍ ଏମନ୍ ଡଙ୍ଗ୍ରେ ରଇବା ପସୁମନର୍ପାରା । ତାକର୍ ଗାଗଡ୍ ଜନ୍ଟା କର୍ବାକେ ମନ୍ କର୍ସି, ସେଟାସେ କଲାଇନି । ସେନ୍ତାରି ପସୁମନ୍କେ ଲକ୍ମନ୍ ଦାରିକରି ମରାଇବାଇ । ସେମନ୍ ନାଜାନ୍ଲା ବିସଇ ନେଇକରି ନିନ୍ଦାକାତା କଇବାଇ । ସେମନ୍କେ ଲକ୍ମନ୍ ମରାଇଲା ପାରା ପର୍ମେସର୍ କୁରୁପ୍ନାସ୍ କର୍ସି ।