6 ମାତର୍ ଜନ୍ ଲକ୍ମନ୍ ବୁଲ୍ ସିକିଆ ଦେଲାଇନି, ଏ ସବୁ ବିସଇ ଚାଡିଦେଇକରି ଚୁଚା ବିସଇ କାତା ଅଇଲାନି ।
ତମେ କାଇଟା ବାବ୍ଲାସ୍ନି, ଜଦି ଗଟେକ୍ ଲକର୍ ସଏଟା ମେଣ୍ଡା ରଇସି ଆରି ସିତିଅନି ଗଟେକ୍ ଆଜି ଜାଇସି, ତେବେ ସେ କାଇଟା କର୍ସି ? ନବେ ନଅଟା ମେଣ୍ଡାକେ ଡଙ୍ଗରେ ଚାର୍ବାକେ ଚାଡିଦେଇ ସେ ଆଜ୍ଲା ମେଣ୍ଡାକେ କଜ୍ବାର୍ ବାରଇସି ।
କାଇକେବଇଲେ ସେମନ୍ ପର୍ମେସରର୍ ଟାନେଅନି ଦୁରିକେ ଜାଇ ସଇତାନର୍ ସଙ୍ଗ୍ ଜିଇବାକେ ଆରାମ୍ କଲାଇ ଆଚତ୍ ।
ସେମନ୍ ମଲାଲକ୍ ଉଟି ସାରିଆଚେ ବଲି କଇକରି ସତ୍କେ ଚାଡିଦେଇଆଚତ୍ । ଏନ୍ତାରି କଇକରି କେତେ କେତେ ଲକର୍ ବିସ୍ବାସ୍ ନସାଇଦେଇ ଆଚତ୍ ।
କାଇକେବଇଲେ ଦିମା ଏବେ ମକେ ଚାଡିକରି ତେସଲନିକି ଗାଲାଆଚେ । ସେ ଏ ଜଗତର୍ ବିସଇ ଅଦିକ୍ ମନ୍ କଲାନି । କର୍ସିନ୍ ଗାଲାତିଆଇ ଗାଲା, ଆରି ତିତସ୍ ଦୁଲ୍ମତି ଗାଲା ।
ମଣ୍ଡଲିର୍ ପାର୍ଚିନ୍ମନର୍ ଅଦିକାର୍ ନ ନାମ୍ବା ଲକ୍ ବେସି ରଇଲାର୍ପାଇ ମୁଇ ତକେ କଇଲିନି । କାଇ ମୁଲିଅ ନ ରଇବା କାତା ସବୁ ସେମନ୍କେ ସିକାଇକରି, ସେମନ୍କେ ବିସ୍ବାସ୍ କରାଇଲାଇନି । ଜିଉଦି ନିୟମ୍ ଇସାବେ ସବୁ ବିସ୍ବାସିମନ୍ ସୁନତ୍ ଅଇବାର୍ ଆଚେ ବଲି ସିକାଇଲାଇନି ।
ମାତର୍ ଜନ୍ ଲକ୍ମନ୍ କାଇ ଲଡାକେ ନ ଆଇବା ବିସଇର୍ପାଇ ଦଦାପେଲା ଅଇବାଇ, ଆରି ତାକର୍ କୁଟୁମର୍ ଆନିଦାଦିମନର୍ ବିସଇ କଇ ଲାଗିରଇବାଇ, ଚୁଚାଇ ଚୁଚାଇ ଦଦାପେଲା ଅଇବାଇ ଆରି ମସା ମିଲାଇରଇବା ରିତିନିତି ବିସଇନେଇ ଲାଗାଲାଗି ଅଇବାଇ, ସେନ୍ତାରିଟାନେ ପୁର୍ନାଇ । କାଇକେବଇଲେ ଏଟା କାକେ ଲଡାକେ ନ ଦେଏ, ଆରି ଚୁଚାଇସେ ।