୧ମ ତିମତି 1:19 - ସତିଅର୍ ବାଟ୍ ନୁଆ ନିୟମ୍ 202019 ତାର୍ସଙ୍ଗ୍ ସବୁବେଲେ ବିସ୍ବାସ୍ କର୍ବାଟା ଚାଡାନାଇ । ଆରି ଏଟା ସତ୍ ବଲି ନିଜେ ଜାନିରଇବା ବିସଇ କର୍ତେରୁଆ । କେତେକ୍ ଲକ୍ ନିଜର୍ ବିବେକ୍ କଇବାଟାକେ ଦିଆନ୍ ନ ଦେଇକରି କିରିସ୍ଟକେ ବିସ୍ବାସ୍ କର୍ବାଟା ଚାଡିଦେଇଆଚତ୍ । Faic an caibideil |
କେତେ କେତେ ଲକ୍ ସାଉକାର୍ ଅଇବାକେ ଏନ୍ତି ମନ୍ କର୍ବାଇଜେ, ସେମନର୍ ଜିବନେ କାଇ ପରିକା ଆଇଲେ ମିସା ତେଇ ଅଦର୍ବାଇ । ଗଟେକ୍ ପସୁ ପାରା ପାନ୍ଦେ ଲାଗ୍ବାଇ । ଜେତ୍କି ବିସଇ ତାକର୍ପାଇ ଆରି ବିନ୍ ଲକର୍ ପାଇ କାରାପ୍ ଆରି ବିପଦ୍ ଆନ୍ସି, ସେ ସବୁ ବିସଇ କର୍ବାକେ ମନ୍ କର୍ବାଇ । ଏନ୍ତାରି ମନ୍ କର୍ବାଟା ଅଦିକ୍ ଅଦିକ୍ ବାବି, ସେମନ୍ କୁରୁପ୍ନାସ୍ ଅଇଜିବାଇ ।