୧ମ ତିମତି 1:18 - ସତିଅର୍ ବାଟ୍ ନୁଆ ନିୟମ୍ 202018 ମର୍ ପଅ ତିମତି, ମୁଇ ତକେ ଏଟା ତିଆର୍ଲିନି, ତମେ କାଇଟା କର୍ସା ବଲି ସୁକଲ୍ଆତ୍ମା କେତେଟା ବବିସତ୍ବକ୍ତାମନ୍କେ ଜାନାଇରଇଲା ଇସାବେ ମୁଇ ଏଟା କଇଲିନି । ସେ ବବିସତ୍ବକ୍ତାମନ୍ କଇଲା ବିସଇ ସୁବ୍କବରର୍ ଦେକାରକା କର୍ବା ଜୁଇଦର୍ କାମେ ତମେ ଜେନ୍ତିକି ସାର୍ଦା ସଙ୍ଗ୍ ମିସ୍ସା, ସେ ବିସଇ କଇଲିନି । Faic an caibideil |
ସେଟାର୍ପାଇ ମୁଇ ତିମତିକେ ତମର୍ ଲଗେ ପାଟାଇ ଆଚି । ମୁଇ ତାକେ ଆଲାଦ୍ କଲିନି । ସେ ମର୍ ନିଜର୍ ପିଲା ପାରା ଆରି ମାପ୍ରୁର୍ ସେବାକାମେ ସବୁ ନିକସଙ୍ଗ୍ କର୍ସି । ଜେଡ୍କିବେଲେ ସେ ତମର୍ଟାନେ ଆଇସି, କିରିସ୍ଟର୍ତେଇ ମିସ୍ଲାର୍ ପାଇ ବଲି ମୁଇ କେନ୍ତି ଚଲାଚଲ୍ତି କଲିନି, ସେ ବିସଇନେଇ ସେ ତମ୍କେ କଇସି । ସେ ସମାନ୍ ବିସଇ, ସବୁ ମଣ୍ଡଲିର୍ ବିସ୍ବାସିମନ୍କେ ମୁଇ ସିକାଇଲିନି ।