୧ମ ତିମତି 1:15 - ସତିଅର୍ ବାଟ୍ ନୁଆ ନିୟମ୍ 202015 ଏଟା କଇବାଟା ପୁରାପୁରୁନ୍ ସତ୍ ଆଚେ । ଆରି ସେଟା ଅଇସି କି ନଏଁ ବଲି ନ ବାବିକରି ନାମ୍ବାର୍ ଆଚେ । ପାପିମନ୍କେ ଉଦାର୍ କର୍ବାକେ କିରିସ୍ଟ ଜିସୁ ଏ ଜଗତେ ଆଇଲା ଆରି ପାପିମନର୍ ବିତ୍ରେଅନି ମୁଇ ବଡ୍ ପାପି । Faic an caibideil |
ମୁଇ ତକେ ଲେକିରଇବା ଏ ସବୁ ବିସଇ ସତ୍ ବଲି ମାନିଅଇସି । ତେବର୍ପାଇ ମୁଇ ତକେ ବାବୁଜିଆକରି କଇଲିନି, ତୁଇ ସିକାଇବାବେଲେ ଏ ସବୁ ବିସଇ ନ ପାସ୍ରି ଏତାଇତେ ର । ଜେନ୍ତାରିକି ପର୍ମେସର୍କେ ଜେତ୍କି ଲକ୍ ବିସ୍ବାସ୍ କର୍ବାଇ, ସେମନ୍ ସବୁ ଦରମ୍ କାମ୍ କର୍ବାକେ ମନ୍ଦିଆନ୍ ଦେବାଇ । ଏନ୍ତାରି ସିକିଆ ଦେଲେ ସବୁ ଲକର୍ପାଇ ସେଟା ନିକ ଆରି କାମ୍କେ ଆଇସି ।