୧ମ ତିମତି 1:1 - ସତିଅର୍ ବାଟ୍ ନୁଆ ନିୟମ୍ 20201 ମୁଇ ପାଉଲ୍ ଜିସୁକିରିସ୍ଟର୍ ଗଟେକ୍ ପେରିତ୍, ଏ ଚିଟି ଲେକ୍ଲିନି । ଆମର୍ ମୁକ୍ତିକାରିଆ ପର୍ମେସର୍ ଆରି ଆମେ ଆସା କରିରଇବା କିରିସ୍ଟ ଜିସୁର୍ ଆଦେସ୍ ଇସାବେ ବାଚିଅଇଆଚି । Faic an caibideil |
ମୁଇ ସିମନ୍ ପିତର୍, ଜିସୁକିରିସ୍ଟର୍ ଗଟେକ୍ ଗତିଦାଙ୍ଗ୍ଡା ଆରି ପେରିତ୍ ଅଇଆଚି । ଆମେ ଜେନ୍ତି ଜିସୁକିରିସ୍ଟକେ ବିସ୍ବାସ୍ କରିଆଚୁ, ସେନ୍ତାରି ବିସ୍ବାସ୍ କର୍ବା ଲକ୍ମନ୍କେ ଏ ଚିଟି ଲେକ୍ଲିନି । ସେ ଆମର୍ ପର୍ମେସର୍ ଆରି ମୁକ୍ତିକାରିଆ । ତାକେ ବିସ୍ବାସ୍ କର୍ବାକେ ସେ ଆକା ଆମ୍କେ ବପୁଦେଲାଆଚେ । ସେ କର୍ବା ସବୁ କାମ୍ ଟିକ୍ ଆରି କାଇ ଅନିଆଇ ନାଇ । ।