4 ଆମେ ତମର୍ସଙ୍ଗ୍ ରଇଲା ବେଲେ, ବେସି ଆଗେଅନି ଆମ୍କେ ଦୁକ୍କସ୍ଟ ଆଇସି ବଲି ପୁର୍ବେଅନି ଜାନାଇ ଦେଇରଇଲୁ । ଏବେ ତମେ ଜାନ୍ଲାସ୍ନି, ଟିକ୍ ସେଟାସେ ଗଟ୍ଲା ।
ଦେକା, ସେ ବେଲା ନ ଆଇବା, ଆଗ୍ତୁ ମୁଇ ତମ୍କେ ଜାନାଇଦେଲିନି ।
ପାଉଲ୍ ଆରି ସିଲା ଅମ୍ପିପଲି ଆରି ଆପଲନିଆ ବାଟ୍ଦେଇ ତେସ୍ଲନି ଜାଗାଇ କେଟ୍ଲାଇ । ତେଇ ଜିଉଦିମନର୍ ଗଟେକ୍ ପାର୍ତନା ଗର୍ ରଇଲା ।
ମାତର୍ ଜେଡେବଲ୍ ତେସ୍ଲନିର୍ ଜିଉଦିମନ୍ ସୁନ୍ଲାଇ ଜେ ବେରିଆତେଇ ମିସା ପାଉଲ୍ ପରମେସରର୍ ବାକିଅ ଜାନାଇଲାନି, ସେମନ୍ ତେଇ ଆସି ପାଉଲର୍ ବିରଦେ ଗଣ୍ଡ୍ଗଲ୍ କର୍ବାକେ ଲକ୍ମନ୍କେ ଉସ୍କାଇଲାଇ ।
ମର୍ ନିଜର୍ ଜିବନ୍, ମର୍ ପାଇ, ମୁଇ ଇନ୍ କଲିନି । ପର୍ମେସରର୍ ଜିବନ୍ ଦୁକାଇଲା ବିସଇ ଆରି ମାପ୍ରୁ ଜିସୁ ଜନ୍ କାତା ଜାନାଇବାକେ ମକେ ଦାଇତ୍ ଦେଲାଆଚେ, ସେଟା ସାରାଇବି ଆରି ସୁବ୍ କବର୍ ଜାନାଇବାଟା ପୁରାପୁରୁନ୍ କର୍ବି । ଏତ୍କି ସେ ମୁଇ ମନ୍ କଲିନି ।
ଏ ବାଇବଇନିମନ୍ ଜିଉଦା ଦେସେ ରଇବା ପର୍ମେସରର୍ ମଣ୍ଡଲିମନ୍କେ ଆରି ତେଇ ରଇବା କିରିସ୍ଟ ବିସ୍ବାସିମନର୍ଲାଗି ଜନ୍ ଗଟ୍ନା ଗଟିରଇଲା, ତମର୍ପାଇ ମିସା ସେ ଗଟ୍ନା ଗଟ୍ଲା ଆଚେ । ସେମନ୍ ଜିଉଦିମନର୍ ଲଗେଅନି ଜନ୍ ରକାମ୍ ତାଡ୍ନା ପାଇରଇଲାଇ, ତମେ ମିସା ନିଜର୍ ଦେସର୍ ଲକ୍ମନର୍ ଲଗେଅନି ସେ ସମାନ୍ ତାଡ୍ନା ପାଇଆଚାସ୍ ।
ତମର୍ଟାନେ ଆଇବା ଆଗ୍ତୁ ପିଲିପେ ଆମ୍କେ କେନ୍ତି ଦୁକ୍ ନିନ୍ଦା ଅଇରଇଲା, ସେଟା ତମେ ଜାନାସ୍ । ବେସି ଲକ୍ ଆମ୍କେ ବିରଦ୍ କଲେ ମିସା ସୁବ୍କବର୍ ତମ୍କେ ଜାନାଇବାକେ ପର୍ମେସର୍ ସାଆସ୍ ଦେଇରଇଲା ।
ମୁଇ ତମର୍ ସଙ୍ଗ୍ ରଇଲାବେଲେ ତର୍କେ ତର୍ ଏ ସବୁ ବିସଇ ଏତାଇ ଦେଇତେ ରଇଲି । ସେଟା କାଇ ତମର୍ ମନେ ନାଇ କି ?
ତମର୍ ସଙ୍ଗ୍ ରଇଲାବେଲେ ଆମେ ତମ୍କେ କଇରଇଲୁ, ଜନ୍ ଲକ୍ ପାଇଟି କାବାଡ୍ ନ କରେ, ସେ ବାତ୍ପେଜ୍ ନ କାଅ ।