7 ଜଦି କିରିସ୍ଟ ପାଟାଇରଇବା ପେରିତ୍ ଇସାବେ ଆମ୍କେ ତମେ ମାନିକରି ରୁଆ ବଲି ଦାବି କର୍ତୁ । ମାଆ ଜେନ୍ତି ନିଜର୍ ପିଲାମନ୍କେ ଜତନ୍ କର୍ତେରଇସି, ଆମେ ତମର୍ଲଗେ ରଇବା ବେଲାଇ ସେରକାମ୍ କର୍ତେରଇଲୁ ।
ଆରି ଚାଲିସ୍ ବରସ୍ ଜାକ ମରୁବାଲିବୁଏଁ ସେମନର୍ ସାଦ୍ବାନ୍ଦ୍ କଲାଟା ମୁରଚ୍ଲା ।
ସେବେଲେ ମୁଇ ତମର୍ ଲଗେ ଦୁର୍ବଲ୍ ଅଇ ଡରିକରି ରଇଲି ଆରି ତର୍ତରି ଗଜ୍ଗଜି ରଇଲି ।
ଜେଡେବେଲେ ମୁଇ ବିସ୍ବାସେ ଦୁର୍ବଲ୍ ଲକର୍ ସଙ୍ଗ୍ ରଇବି, ତାକର୍ପାରା ଦୁର୍ବଲ୍ ଅଇବି । ଜେନ୍ତିକି ସେନ୍ତିଅଇକରି ସେମନ୍କେ କିରିସ୍ଟର୍ ବାଟେ ଆନି ପାର୍ବି । ସେଟାର୍ପାଇ ମୁଇ ବିନ୍ ବିନ୍ ଲକର୍ଟାନେ ବିନ୍ ବିନ୍ ରକାମ୍ ଅଇରଇଲି । କେନ୍ତିକରି ମିସା ମୁଇ ସେମନ୍କେ ରକିଆ କର୍ବି ।
ମୁଇ ପାଉଲ୍ ତମ୍କେ ବାବୁଜିଆ କଲିନି, ମୁଇ ତମର୍ ସଙ୍ଗ୍ ରଇଲାବେଲେ, ତମ୍କେ ଲାଗ୍ବାକେ ଡର୍ସି ବଲି କେତେଲକ୍ କଇଲାଇନି । ମାତର୍ ଲେକ୍ବାକେ ସାଆସ୍ ଅଇକରି ବାଦ୍ଲାପାରା ଲେକ୍ଲାନି ବଲି କଇଲାଇନି । ଆମେ କିରିସ୍ଟର୍ ସଙ୍ଗ୍ ଗାଲୁନି, ଜେ କି ବେସି ସୁଆଲ୍ ଆରି ଦରମ୍ । ସେଟା ନେଇକରି ବାବୁଜିଆ କଲିନି ।
କାଇକେବଇଲେ କୁର୍ସେ ଚଗାଇଲାବେଲେ ସେ ଦୁର୍ବଲ୍ ପାରା ଡିସ୍ଲେ ମିସା ପର୍ମେସରର୍ ବପୁସଙ୍ଗ୍ ସେ ବଁଚିଆଚେ । ସେନ୍ତାରିସେ କିରିସ୍ଟର୍ତେଇ ମିସି ରଇଲାର୍ପାଇ ଆମେ ମିସା ଦୁର୍ବଲ୍ ପାରା ଡିସ୍ଲୁନି । ମାତର୍ ପର୍ମେସରର୍ ବପୁ ସଙ୍ଗ୍ ଜିଇ ରଇବୁ ଆରି ତମର୍ ବିତ୍ରେ କର୍ବା ଜନ୍ କାମେ ମିସା ତାର୍ ବପୁ ରଇସି ।
ଏ ମର୍ ଆଲାଦର୍ ପିଲାମନ୍, ତମର୍ ବିତ୍ରେ କିରିସ୍ଟର୍ ପାରା ଚଲାଚଲ୍ତି ଅଇ ଆଇବାକେ, ମୁଇ ଆରିତରେକ୍ ଆତ୍ଗଡ୍ ସୁକ୍ ଅଇବା ପାରା ଦୁକ୍କସ୍ଟ ପାଇଲିନି ।
ତମେତା ଜାନାସ୍ । ବାବା ଜେନ୍ତି ନିଜର୍ ପିଲାମନ୍କେ ଚଲାଚଲ୍ତି କର୍ତା, ଆମେ ମିସା ସମାନ୍ ସେନ୍ତାରିସେ ଚଲାଚଲ୍ତି କରିରଇଲୁ ।
ମାତର୍ ପର୍ମେସର୍ ସିକାଇବା ଗିଆନ୍ ଜନ୍ଲକ୍ମନ୍କେ ଆଚେ, ତାକର୍ ଗୁନ୍ଚଲନେ ସେମନ୍ ସୁକଲ୍ ଅଇରଇବାଇ, ସାନ୍ତିସଙ୍ଗ୍ ରଇବାଇ, ସୁଆଲେ ରଇବାଇ, ଦୟା ଦେକାଇବାଇ, ଜିବନ୍ଦୁକାଇବାଇ ଆରି ତାକର୍ ସବୁ କାମ୍ ନିକ ରଇସି । ସେମନ୍ ଲକ୍ମନ୍କେ ବଡ୍ ସାନ୍ ଇସାବେ ନ ଦେକତ୍ ଆରି ଚଲାନିକାତା ନ କଅତ୍ ।