୧ ତେସଲନିକିୟ 1:10 - ସତିଅର୍ ବାଟ୍ ନୁଆ ନିୟମ୍ 202010 ଆରି ପର୍ମେସର୍ ତାର୍ ନିଜର୍ ଜନ୍ ପଅକେ, ମଲା ଲକ୍ମନର୍ ବିତ୍ରେ ଅନି ଉଟାଇଲା । ଆରି ଜେ କି ଆଇତେରଇବା ପର୍ମେସରର୍ ବଡ୍ ଡଣ୍ଡ୍ତେଇଅନି ଆମ୍କେ ରକିଆ କର୍ସି । ତାର୍ପିଲା ଜିସୁ ସର୍ଗେଅନି ଆରିତରେକ୍ ଆଇବାଟାକେ ଆମେ ଜାଗିକରି ରଉଁ । ଏ ସବୁ ବିସଇ ମିସା ତେଇର୍ ଲକ୍ମନ୍ କାତାବାର୍ତା ଅଇଲାଇନି । Faic an caibideil |