12 କାଇକେବଇଲେ ଦରମ୍ଲକ୍କେ ମାପ୍ରୁ ଜାଗିଲାଗିରଇସି । ସେମନ୍ ପାର୍ତନା କଲାଟା ସୁନ୍ସି ଜେତ୍କି ଲକ୍ କାରାପ୍ ବିସଇ କର୍ବାଇ ସେମନ୍କେ ବିରଦ୍ କର୍ସି ।
ପାପି ଲକ୍ମନର୍ ପାର୍ତନା ପର୍ମେସର୍ ନ ସୁନେ ବଲି ସବୁ ଲକ୍ମନ୍ ଜାନିଆଚତ୍ । ମାତର୍ ଜନ୍ ଲକ୍ ପର୍ମେସର୍କେ ଜୁଆର୍ କରି ସେ ମନ୍କଲା ଇସାବେ ଚଲାଚଲ୍ତି କଲାନି, ସେ ତାର୍ କାତା ସୁନ୍ସି ।
ଗଟେକ୍ ଦରମ୍ ଲକ୍ ପାର୍ତନା କଲାଟା ବେସି ବପୁ ରଇସି ଆରି ସେ ପାର୍ତନାର୍ ଉତର୍ ଦେକିଅଇସି ।