10 ସାସ୍ତରେ ଲେକା ଅଇଲାପାରା, “ଗଟେକ୍ ଲକ୍ ଜଦି ତାର୍ ଜିବନେ ସାର୍ଦାର୍ ଦିନ୍ ଆରି ମଙ୍ଗଲର୍ ଦିନ୍ ଦେକ୍ବିବଲି ମନ୍କଲେ, ସେ କାରାପ୍ କାତା ନ କଅ ଆରି ମିଚ୍ କାତା ନ କଅ।
ଜିସୁ ତାକେ କଇଲା, “ନିକ କାମ୍ ବିସଇ ନେଇକରି ମକେ କାଇକେ ପାଚାର୍ଲୁସ୍ନି ? ପର୍ମେସର୍ସେ ସତ୍ । ତାର୍ ଆଦେସ୍ ମାନ୍ଲେ, ନ ସାର୍ବା ଜିବନ୍ ମିଲାଇସୁ ।”
ମାତର୍ କେ ନିଜର୍ ଜିବନ୍ ରକିଆ କର୍ବାକେ ମନ୍ କର୍ସି, ସେ ସେଟା ଆରାଇସି, ମାତର୍ ଜେ ମର୍ ଲାଗି ଆରି ସୁବ୍କବର୍ ଜାନାଇବାକେ ତାର୍ ଜିବନ ଆରାଇସି ବଇଲେ, ସେ ତାର୍ ଜିବନ୍ ରକିଆ କର୍ସି ।
ଜିସୁ ନିତନିଏଲ୍କେ ତାର୍ ଲଗେ ଆଇବାଟା ଦେକି ତାର୍ ବିସଇ ନେଇ କଇଲା, “ଏଦେ ଦେକା ! ଏ ଗଟେକ୍ ଇସ୍ରାଏଲର୍ ସତ୍ ଲକ୍, ଏ ଲକର୍ତେଇ କାଇମିସା କୁଟ୍କପଟ୍ ନାଇ ।”
ଜେ ନିଜର୍ ଜିବନ୍କେ ବେସି ଆଲାଦ୍ କର୍ସି, ସେ ସେଟା ଆରାଇସି । ଜେ ନିଜର୍ ଜିବନ୍ ଗିନ୍ କର୍ତେରଇସି, କାଲ୍ କାଲ୍ ଜୁଗ୍ ଜୁଗ୍ ଜାକ ତାର୍ ଜିବନ୍ ରକିଆ କର୍ସି ।
କେ ଜଦି ମୁଇ ନିଜେ ଗଟେକ୍ ଦରମ୍ ଲକ୍ ବଲି ବାବ୍ଲାନି, ସେ ଜଦି ତାର୍ ନିଜର୍ ଜିବ୍ ଜାଗର୍ତା କରେ ନାଇ, ସେ ନିଜେ ଆକା ନାଡାଇ ଅଇଲାନି । ତାର୍ ରିତିନିତି କର୍ବାଟା ଚୁଚାଆଇସେ ।
ତମେ ନୁଆ ଜିବନ୍ ପାଇଲାର୍ପାଇ ସବୁ କାରାପ୍ ବିସଇର୍ଟାନେଅନି ଦୁରିକେ ରୁଆ । ସବୁ ରକାମ୍ ମିଚ୍ କଇବାଟା, ନାଡାଇବାଟା, ଇଁସା ଅଇବାଟା ଆରି ନିନ୍ଦା କାତା କଇବାଟା ଚାଡିଦିଆସ୍ ।
ସେ କେବେ ପାପ୍କରି ନ ରଇଲା ଆରି ତାର୍ ଟଣ୍ଡେଅନି ଗଟେକ୍ ମିସା ମିଚ୍କାତା ନ ବାରଇ ରଇଲା ।
ସେମନ୍ କେବେ ମିସା ମିଚ୍ ନ କଅତ୍ । କେ ମିସା ସେମନ୍କେ ଦସ୍ ଦେଇନାପାରେ ।