୧ ମ ଜଅନ୍ 4:3 - ସତିଅର୍ ବାଟ୍ ନୁଆ ନିୟମ୍ 20203 ମାତର୍ ଜେ କି ଏ କାତା ନ ମାନେ, ତାର୍ଟାନେ ପର୍ମେସରର୍ ଆତ୍ମା ନାଇ । ସେନ୍ତାରି ଲକ୍ମନର୍ଟାନେ କିରିସ୍ଟର୍ ବିରଦିର୍ ଆତ୍ମା ଆଚେ । ଏ ଆତ୍ମା ଜଗତେ ଆଇସି ବଲି ତମେ ସୁନିଆଚାସ୍ । ସେନ୍ତାରି ସେ ଆତ୍ମା ଆଇଲାଆଚେ । ଆରି ଏବେ ମିସା ସେଟା ଜଗତେ ଆଚେ । Faic an caibideil |