ପ୍ରକାସିତ୍ 1:2 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍2 ଆର୍ ଜହନ୍ ନିଜେ ଜାୟ୍ରି ସଃବୁ ଦଃକିଆଚେ, ସେ ବିସୟେ ଇତି ଜାଣାୟ୍ ଆଚେ । ଇ ବଇ ତଃୟ୍ ଇସ୍ୱରାର୍ କବୁର୍ ଆର୍ ଜିସୁ କ୍ରିସ୍ଟ ଜାଣାୟ୍ଲା ସଃତ୍ ସାକି ବିସୟ୍ ଆଚେ । Faic an caibideilବ୍ଡ଼୍ ହ୍ର୍ଜା ବାଇବଲ2 ଆର୍ ମୁଇ ଯାଇରି ସ୍ବୁ ଦ୍କ୍ଲେ, ସେରି ସ୍ବୁ ଲେକ୍ଲେ ଆର୍ ଇଶ୍ଵରାର୍ ଇସ୍ତ୍ ବାକ୍ୟ ଯୀଶୁ ଖ୍ରୀଷ୍ଟର୍ ଦ୍ୱାରା ମକେ କ୍ଉଆ ଅଇଲି। Faic an caibideil |
ତାର୍ହଃଚେ ମୁୟ୍ ସିଙ୍ଗାସଣ୍ ସଃବୁ ଦଃକ୍ଲେ, ସେମଃନାର୍ ଉହ୍ରେ ବଃସିରିଲା କଃତେକ୍ ଲକ୍ମଃନ୍କେ ବିଚାର୍ କଃରୁକେ ଅଃଦିକାର୍ ଦିଆ ଜାୟ୍ଆଚେ । ଆରେକ୍ ହେଁ ମୁୟ୍ କଃତେକ୍ ମଃଲା ଲକ୍ମଃନାର୍ ଆତ୍ମାକେ ଦଃକ୍ଲେ, ସେମଃନ୍ ଜିସୁ ଜାଣାୟ୍ରିଲା କଃତା ଆର୍ ଇସ୍ୱରାର୍ କଃତା ପର୍ଚାର୍ କଃର୍ତି ରିଲାକ୍ ମଃର୍ତେ ମାରା ଜାୟ୍ରିଲାୟ୍ । ସେମଃନ୍ ଜଃତୁ କି ତାର୍ ମୁର୍ତି କେ ସେବା କଃରି ନଃରିଲାୟ୍, କି କାହାଳ୍ ଆର୍ ଆତେ ସେ ଜଃତୁର୍ ଚିନ୍ ଗଦାୟ୍ ଅୟ୍ନଃରିଲାୟ୍ । ସେମଃନ୍ ଆରେକ୍ ଜିବନ୍ ହାୟ୍ କ୍ରିସ୍ଟର୍ ସଃଙ୍ଗ୍ ୧,୦୦୦ ବଃର୍ସ୍ ରାଇଜ୍ କଃଲାୟ୍ ।