20 ଅଃମିମଃନାର୍ ଇସ୍ୱର୍ ଆର୍ ଉବାକେ ଜୁଗେଜୁଗେ ଜଃଜ୍ମାନ୍ ଅଃଉଅ । ଆମେନ୍ ।
20 ଅମାର୍ ଉବା ଇଶ୍ଵରାର୍ ମଇମା ଜୁଗେ ଜୁଗେ ଅଉଅ। ଆମେନ୍।
ଆର୍ ମୁଁୟ୍ ତୁମିମଃନ୍କେ ଜୁୟ୍ ଜୁୟ୍ ଆଡର୍ ଦଃୟ୍ ଆଚି ସେରି ସଃବୁ ମାନୁକ୍ ସିକାଉଆ, ଆରେକ୍ ମଃନେ ରଃକା ଜୁଗ୍ ସେସ୍ ଅଃଉତା ହଃତେକ୍ ସଃବୁବଃଳ୍ ମୁଁୟ୍ ତୁମିମଃନାର୍ ସଃଙ୍ଗେ ସଃଙ୍ଗେ ଆଚି ।”
ତଃବାର୍ଗିନେ ତୁମିମଃନ୍ ଇବାନ୍ୟା ବଃଲି ପାର୍ତ୍ନା କଃରା- ‘ଏ ଅଃମାର୍ ସଃର୍ଗାର୍ ଉବା, ତର୍ ନାଉଁ ପବିତ୍ର ବଃଲି ମାନ୍ତି ଅଃଉଅ;
ବଃଲେକ୍ ସଃବୁ ବିସୟ୍ ଇସ୍ୱର୍ ତଃୟ୍ହୁଣି ତିଆର୍ ଅୟ୍ଆଚେ, ସଃବୁ ବିସୟ୍ ତାର୍ ଗିନେ ଆର୍ ତାର୍ ଜଃଜ୍ମାନ୍ ଗିନେ ଅୟ୍ଆଚେ । ଜୁଗେଜୁଗେ ତାର୍ ଜଃଜ୍ମାନ୍ । ଆମେନ୍ ।
ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟ୍ ଜୁଗେଜୁଗେ ସେ ଗଟେକ୍ ବଃଲି ଗ୍ୟାନି ଇସ୍ୱରାର୍ ଜଃଜ୍ମାନ୍ ଅଃଉଅ । ଆମେନ୍ ।
ଜୁଗେଜୁଗେ ବଃଉଁସ୍ ବଃଉଁସ୍ ହଃତେକ୍ ମଣ୍ଡ୍ଳି ଆର୍ କ୍ରିସ୍ଟ ଜିସୁର୍ ତଃୟ୍ହୁଣି ତାର୍ ଜଃଜ୍ମାନ୍ ଅଃଉଅ । ଆମେନ୍ ।
ଆର୍ ଇସ୍ୱରାର୍ ଜଃଜ୍ମାନ୍ ଆର୍ ଗୁଣ୍ ଗିତ୍ ଗିନେ ତୁମିମଃନାର୍ ଜିବନ୍ ଜିସୁ କ୍ରିସ୍ଟର୍ ଦିଲାର୍ ସଃବୁ ଦଃର୍ମ୍ ଗୁଣେ ହୁରୁଣ୍ ଅଃଉଆସ୍ ।
ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟା ତୁମିମଃନାର୍ ସଃବ୍କାର୍ ଆତ୍ମାର୍ ସଃଙ୍ଗ୍ ରେଉଅ ।
ନଃସ୍ଟ୍ନଃଉତା, ନଃଡିସ୍ତାର୍, ଗଟେକ୍ ବଃଲି ଇସ୍ୱର୍ ଜେ ଜୁଗ୍ ଜୁଗାର୍ ରଃଜା, ତାର୍ ବଃଡେ ମାୟ୍ନ୍ ଆର୍ ଜଃଜ୍ମାନ୍ ଜୁଗେଜୁଗେ ଅଃଉଅ । ଆମେନ୍ ।
ଅଃମିମଃନାର୍ ସେ ଗଟେକ୍ ମଃତର୍ ମୁକ୍ତିକଃର୍ତା ଇସ୍ୱରାର୍ ଜଃଜ୍ମାନ୍, ଉଜାଳ୍, ସଃକାତ୍ ଆର୍ ଅଃଦିକାର୍ ଅଃମାର୍ ମାପ୍ରୁ ଜିସୁ କ୍ରିସ୍ଟର୍ ଦଃୟ୍ ଜାର୍ ଆରୁମ୍ ନୟ୍ଲା କାଳେ ହୁଣି ଅଃବେ ଆର୍ ଜୁଗେଜୁଗେ ତାର୍ ଆମେନ୍ ।
ଆରେକ୍ ତାର୍ ଉବାସି ଇସ୍ୱରାର୍ ସେବା କଃରୁକେ ଅଃମିକ୍ ଗଟେକ୍ ଜାଜକାର୍ କୁଳ୍ବଃଉଁସ୍ କଃରି ବାଚିଆଚେ । ସଃବୁ ଜଃଜ୍ମାନ୍ ଆର୍ ସଃକାତ୍ ଜୁଗେଜୁଗେ ଜିସୁ କ୍ରିସ୍ଟର୍ ଅଃଉଅ । ଆମେନ୍ ।
ସଃଡେବଃଳ୍ ବଃଡ୍ ବୁମିକମ୍ପ୍ କୟ୍ଲି ଆର୍ ଗଃଳାର୍ ୧୦ ବାଗାର୍ ଗଟ୍ ବାଗ୍ ବୁମିସାତ୍ ଅୟ୍ଲି, ଆରେକ୍ ବୁମିକମ୍ପେ ୭,୦୦୦ ଲକ୍ ମଃଲାୟ୍ ଆର୍ ବାକି ରିଲା ଲକ୍ ଡିରି କଃରି ସଃର୍ଗାର୍ ଇସ୍ୱରାର୍ ଜଃଜ୍ମାନ୍ ଗିତ୍ କୟ୍ଲାୟ୍ ।
“ଇସ୍ୱର୍କେ ଡିରା ଆର୍ ତାକ୍ ଜଃଜ୍ମାନ୍ ଦିଆସ୍, କାୟ୍ତାକ୍ବଃଲେକ୍ ତାର୍ ବିଚାର୍ ବେଳା ଆସି କେଟିଆଚେ, ଆରେକ୍ ଜେ ଅଃଗାସ୍, ହୁର୍ତି, ସଃମ୍ନ୍ଦ୍ ଆର୍ ଚିଉଆହାଣିମଃନ୍ ଉବ୍ଜାୟ୍ ଆଚେ, ତାକ୍ ଜୁଆର୍ କଃରା ।”
ସେମଃନ୍ ବଃଡ୍ ଟଣ୍ଡେ କଃଉତି ରିଲାୟ୍, “ସଃକାତ୍, ଦଃନ୍, ଗ୍ୟାନ୍, ସଃକ୍ତି, ମାନ୍ତି, ଜଃଜ୍ମାନ୍ ଆର୍ ଗୁଣ୍ଗିତ୍ ହାଉଁକ୍ ମଃରିରିଲା ମେଣ୍ଡା ହିଲା ହଃକା ଜୟ୍ଗ୍ ।”
କଃଉଁଲାୟ୍, “ଆମେନ୍; ଗୁଣ୍ଗିତ୍, ଜଃଜ୍ମାନ୍ ଗ୍ୟାନ୍, ଜୁଆର୍, ମାନ୍ତି, ବଃଳ୍ ଆର୍ ସଃକାତ୍ ଜୁଗେଜୁଗେ ଅଃମାର୍ ଇସ୍ୱରାର୍; ଆମେନ୍ ।”