11 ଆରେକ୍ କଃନ୍କଃରି ହେଁ ମଃଲା ଲକାର୍ ବିତ୍ରେହୁଣି ଆରେକ୍ ଉଟ୍ତାର୍ ହାଉଁହାରି ।
11 ଆର୍ ସେତାର୍ଗିନେ ମୁଇ ଜ୍ନ୍କ୍ରି ହେଁ ମ୍ଲାତ୍ଇହ୍ଣି ଜୀବନ୍ ଅଇନ୍ଦ୍।
ତଃବେ ତୁମି ମଃନ୍କାର୍ ବାୟ୍ଗ୍ ଅୟ୍ଦ୍, ବଃଲେକ୍ ତୁମିକେ ଲେଉଟାୟ୍ ଦେଉଁକେ ସେମଃନାର୍ ହାକ୍ କାୟ୍ରି ନାୟ୍ ଆର୍ ଜଃଡେବଃଳ୍ ଦଃର୍ମିଲକ୍ମଃନ୍ ଆରେକ୍ ଜିବନ୍ ହାୟ୍କଃରି ଉଟ୍ତି, ସଃଡେବଃଳ୍ ଇସ୍ୱର୍ ତୁମିକେ ଲେଉଟାୟ୍ ଦଃୟ୍ଦ୍ ।”
ମାର୍ତା ଜିସୁକେ କୟ୍ଲି, “ସେ ଜେ ସେସ୍ ଦିନ୍ ମଃରି ଉଟ୍ତାବଃଳ୍ ସେ ଉଟେଦ୍, ଇରି ମୁୟ୍ ଜାଣି ।”
ମଃତର୍ ପାଉଲ୍ ଗଟେକ୍ ବାଗ୍ ସାଦୁକି ଆର୍ ଗଟେକ୍ ବାଗ୍ ପାରୁସି ବଃଲି ଜାଣି ବେରାଣ୍ ମଃଣ୍ଡାୟ୍ ଉଲ୍ଗାଟ୍ ଅୟ୍ କୟ୍ଲା, “ଏ ଇସ୍ରାଏଲିୟ ବାୟ୍ମଃନ୍ ମୁୟ୍ଁ ଗଟେକ୍ ପାରୁସି ଆର୍ ପାରୁସିର୍ ହୟ୍ସି, ଆରେକ୍ ଇ ବଃର୍ସା, ବଃଲେକ୍ ମଃଲା ଲକ୍ ମଃନାର୍ ଉଟ୍ତା ବିସୟେ ମୁୟ୍ଁ ବିଚାର୍ ଅଃଉଁଲେ ।”
ଅଃମାର୍ ବାର ଗସ୍ଟି ସଃୟ୍ତାର୍ ହଃଳ୍ ହାଉଁକେ ଆସା ବଃର୍ସା କଃରି ଦିନ୍ ରାତି ଏକ୍ମଃନେ ଇସ୍ୱରାର୍ ହୁଜା କଃରୁଲାୟ୍, ଏ ମଃହାରଃଜା ସେ ସଃୟ୍ତାର୍ ଗିନେ ମୁୟ୍ଁ ଜିଉଦିମଃନାର୍ ତଃୟ୍ ବିଚାର୍ କଃରାୟ୍ ଅଃଉଁଲେ ।
ଆର୍ ସେ ଜାଜ୍ମଃନ୍ ରେତାଟାଣେ, ସିତ୍ ବଃଳ୍ ରେଉଁକ୍ ସୁବିଦା ନଃରିଲାକ୍, ସେତାକ୍ କଃନ୍କଃରି ହେଁ ପଇନିକ୍ ତଃୟ୍ ଜାୟ୍ ସେତି ସିତ୍ ଦିନ୍ ରେଉଁକ୍ ଜାଜ୍ ଚାଲାଉଁକ୍ ବୁତେକ୍ ଲକ୍ କୟ୍ଲାୟ୍ । ସେ ପଇନିକ୍ କ୍ରିତିର୍ ଗଟେକ୍ ଜାଜ୍ମଃନ୍ ରେତାଟାଣ୍, ସେରି ଡେବ୍ରି ଉଦ୍ୟାନ୍ ଆର୍ କାତାବାଟ୍ୟାର୍ ଉଦ୍ୟାନ୍ ବାଟ୍ ଆଚେ ।
ଜଃନ୍କଃରି ହେଁ ମର୍ ନିଜ୍ ଜାତିମଃନ୍କେ କାକ୍ରି କଃରାୟ୍ନ୍ଦ୍ ସେ ସଃବୁ ଲକାର୍ ବିତ୍ରେ କଃତେକ୍ ଲକ୍କେ ହେଁ ମୁକ୍ଳାଉଁକ୍ ହାରିନ୍ଦ୍ ।
ମଃତର୍ ସଃବୁଲକ୍ ଅଃହ୍ଣାର୍ ଅଃହ୍ଣାର୍ ଦଃଳେ ହଃର୍ତୁ ହଃଳ୍ ହର୍ କ୍ରିସ୍ଟ, ହଃଚେ କ୍ରିସ୍ଟର୍ ଆସ୍ତାବଃଳ୍ ତାର୍ ତଃୟ୍ ଆୟ୍ଲି ଲକ୍ମଃନ୍ ।
ଜଃନ୍କଃରି ମୁୟ୍ଁ ବିସ୍ୱାସେ ଦୁର୍ବୁଳ୍ ମଃନ୍କେ ଲାବ୍ କଃରୁହାରି, ଇତାର୍ ଗିନେ ମୁଁୟ୍ ଦୁର୍ବୁଳ୍ ମଃନ୍କାର୍ ହାକ୍ ଦୁର୍ବୁଳ୍ ହର୍ ଅୟ୍ଲେ, ମୁୟ୍ଁ ଜଃନ୍କଃରି ହେଁ କଃତି ଲକ୍କେ ବଚାଉଁ ହାରି, ଇତାର୍ ଗିନେ ମୁଁୟ୍ଁ ସଃବୁ ଲକାର୍ ହାକ୍ ସଃବୁ ରଃକମ୍ ଚାଲାଚାଲ୍ତି କଃଲେ ।
ମୁୟ୍ଁ କଃସ୍ଟ୍ ସଃମ୍ୱାଳି ଗଃଗାଳକେ ଅଃଟୁଆ କଃରି ଆଚି ଆର୍ ନିଜାର୍ ଆୟ୍ତ୍ ତଃଳେ ସଃଙ୍ଗାୟ୍ ଆଚି କାୟ୍ତାକ୍ବଃଲେକ୍ ବିନ୍ ଲକ୍ମଃନାର୍ ତଃୟ୍ ନିକ କବୁର୍ ପର୍ଚାର୍ କଃରି ରିଲେକ୍ ହେଁ ମୁୟ୍ଁ ନିଜେ ଜଃନ୍କଃରି ହଲ୍ୟାୟ୍ ପୁରିସ୍କାର୍ ଆରାୟ୍ ନଃକେରି ।
ମଃତର୍ ସାହ୍ ଅଃହ୍ଣାର୍ ଚଃଲାକିକଃରି ହବାକ୍ ଜଃନ୍କଃରି ବୁଲ୍କାୟ୍ଲା, ସେବାନ୍ୟା କଃଡେବଃଳ୍ ତୁମିମଃନାର୍ ମଃନ୍ କ୍ରିସ୍ଟର୍ ହାକ୍ ଦିର୍ ଆର୍ ପବିତ୍ର ତଃୟ୍ହୁଣି ବାଣା ଅୟ୍ଦ୍, ମର୍ ଇ ଡିର୍ ଅଃଉଁଲି ।
ଇତାର୍ ଗିନେ, କଃଡେବଃଳ୍ ସୟ୍ତାନ୍ ତୁମିମଃନ୍କେ କଃଟ୍ହାଳ୍ ବୁଜି ରଃୟ୍ଦ୍ ଆର୍ ଅଃମିମଃନାର୍ କାମ୍ ହଲ୍ୟାୟ୍ ଜାୟ୍ ରଃୟ୍ଦ୍, ଇ ମଃନେ ବାବି ମୁୟ୍ଁ ହେଁ ଆରେକ୍ ସଃମ୍ବାଳି ରେଉଁ ନାହାର୍ଲାକ୍ ତୁମିମଃନାର୍ ବିସ୍ୱାସାର୍ କଃତା ଜାଣୁକେ ତିମତିକ୍ ହଃଟାୟ୍ଲେ ।
କେ ହେଁ କଃନ୍କଃରି ତୁମିମଃନ୍କେ ନଃବୁଲ୍କାଅ, କାୟ୍ତାକ୍ବଃଲେକ୍ ହଃର୍ତୁ ଜୁଜ୍ ଗଃଟେଦ୍, ସେ ଅଃଦଃର୍ମି ଲକ୍ ଆସେଦ୍; ଆର୍ ତାକେ ନଃର୍କେ ହଃକାୟ୍ ନଃକେର୍ତା ହଃତେକ୍ ମାପ୍ରୁର୍ ଦିନ୍ ନାସେ ।
ଆଜି ହଃତେକ୍ ମର୍ ଗିନେ ଦଃର୍ମାର୍ ମୁକୁଟ୍ ସଃଙ୍ଗାଅୟ୍ ଆଚେ, ସେରି ସେ ବିଚାର୍ ବିନ୍ ନ୍ୟାୟ୍ର୍ ବିଚାର୍ କଃର୍ତା ମାପ୍ରୁ ମକେ ଦଃୟ୍ଦ୍, ମଃତର୍ ମକେ ହଃକା ନୟ୍ ଜୁୟ୍ମଃନ୍ ତାର୍ ଆୟ୍ଲେକ୍ ଲାଡାର୍ ଅଃଉତି, ସେ ସଃବ୍କେ ହେଁ ଦଃୟ୍ଦ୍ ।
ମାୟ୍ଜିମଃନ୍ ବିସ୍ୱାସାର୍ ଗିନେ ଅଃହ୍ଣା ଅଃହ୍ଣାର୍ ମଃଲା ଲକ୍ମଃନ୍କେ ଆରେକ୍ ଉଟ୍ଲାକେ ହାୟ୍ଲାୟ୍; ବିନ୍ଲକ୍ମଃନ୍ ଅଃଦିକ୍ ନିକ କଃରି ଆରେକ୍ ଉଟି ଉଦାର୍ ହାଉଁକ୍ ଇଚା ନଃକେରି ବଃଡେ ଦୁକ୍ ବୟଃଗ୍ କଃଲାୟ୍ ।
ବାକି ମଃଲା ଲକ୍ମଃନାର୍ ବିତ୍ରେ ସେ ୧,୦୦୦ ବଃର୍ସ୍ ନଃସେର୍ତା ହଃତେକ୍ କେ ହେଁ ଜିବନ୍ ହାୟ୍ ନଃରିଲାୟ୍ । ଇରି ହଃକା ମଃଲା ଲକ୍ମଃନ୍ ହଃର୍ତୁ ଉଟ୍ତାର୍ ।