5 କ୍ରିସ୍ଟଜିସୁର୍ ଜଃନ୍କାର୍ ମଃନ୍ ରିଲି, ତୁମିମଃନାର୍ ସେହର୍ ମଃନ୍ ଅଃଉଅ ।
5 ଖ୍ରୀଷ୍ଟ ଯୀଶୁର୍ ଜ୍ନ୍କା ଗୁଣ୍ ରିଲି ତୁମାର୍ ହେଁ ସେନ୍କାର୍ ଗୁଣ୍ ଅଉଅ।
ମର୍ ଜିଅଡି ଅଃହ୍ଣା ଅଃହ୍ଣାର୍ କଃନ୍ଦେ ବଃଉଆ, ଆର୍ ମର୍ ତଃୟ୍ହୁଣି ସିକା, କାୟ୍ତାକ୍ବଃଲେକ୍ ମୁଁୟ୍ ନିଜେ ଦିର୍ ଆର୍ ମଃନ୍ ସୁଦାର୍ ଅୟ୍ ଆଚି, ସେତାକ୍ ତୁମିମଃନ୍ ମର୍ ତଃୟ୍ ଜିବନ୍ ବିତ୍ରେ ବିସାଉଁ ହାରାସ୍ ।
ତଃବେ କେ, ବଃଡ୍ ? ଜେ କାଉଁକେ ବଃସେଦ୍, କି, ଜେ ସେବା କଃରେଦ୍ ? ଜେ କାଉଁକେ ବଃସେଦ୍, ସେ କି ବଃଡ୍ ନାୟ୍ ? ମଃତର୍ ମୁୟ୍ଁ ତୁମାର୍ ବିତ୍ରେ ଗଟ୍ ଗତିଦଃଙ୍ଗ୍ଳା ହର୍ ଆଚି ।”
ବଃଲେକ୍ ନାଜରିତାର୍ ଜିସୁର୍ କଃତା, କଃନ୍କଃରି ଇସ୍ୱର୍ ତାକେ ପବିତ୍ର ଆତ୍ମାୟ୍ ଅବିସେକ୍ କଃଲା ଆର୍ ସଃକ୍ତି ଦଃୟ୍ରିଲା ଆର୍ ସେ ନିକ କାମ୍ କଃଲା, ଆର୍ ସୟ୍ତାନ୍ ଆତେ ହୁଣି ରଗି ମଃନ୍କେ ଉଜ୍ କଃରି ସଃବୁ ହାକ୍ ବୁଲ୍ଲା, କାୟ୍ତାକ୍ ବଃଲେକ୍ ଇସ୍ୱର୍ ତାର୍ ସଃଙ୍ଗ୍ ରିଲା ।
ଅଃନ୍କଃରି ହାୟ୍ଟି କଃରି ନିଗାଳ୍ ଲକ୍ମଃନ୍କେ ଉହ୍କାର୍ କଃର୍ତାର୍ ଆରେକ୍ ହାଉତା ବାଦୁଲେ ଦାନ୍କଃର୍ତାର୍ ନିକ ବଃଲିନ୍ଦ୍, ମାପ୍ରୁ ଜିସୁ ନିଜେ ଇ ଜୁୟ୍ କଃତା କୟ୍ଆଚେ ସେରି ଏତାଉତାର୍ ତୁମିମଃନାର୍ କଃତା । ଇସାବ୍ କଃତା ମୁୟ୍ଁ ତୁମିମଃନ୍କେ ମର୍ କାମ୍ ତଃୟ୍ ଦଃକାୟ୍ ଆଚି ।”
ତୁମି କାୟ୍ କାଦି କାୟ୍ଲେକ୍ ତୁମାର୍ ବାୟ୍ ଜଦି ଦୁକ୍ ହାଉଁଲା, ତଃବେ ତୁମି ତାକ୍ ଲାଡ୍ ଚାଲାଚାଲ୍ତି ନଃକେରୁଲାସ୍ । ଜୁୟ୍ ବାୟ୍ର୍ ଗିନେ କ୍ରିସ୍ଟ ମଃଲା, ତୁମିମଃନ୍ ତୁମାର୍ ମଲ୍ ନୟ୍ଲା କାଦି ଗିନେ ତାକେ ନାସ୍ କଃରା ନାୟ୍ ।
କ୍ରିସ୍ଟ ହେଁ ନିଜାର୍ ସୁକ୍ ଚେସ୍ଟା କଃରି ନଃରିଲା; ମଃତର୍ ଜଃନ୍କଃରି ସାସ୍ତରେ ଲେକା ଆଚେ, ଲିନ୍ଦା କଃରୁମଃନାର୍ ଲିନ୍ଦା ମର୍ ଉହ୍ରେ ହଃଳ୍ଲି ।
ସାସ୍ ଆର୍ ସୁସ୍ତା ଦେଉଁକେ ଇସ୍ୱର୍ ତୁମିମଃନ୍କେ କ୍ରିସ୍ଟ ଜିସୁର୍ ହର୍ ସଃବୁଲକାର୍ ଗଟେକ୍ ମଃନ୍ବାବ୍ ଅଃଉଁକେ ଦେଉଅ ।
ତୁମି ମର୍ ହର୍ ଚାଲାଚାଲ୍ତି କଃରା । ମୁୟ୍ଁ ସଃବୁ କଃତାୟ୍ ସଃବ୍କେ ସଃର୍ଦା କଃରାଉଁକ୍ ଚେସ୍ଟା କଃରୁଲେ, ଜଃନ୍କଃରି ମୁଁୟ୍ ହେଁ ମର୍ ନିଜାର୍ ଲାବ୍ ଆସା ନଃକେରି ଗାଦେକ୍ ଲକ୍ ମଃନ୍କାର୍ ମୁକ୍ତି ହାଉତା ଗିନେ ସେମଃନାର୍ ନିକ ଉପାୟ୍ କଃରିନ୍ଦ୍ ଆରେକ୍ ସଃବୁ କଃତାୟ୍ ସଃବୁଲକେ ଜଃତୁନ୍ କଃରିନ୍ଦ୍ ।
କ୍ରିସ୍ଟ ଜଃନ୍କଃରି ଅଃମିମଃନ୍କ୍ ଲାଡ୍ କଃଲା ଆର୍ ଇସ୍ୱର୍କେ ସଃର୍ଦା କଃରୁକେ ନିଜାର୍ ଜିବନ୍କେ ଅଃମାର୍ ଗିନେ ବାସ୍ନା ବେଟି ଆର୍ ହୁଜା ହର୍ ସଃହ୍ରି ଦିଲା, ତୁମିମଃନ୍ ହେଁ ସେ ରଃକମ୍ ଜିବନ୍ କାଟା ।
ପିଲିପି ମଣ୍ଡ୍ଳିର୍ ମୁଳିକାମଃନ୍କେ, ସାଦୁମଃନ୍କେ ଆର୍ ସଃବୁ କ୍ରିସ୍ଟ ବିସ୍ୱାସିମଃନ୍କେ କ୍ରିସ୍ଟ ଜିସୁର୍ ସେବାକାରି ପାଉଲ୍ ଆର୍ ତିମତିର୍ ଚିଟି ।
ଇତାର୍ ଗିନେ ହଃକା ତୁମିମଃନ୍ ଆସି ଆଚାସ୍, କାୟ୍ତାକ୍ ବଃଲେକ୍ ତୁମିମଃନ୍ ଜଃନ୍କଃରି କ୍ରିସ୍ଟର୍ ହାଦ୍ ଚିନ୍କେ ଅୟ୍ ଜଃହାସ୍, ସେତାର୍ ଗିନେ ସେ ହେଁ ତୁମାର୍ ଗିନେ ଦୁକ୍ ବୟ୍ଗ୍ କଃରି ତୁମିମଃନ୍କେ ସେହର୍ କଃରୁକେ ଦଃକାୟ୍ ଜାୟ୍ ଆଚେ;
କ୍ରିସ୍ଟ ଗଃଗାଳେ ଦୁକ୍ ବୟ୍ଗ୍ କଃରି ରିଲାକ୍ ତୁମିମଃନ୍ ହେଁ ସେରଃକମ୍ ମଃନ୍ ଦଃରି ଅଃହ୍ଣାମଃନ୍କେ ନିକ କଃରି ତିଆର୍ କଃରା, ବଃଲେକ୍ ଜେ କ୍ରିସ୍ଟର୍ ଗିନେ ଗଃଗାଳେ ଦୁକ୍ବୟ୍ଗ୍ କଃରିଆଚେ, ସେ ହାହ୍ ଚାଡି ଆଚେ,
ଜେ ତାର୍ ତଃୟ୍ ଆଚି ବଃଲି କୟ୍ଦ୍ ସେ ଜିସୁର୍ ହର୍ ଜିବନ୍ କାଟ୍ତାର୍ ହେଁ ଲଳା ଆଚେ ।