ପିଲିପିୟ 1:10 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍10 ଜଃନ୍କଃରି ତୁମିମଃନ୍କେ ଅଃଦିକ୍ ନିକ ବିସୟ୍ମଃନ୍ ସଃବୁ ମଃନ୍ କଃରୁ ହାରାସ୍, ସେ ତଃନ୍ ଅୟ୍ଲେକ୍ ତୁମିମଃନ୍ କ୍ରିସ୍ଟର୍ ଆସ୍ତାର୍ ଦିନେ ନିର୍ମୁଳ୍ ଆର୍ ଲିନ୍ଦା ନଃହାୟ୍ ରିଆସ୍ । Faic an caibideilବ୍ଡ଼୍ ହ୍ର୍ଜା ବାଇବଲ10-11 ଜ୍ନ୍କ୍ରି ତୁମିମ୍ନ୍ ବ୍ଲ୍ ଆର୍ ମନ୍ଦ୍ ବିଷୟେ ଜାଣୁହାରାସ୍, ଆରେକ୍ ତୁମିମ୍ନ୍ ଇଶ୍ଵରାର୍ ମଇମା ଆର୍ ଦନ୍ୟବାଦାର୍ ଗିନେ ଯୀଶୁ ଖ୍ରୀଷ୍ଟର୍ ଦ୍ର୍ମାର୍ ହ୍ଳ୍ ହ୍ଳି, ଯୀଶୁ ଖ୍ରୀଷ୍ଟ ଆସ୍ତା ଦିନ୍ ତୁମି ପବିତର୍ ଆର୍ ଦସ୍ ନ୍ରିଲା ଲକ୍ ଅଉଆ। Faic an caibideil |
ମୁଁୟ୍ ତୁମାର୍ କାମ୍, କଃସ୍ଟ୍ ଆର୍ ସଃମ୍ବାଳ୍ତାର୍ ଜାଣିଆଚି; ଆରେକ୍ ମୁୟ୍ ଜାଣି ଆଚି, ତୁମି ଜେ ଦୁସ୍ଟ୍ମଃନାର୍ କାମ୍ ସଃମ୍ବାଳୁ ନଃହାରାସ୍ । ଆରେକ୍ ଜୁୟ୍ମଃନ୍ ଅଃହ୍ଣା ଅଃହ୍ଣାକ୍ ପେରିତ୍ ଚେଲା ବଃଲି କଃଉତି, ମଃତର୍ ସଃତ୍କଃରି ସେମଃନ୍ ପେରିତ୍ ଚେଲା ନାୟ୍, ସେମଃନ୍କେ ତୁମି ପରିକ୍ୟା କଃରି ମିଚ୍ କଃଉତା ଲକ୍ମଃନ୍ ବଃଲି ହଃର୍ମାଣ୍ କଃରି ଆଚାସ୍ ।