୨ ତିମତି 4:18 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍18 ମାପ୍ରୁ ମକ୍ ସଃବୁ କଃରାବ୍ କାମେ ହୁଣି ମୁକ୍ଳାୟ୍ଦ୍ ଆର୍ ମକ୍ ମୁକ୍ଳାୟ୍ କଃରି ନିଜାର୍ ସଃର୍ଗ୍ ରାଇଜେ ନଃୟ୍ଦ୍, ଜୁଗେଜୁଗେ ତାର୍ ଜଃଜ୍ମାନ୍ ଅଃଉଅ । ଆମେନ୍ । Faic an caibideilବ୍ଡ଼୍ ହ୍ର୍ଜା ବାଇବଲ18 ମର୍ ବିଶ୍ବାସ୍ ଯେ ମାପ୍ରୁ ମକେ ସ୍ବୁ ଡ୍ଣ୍ତେହ୍ଣି ଉଦାର୍ କ୍ରି ସ୍ରାସ୍ରି ବ୍ଳ୍ ତାର୍ ସ୍ର୍ଗ୍ ରାଇଜେ ନ୍ଇଦ୍। ସେ ଜୁଗେ ଜୁଗେ ମଇମା ହାଉଅ। ଆମେନ୍। Faic an caibideil |
ମାନାୟ୍ର୍ ଗିନେ ଜୁୟ୍ ରଃକମ୍ କଃଟ୍ହାଳ୍ ଅୟ୍ଦ୍, ସେରି ଚାଡି ବିନ୍ ରଃକମ୍ କଃଟ୍ହାଳ୍ ତୁମିମଃନ୍କେ ଗଃଟି ନଃକେରେ; ମଃତର୍ ଇସ୍ୱର୍ ସଃତ୍, ସେ ତୁମିମଃନ୍କେ କାୟ୍ ହେଁ ସଃମ୍ବାଳୁ ନଃହାର୍ତା କଃଟ୍ହାଳେ ହଃଳୁକ୍ ନଃଦେୟ୍, ମଃତର୍ ଜଃନ୍କଃରି ତୁମିମଃନ୍ ସଃମ୍ବାଳୁ ହାରାସ୍, ଇତାର୍ ଗିନେ କଃଟ୍ହାଳ୍ ଗଃଟୁଗଃଟୁ ସେ ବଚାଉତା ବାଟ୍ ହେଁ ଟିକ୍ କଃରିଆଚେ ।