12 ମୁୟ୍ଁ ତୁକିକକେ ଏପିସିଏ ହଃଟାୟ୍ ଆଚି ।
12 ତୁଖିକକେ ମୁଇ ଏଫିସିକେ ହ୍ଟାଇଲେ ଆଚି।
ହଃଚେ ସେମଃନ୍ ଏପିସିଏ ହଚ୍ଲାୟ୍, ଆରେକ୍ ସେଟାଣେ ସେମଃନ୍କେ ଚାଡି ନିଜେ ପାର୍ତ୍ନା ଗଃର୍ ବିତ୍ରେ ଜାୟ୍ ଜିଉଦିମଃନ୍କାର୍ ସଃଙ୍ଗ୍ ଆଲ୍ଚଃନା କଃଲା ।
ମଃତର୍ ସେମଃନାର୍ ତଃୟ୍ହୁଣି ମେଲାଣି ନଃୟ୍ କୟ୍ଲା, “ଇସ୍ୱରାର୍ ଇଚା ଅୟ୍ଲେକ୍, ଆରେକ୍ ଗଟ୍ତର୍ ତୁମାର୍ ତଃୟ୍ ବାଉଳି ଆସିନ୍ଦ୍ ।” ଆରେକ୍ ସେ ଏପିସିଏ ହୁଣି ହାଣି ଜାଜେ ଚଃଗି ଗଃଲା ।
ଆପଲ୍ କରନ୍ତି ତଃୟ୍ ରେତାବଃଳ୍, ପାଉଲ୍ ଦେସାର୍ ହୁର୍ବ୍ ହଲିବାଟ୍ ଆସିକଃରି ଏପିସିଏ ଆସି ହଚ୍ଲା । ସେତି ସେ କଃତି ଗଟ୍ ଚେଲାକେ ବେଟ୍ ଅୟ୍ଲା,
“ଆରେକ୍ ଅଃବେ ଦଃକା ତୁମିମଃନାର୍ ବିତ୍ରେ ଇସ୍ୱରାର୍ ରାଇଜ୍ ପର୍ଚାର୍ କଃରି ବୁଲ୍ଲେ ଅଃନ୍କାର୍ ଜେ ତୁମିମଃନ୍ କଃବେ ଆର୍ ମକେ ଦଃକୁ ନଃହାରାସ୍ ବଃଲି ମୁୟ୍ଁ ଜାଣି ।
ଆର୍ ପୁରର୍ ହୟ୍ସି ବେରିଆର୍ ସପାତ୍ର, ତେସଲନିକି ମଃନାର୍ ବିତ୍ରେ ଆରିସ୍ତାର୍କ୍ ଆର୍ ସେକୁନ୍ଦ୍, ଦର୍ବିର୍ ଗାୟ, ତିମତି ଆର୍ ଆସିଆର୍ ଲକ୍ମଃନାର୍ ବିତ୍ରେ ତୁକିକ୍ ଆର୍ ତ୍ରପିମ୍ ତାର୍ ସଃଙ୍ଗ୍ ଗଃଳାୟ୍ ।
ମର୍ ଜୁଆର୍ ବଃଲେକ୍ ମୁୟ୍ଁ କଃନ୍କାର୍ ଆଚି, ଇରି ତୁମିମଃନ୍ ଜାଣୁ ହାରାସ୍, ଇତାର୍ ଗିନେ ଲାଡାର୍ ବାୟ୍ ଆର୍ ମାପ୍ରୁର୍ କାମେ ବିସ୍ୱାସାର୍ ଜୟ୍ଗ୍ ସେବାକାରି ତୁକିକ, ସେ ତୁମିମଃନ୍କେ ସଃବୁ କଃତା ଜାଣାୟ୍ଦ୍ ।
ଅଃମି ସଃବୁଲକ୍ କଃନ୍କାର୍ ଆଚୁ, ସେ କଃତା କୟ୍ ତୁମିମଃନ୍କେ ମଃନ୍ବିତ୍ରେ ସଃର୍ଦା କଃର୍ତା ହାଁୟ୍ ମୁୟ୍ଁ ତାକେ ତୁମିମଃନାର୍ ହାକ୍ ହଃଟାୟ୍ ଆଚି ।
ଅଃମାର୍ ଲାଡାର୍ ବାୟ୍, ମାପ୍ରୁର୍ ସଃତ୍ ସେବାକାରି ଆର୍ ସଃଙ୍ଗୁଆଳି ତୁକିକ, ସେ ମର୍ ସଃବୁ କଃତା ଜାଣାୟଦ୍ ।
ମୁୟ୍ଁ ମାକିଦନିଆ ଜାତାବଃଳ୍ ତୁମିକେ ଜଃନ୍କଃରି ଗଃଉଆରି କଃରିରିଲେ, ସେନ୍କଃରି ତୁୟ୍ ଏପିସିଏ ରଃୟ୍, କଃତିଲକ୍ ବୁଲ୍ ସିକ୍ୟା ଦେଉଁଲାୟ୍, ସେମଃନ୍କେ ସେରି ନଃକେରୁକେ କଃଉ ।
ଜଃଡ୍ବଃଳ୍ ମୁୟ୍ଁ ତର୍ ହାକ୍ ଆର୍ତେମା କି ତୁକିକକେ ହଃଟାୟ୍ନ୍ଦ୍, ସଃଡେବଃଳ୍ ନିକପଲିକେ ମର୍ ହାକ୍ ଆସୁକ୍ ଜଃତୁନ୍ ଅଃଉ, ବଃଲେକ୍ ସିତ୍ହଃଦ୍ନା ସେତି ରେଉଁକେ, ତିର୍ କଃରି ଆଚି ।