3 କ୍ରିସ୍ଟ ଜିସୁର୍ ଗଟ୍ ନିକ ସଃଇନ୍ ହର୍ ତାର୍ ଗିନେ କଃସ୍ଟ୍ ସଃମ୍ବାଳ୍ ।
3 ଖ୍ରୀଷ୍ଟ ଯୀଶୁର୍ ଗଟେକ୍ ବ୍ଲ୍ ଶ୍ଇନ୍ ବାବେ ତୁଇ ମର୍ସ୍ଙ୍ଗ୍ ଦୁକ୍ ବଗ୍କ୍ର୍।
ସେତାକ୍ ସଃଇନ୍ମଃନ୍ ଆଦେସ୍ ହାୟ୍ଲା ହଃର୍କାରେ ପାଉଲ୍କେ ଦଃରି ରାତି ବଃଳ୍ ଆନ୍ତିପାତ୍ରିକେ ଆଣ୍ଲାୟ୍ ।
ଲବଦ୍ ସଃବୁ ସଃମ୍ବାଳେଦ୍, ସଃବୁ ସଃତ୍ କଃରେଦ୍, ସଃବୁ ଆସା କଃରେଦ୍, ସଃବୁ କଃତାୟ୍ ସାସ୍ଦଃରି ରଃୟ୍ଦ୍ ।
କେ ନିଜାର୍ କଃର୍ଚ୍ କଃରି ସଃୟ୍ନ୍ କାମ୍ କଃରେଦ୍ ? କେ ଅଙ୍ଗୁର୍ ବାଳ୍ କଃରି ସେତିର୍ ହଃଳ୍ ନଃକାୟ୍ ? କି କେ ମେଣ୍ଡାମଃନ୍ଦା ହାଳି ତାକାର୍ ଦୁଦ୍ ନଃକାୟ୍ ?
ମଃତର୍ ଅଃମିମଃନ୍ ଦୁକ୍ ବୟଃଗ୍ କଃଲେକ୍, ସେରି ତୁମାର୍ ସୁସ୍ତା ଆର୍ ମୁକ୍ଳାଉତାର୍ ଗିନେ । କି ଅଃମିମଃନ୍ ସୁସ୍ତା ହାୟ୍ଲେକ୍, ସେରି ତୁମିମଃନାର୍ ସୁସ୍ତାର୍ ଗିନେ; ଅଃମିମଃନ୍ ଜୁୟ୍ ରଃକମାର୍ ଦୁକ୍ ବୟଃଗ୍ କଃରୁଲୁ, ସେରଃକମ୍ ଦୁକ୍ ବୟଃଗ୍ ସାସ୍ ସଃଙ୍ଗ୍ ସଃମ୍ବାଳୁକ୍ ସେ ସୁସ୍ତା କାମ୍ ହୁରୁଣ୍ କଃରୁଲି ।
ଏ ମର୍ ହଅ, ତିମତି ତର୍ କଃତା ହୁର୍ବେ କଃଉଆ ଅୟ୍ ରିଲା ସଃବୁ ବାବ୍ବାଣି ହଃର୍କାରେ ମୁୟ୍ଁ ତକେ ଇ ବଃଚନ୍ ଦେଉଁଲେ, ଜଃନ୍କଃରି ତୁୟ୍ ସେସଃବୁ ବାବ୍ବାଣି ତଃୟ୍ହୁଣି ନିକ ଜୁଜ୍ କଃରୁ ହାର୍ସି,
ମୁୟ୍ଁ ପାଉଲ୍ କ୍ରିସ୍ଟ ଜିସୁର୍ତଃୟ୍ ରିଲାର୍ ଜିବନାର୍ ସଃୟ୍ତ୍ ହଃର୍କାରେ ଇସ୍ୱରାର୍ ଇଚାୟ୍ କ୍ରିସ୍ଟ ଜିସୁର୍ ଗଟ୍ ପେରିତ୍ ।
ତଃବେ ଅଃମିମଃନାର୍ ମାପ୍ରୁର୍ କଃତା ସାକିଦେତା କଃତାୟ୍, କି ତାର୍ ହାୟ୍ କଃୟ୍ଦ୍କଃଟୁ ମୁୟ୍ଁ, ମର୍ ଗିନେ ହେଁ ଲାଜ୍ ଅଃଉଅ ନାୟ୍ । ମଃତର୍ ଇସ୍ୱରାର୍ ସଃକ୍ତି ହଃର୍କାରେ ନିକ କବୁରାର୍ ଗିନେ ମର୍ ସଃଙ୍ଗ୍ କଃସ୍ଟ୍ ସଃମ୍ବାଳା ।
ତଃବେ ଇସ୍ୱର୍ ବାଚ୍ଲା ଲକ୍ମଃନ୍ହେଁ ଜଃନ୍କଃରି ଅଃମ୍ବର୍ ଜଃଜ୍ମାନ୍ ସଃଙ୍ଗ୍ କ୍ରିସ୍ଟ ଜିସୁ ଦିଲା ମୁକ୍ତି ହାଉତି । ଇତାର୍ ଗିନେ ମୁୟ୍ଁ ସେମଃନାର୍ ହାୟ୍ଁ ସଃବୁ କଃତା ସାସ୍ ଦଃରି ସଃମ୍ବାଳୁଲେ ।
ସେ ନିକ କବୁରାର୍ ଗିନେ ମୁୟ୍ଁ ଦସିହର୍ ଆତ୍ଦଃଣ୍ଡା ହିନ୍ଦ୍ତା ହ୍ତେକ୍ କଃସ୍ଟ୍ ବୟ୍ଗ୍ କଃରୁଲେ; ମଃତର୍ ଇସ୍ୱରାର୍ କଃତାକ୍ କେ ସିକ୍ଳି ସଃଙ୍ଗ୍ ବାନ୍ଦୁ ନାହାରେ ।
ତାଳ୍ନା ଆର୍ ଦୁକ୍ ବୟ୍ଗ୍ କଃରିଆଚାସ୍, ଆନ୍ତିଅକିଆ, ଇକନିଆ, ଆର୍ ଲୁସ୍ତ୍ରାୟ୍ ମକ୍ ସେରଃକମ୍ ତାଳ୍ନା ଅୟ୍ରିଲି; ମୁୟ୍ଁ ସେରି ସଃମ୍ବାଳିରିଲେ, ଆର୍ ମାପ୍ରୁ ମକ୍ ସେ ସଃବୁ ତଃୟ୍ ହୁଣି ରଃକ୍ୟା କଃରି ରିଲା,
ମଃତର୍ ତୁୟ୍ ସଃବୁ କଃତାୟ୍ ଜଃଗ୍ରାତ୍ ଅଃଉ, ଦୁକ୍ ସଃମ୍ବାଳ୍, ନିକ କବୁର୍ ପର୍ଚାର୍ କଃର୍, କାମ୍ କଃର୍, ତର୍ ସେବାର୍ କାମ୍ ହୁରୁଣ୍ କଃର୍ ।
ଆରେକ୍ ଅଃମାର୍ ବେଣି ଆପ୍ପିଆ ଆର୍ ଅଃମିମଃନାର୍ ସଃଙ୍ଗ୍ କ୍ରିସ୍ଟଦଃର୍ମ୍ ଗିନେ ଜୁଜ୍ ଲାଗ୍ଲା ସଃଇନ୍ ଆର୍କିପପ୍ ଆର୍ ତୁମାର୍ ଗଃରାର୍ ମଣ୍ଡ୍ଳି ହାକ୍ ଚିଟି ଲେକୁଲୁ ।
ମଃତର୍ ଇସ୍ୱରାର୍ ଉଜାଳ୍ ହାୟ୍ଲା ହଃଚେ ଜଃଡେବଃଳ୍ ତୁମିମଃନ୍ ନାନା ଦୁକ୍ ବୟଃଗ୍ ହର୍ କଃସ୍ଟାର୍ ଜୁଜ୍ ସଃମ୍ବାଳି ରିଲାସ୍, ସେ ହୁର୍ବାର୍ ବେଳାକ୍ ଏତାଉଆ ।
ବିସ୍ୱାସାର୍ ଗିନେ ସେ ରଃଜାର୍ ରିସାକ୍ ନଃଡିରି ମିସର୍ ଚାଡ୍ଲା, ଜୁୟ୍ତାର୍ ଗିନେ ସେ ନଃଡିସ୍ତାର୍ ଇସ୍ୱର୍କେ, ଦଃକ୍ଲା ହର୍ ସେ ହଃଚ୍ଗୁଚା ନଃଦିଲା ।
ଆର୍ ଇବାନ୍ୟା ବେସି ସଃମ୍ବାଳି କଃରି ଅବ୍ରାହାମ୍ ସଃୟ୍ତାର୍ ହଃଳ୍ ହାୟ୍ଲା ।
ଜୁୟ୍ ଲକ୍ ପରିକ୍ୟା ସଃମ୍ବାଳେଦ୍, ତାର୍ ବାୟ୍ଗ୍, କାୟ୍ତାକ୍ବଃଲେକ୍ ମାପ୍ରୁ ଅଃହ୍ଣାର୍ ଲକ୍ମଃନ୍କେ ଜୁୟ୍ ଜିବନ୍ ମୁକୁଟ୍ ଦେଉଁକେ ସଃୟ୍ତ୍ କଃରିଆଚେ, ଜେ ଇସ୍ୱରାର୍ ଲାଡାର୍ ପରିକ୍ୟା ସିଦ୍ ଅୟ୍ଲା ହଃଚେ ସେ ଲକ୍ ଜିବନ୍ ମୁକୁଟ୍ ହାୟ୍ଦ୍ ।