୨ ତିମତି 2:16 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍16 ମଃତର୍ ଅଃସାର୍ କଃତାବାର୍ତା ତଃୟ୍ହୁଣି ଦୁରିକ୍ ଅୟ୍ରେ, ବଃଲେକ୍ ଜୁୟ୍ମଃନ୍ ସେତି ଲାଗିରେତି, ସେମଃନ୍ ହାହେ ଅଃଦିକ୍ ବାଡ୍ତି । Faic an caibideilବ୍ଡ଼୍ ହ୍ର୍ଜା ବାଇବଲ16 ଜୁଇ ଅସାର୍ ବକୁଆ କ୍ତା ଲକ୍କେ ଇଶ୍ଵରାର୍ ତ୍ଇହ୍ଣି ବ୍ର୍ନ କ୍ରେଦ୍, ସେ ସ୍ବୁତ୍ଇହ୍ଣି ତୁମି ଦୁରିରିଆ। Faic an caibideil |
ମଃତର୍ ମଃନେ ରଃକୁକ୍ ହଃଳେଦ୍, ଇ ବିଦି ଦଃର୍ମି ଲକ୍ମଃନାର୍ ଗିନେ ନୟେ । ବିଦିନୟ୍ଲା ଅଃଦଃର୍ମିମଃନାର୍ ଗିନେ ତିଆର୍ ଅୟ୍ଆଚେ । ଜୁୟ୍ମଃନ୍ ନିଜାର୍ ଇଚାୟ୍ ଚାଲ୍ତି, ଇସ୍ୱର୍କେ ନଃଡିର୍ତି, ଜୁୟ୍ମଃନ୍ ହାହ୍ କାମେ ବୁଡି ଆଚ୍ତି, ଜୁୟ୍ମଃନାର୍ ଦଃର୍ମ୍ ବାବ୍ ଆର୍ ଜିବନ୍ ଦୁକାଉତାର୍ ନାୟ୍, ଜୁୟ୍ମଃନ୍ ଆୟ୍ସି ଉବାସିକ୍ ମାରୁକ୍ ହେଁ ନଃଚାଡ୍ତି,