୨ ତିମତି 1:8 - ସଃର୍ଗାର୍ ବାଟ୍ ନଃଉଁଆ ନିଅମ୍8 ତଃବେ ଅଃମିମଃନାର୍ ମାପ୍ରୁର୍ କଃତା ସାକିଦେତା କଃତାୟ୍, କି ତାର୍ ହାୟ୍ କଃୟ୍ଦ୍କଃଟୁ ମୁୟ୍ଁ, ମର୍ ଗିନେ ହେଁ ଲାଜ୍ ଅଃଉଅ ନାୟ୍ । ମଃତର୍ ଇସ୍ୱରାର୍ ସଃକ୍ତି ହଃର୍କାରେ ନିକ କବୁରାର୍ ଗିନେ ମର୍ ସଃଙ୍ଗ୍ କଃସ୍ଟ୍ ସଃମ୍ବାଳା । Faic an caibideilବ୍ଡ଼୍ ହ୍ର୍ଜା ବାଇବଲ8 ସେତାର୍ଗିନେ ମାପ୍ରୁ ଯୀଶୁର୍ ବିଷୟେ ସାକ୍ଯ ଦେମ୍କେ ତୁଇ ଲାଜ୍ ଅଉନାଇ, କାଇତାକ୍ ମୁଇ ହେଁ ତାର୍ ଗିନେ ଜ୍ଇଲେ ଆଚି। ମର୍ଗିନେ ହେଁ ଲାଜ୍ ଅଉନାଇ, ମ୍ତର୍ ଇଶ୍ଵର୍ ତକେ ଦ୍ଇରିଲା ଶ୍କ୍ତି ହର୍ ତୁଇ ଖ୍ରୀଷ୍ଟ ଯୀଶୁର୍ ସୁବ୍କ୍ବର୍ ପର୍ଚାର୍ କ୍ରି ଦୁକ୍କ୍ଷ୍ଟ ବଗୁକେ ତିଆର୍ ଅଉଅ। Faic an caibideil |
ସେତାକ୍ ମୁୟ୍ ସେ ଦୁତ୍କେ ଜୁଆର୍ କଃରୁକେ ତାର୍ ହାଦ୍ ତଃଳେ ଡୁଳ୍ଲେ । ମଃତର୍ ସେ ମକ୍ କୟ୍ଲା, “ଜଃଗ୍ରାତ୍, ଇରଃକମ୍ କଃର୍ ନାୟ୍, ମୁୟ୍ ତର୍ ହର୍ ଆର୍ ତର୍ ବାୟ୍ମଃନାର୍ ହର୍ ଜିସୁର୍ ଗଟେକ୍ ଗତିଦଃଙ୍ଗ୍ଳା । ତୁମିମଃନାର୍ ହର୍ ମୁୟ୍ ହେଁ ଜିସୁ ଜାଣାୟ୍ଲା ସଃତ୍କେ ଦଃରିଆଚି । ଇସ୍ୱର୍କେ ହଃକା ହୁଜା କଃରା । ଜିସୁ ଜାଣାୟ୍ ରିଲା ସଃତ୍ ଆତ୍ମା ହଃକା ବାବ୍ବାଦିମଃନ୍କେ ସିକ୍ୟା ଦଃୟ୍ଦ୍ ।”