3 ସାହା ନୟ୍ଲା ରାଣ୍ଡିଲକେ ମାୟ୍ନ୍ କଃର୍ ।
3 ଏକ୍ଲା ର୍ଇକ୍ରି ଅବାବେ ଚଲ୍ତିରିଲା ରାଣ୍ତି ଟକିମ୍ନ୍କେ ମାନ୍ତିକ୍ରା।
ସେ ଅଃହ୍ଣାର୍ ଉବା ଆୟାକ୍ ସଃତ୍କଃରି ନଃମାନେ, ଇହର୍ ତୁମିମଃନ୍ କଃରି ଆସୁଲାର୍ ରିତିବିଦି ଗିନେ ଇସ୍ୱରାର୍ ବଃଚନ୍ ହଲ୍ୟା କଃରୁଲାସ୍ ।
“ମଃତର୍ ଏ ଡଃଣ୍ଡ୍ ହାଉତା ଜୟ୍ଗ୍ ହେଟ୍କପଟ୍ୟା ଦଃର୍ମ୍ଗୁରୁ ଆର୍ ପାରୁସିମଃନ୍, କାୟ୍ତାକ୍ବଃଲେକ୍ ତୁମିମଃନ୍ ଲକ୍ମଃନାର୍ ସଃର୍ଗ୍ ରାଇଜେ ଜାତା ବାଟ୍କେ ବଃନ୍ଦ୍ କଃରୁଲାସ୍; ତୁମିମଃନ୍ ତ ନିଜେ ସଃର୍ଗ୍ ରାଇଜେ ନଃଜଃଉଁଲାସ୍ ଆରେକ୍ ସଃର୍ଗେ ଜାତା ଲକ୍ମଃନ୍କେ ହେଁ ଜଃଉଁକେ ନଃଦେଉଁଲାସ୍ ।
ସେ ସଃବୁବଃଳ୍ ମନ୍ଦିର୍ ବିତ୍ରେ ରେତିରିଲି, ଆର୍ ଦିନ୍ରାତି ଉହାସ୍ ଆର୍ ପାର୍ତନା ସଃଙ୍ଗ୍ ମାପ୍ରୁର୍ ସେବା କଃର୍ତିରିଲି ।
ଜିସୁ ଗଃଳ୍ ଦୁଆର୍ ଚଃମେ ହଚ୍ଲାକ୍, ଦଃକା ଲକ୍ମଃନ୍ ଗଟେକ୍ ମଃଲା ଲକ୍କେ ସେ ଗଃଳେ ହୁଣି ହଃଦାୟ୍ ବୟ୍ ଆଣ୍ତି ରିଲାୟ୍, ସେ ଆୟ୍ସିର୍ ଗଟେକ୍ ବଃଲି ହୟ୍ସି ରିଲା, ଆରେକ୍ ସେ ମାଇଜି ରାଣ୍ଡି, ଆର୍ ସେ ଗଃଳାର୍ ଗାଦେକ୍ ଲକ୍ମଃନ୍ ତାର୍ ସଃଙ୍ଗ୍ ରିଲାୟ୍ ।
ଜିସୁ ନିତନିଏଲ୍କେ ଅଃହ୍ଣାର୍ ଚଃମେ ଆସ୍ତାର୍ ଦଃକି, ସେ ତାର୍ କଃତା କୟ୍ଲା, “ଏଦେ ଦଃକା ନିଜ୍କଃରି ଏ ଗଟେକ୍ ଇସ୍ରାଏଲ୍ ଲକ୍, ଆର୍ ତଃୟ୍ ମିଚ୍ମଃୟା ନାୟ୍ ।”
ଜଃଡେବଃଳ୍ ଚେଲାମଃନ୍ ବୁତେକ୍ ଅଃଉଁକେ ଦଃର୍ଲାୟ୍ ସଃଡେବଃଳ୍ ଗ୍ରିକ୍ କଃଉତା ଜିଉଦିମଃନ୍ ଏବ୍ରି ଲକ୍ମଃନାର୍ ସଃଙ୍ଗ୍ କଃଉଆକଇ ଅଃଉଁକେ ଦଃର୍ଲାୟ୍, କାୟ୍ତାକ୍ବଃଲେକ୍ ହଃତି ଦିନାର୍ କାଦି ବାଟା କଃର୍ତାବଃଳ୍ ସେମଃନାର୍ ରାଣ୍ଡିମଃନ୍କେ ନଃଦେଉଁଲାୟ୍ ବଃଲି ଗ୍ରିକ୍ ବାସା କଃଉତିରିଲା ଜିଉଦିମଃନ୍ କୟ୍ଲାୟ୍ ।
ଇତାକ୍ ପିତର୍ ଉଟି ସେମଃନାର୍ ସଃଙ୍ଗ୍ ଗଃଲା, ସେ ଆୟ୍ଲାକ୍ ସେମଃନ୍ ତାକେ ଉହ୍ରାର୍ ବଃକ୍ରାୟ୍ ନିଲାୟ୍, ଆର୍ ରାଣ୍ଡିମଃନ୍ ତାର୍ ଚାରିବେଳ୍ତ୍ ବେଳି କାନ୍ଦି କାନ୍ଦି କୟ୍ଲାୟ୍, ଦର୍କା ତାକାର୍ ସଃଙ୍ଗ୍ ରିଲାବଃଳ୍ ଜୁୟ୍ ସଃବୁ ହିନ୍ଦ୍ତା ହଃଚ୍ୟା ସଃବୁ ତିଆର୍ କଃରିରିଲି, ସେରି ସଃବୁ ଦଃକାଉଁକ୍ ଦଃର୍ଲାୟ୍ ।
ଆରେକ୍ ସେ ଆତେ ଦଃରି ତାକେ ଉଟାୟ୍ଲା । ସଃବୁ ବିସ୍ୱାସି ଆର୍ ରାଣ୍ଡିମଃନ୍କେ କୁଦି ଦଃର୍କାକେ ଜିବନ୍ ହାୟ୍ଲାର୍ ଦଃକାୟ୍ଲା ।
ଅଃମି ତୁମିମଃନାର୍ ତଃୟ୍ହୁଣି ଅଃଉଆ କି ବିନ୍ କାର୍ ତଃୟ୍ହୁଣି ଅଃଉଆ, କୁୟ୍ ମାନାୟ୍ର୍ ତଃୟ୍ହୁଣି ହେଁ ଜଃଜ୍ମାନ୍ ହାଉଁକ୍ ଉପାୟ୍ ନଃକେରୁ ।
ବୁଡାବୁଡିମଃନ୍କ୍ ଉବାଆୟା ହର୍ ଆର୍ ଦଃଙ୍ଗ୍ଳିମଃନ୍କେ ନିର୍ମୁଳ୍ ମଃନେ ବେଣି ହର୍ ବାବି କଃରି ସେରଃକମ୍ କଃର୍ ।
ଟୁରାହିଲା ଆର୍ ରାଣ୍ଡିମଃନ୍କେ ସେମଃନାର୍ ଦୁକାର୍ ବେଳାୟ୍ ଜଃତୁନ୍ ନେତାର୍ ଆରେକ୍ ଜଃଗତେ ହୁଣି ଅଃହ୍ଣାକ୍ ନିର୍ଦସି କଃରି ରଃକ୍ୟା କଃର୍ତାର୍, ଇରି ଅଃମାର୍ ଇସ୍ୱର୍ ଆର୍ ଉବାର୍ ଚଃମେ ନିକ ଆର୍ ନିର୍ମୁଳ୍ ଦଃର୍ମ୍କାମ୍ ।
ସଃବ୍କେ ଲାଡ୍ କଃରା, ବିସ୍ୱାସି ବାୟ୍ବେଣିମଃନ୍କେ ମାୟ୍ନ୍ ଦଃକାଉଆ । ଇସ୍ୱର୍କେ ଡିରା, ରଃଜାକେ ମାୟ୍ନ୍ କଃରା ।
ଏ ଅଃଣ୍ଡ୍ରାମଃନ୍, ସେନ୍କଃରି ତୁମାର୍ ମାୟ୍ଜିମଃନ୍କେ ଦୁର୍ବଳ୍ ବଃଲି ଜାଣି ସେମଃନ୍କେ ସଃମ୍ବାଳି କଃରି ବାସା କଃରା । ସେମଃନ୍କେ ମାୟ୍ନ୍ କଃରା । ସେମଃନ୍ ହେଁ ତୁମିମଃନାର୍ ସଃଙ୍ଗ୍ ଇସ୍ୱରାର୍ ତଃୟ୍ ଜିବନ୍ ହର୍ ଦାନ୍ ହାଉତି । ତୁମିମଃନ୍ ସେମଃନ୍କେ ଟିକ୍ ବେବାର୍ କଃଲେକ୍, ତୁମିମଃନାର୍ ପାର୍ତନାୟ୍ ବାଦା ନାସେ ।