5 ବଲେକ୍, ଇସ୍ୱରାର୍ ବାକ୍ୟୟ୍ ଆର୍ ପାର୍ତ୍ନାୟ୍ ସେରି ନିର୍ମୁଳ୍ କଃରା ଅୟ୍ଦ୍ ।
5 କାଇତାକ୍ ଇଶ୍ଵରାର୍ ବାକ୍ୟ ଆର୍ ପାର୍ତେନା କ୍ଲେକ୍ ସ୍ବୁ କାଦି ପବିତର୍ ଅଇଦ୍।
ତୁମିମଃନ୍ ଜାୟ୍ରି ଲଃବ୍କଃରି ଅଃର୍ଜି ଆଚାସ୍ ସେରି ଗଃରିବ୍ ଲକ୍ମଃନ୍କେ ଦାନ୍ କଃରା, ତଃବେ ସଃତ୍ କଃରି ହୁରା କଃରି ନିର୍ମୁଳ୍ ଅଃଉଆସ୍ ।
ଜିସୁ ସୟ୍ତାନ୍କେ ଉତୁର୍ ଦିଲା, “ଦଃର୍ମ୍ସାସ୍ତରେ ଲେକା ଆଚେ, ‘ମାନାୟ୍ ଅଃବ୍କା ରୁଟି କାୟ୍ କଃରି ଜିବନ୍ ନଃରେୟ୍ ।’”
କାୟ୍ତାକ୍ବଃଲେକ୍ ଅବିସ୍ୱାସି ଅଃଣ୍ଡ୍ରା ମାୟ୍ଜିର୍ ଗିନେ ନିର୍ମୁଳ୍ କଃରାଜାୟ୍ ଆଚେ, ଆର୍ ବିସ୍ୱାସ୍ ନୟ୍ଲା ମାୟ୍ଜି ଅଃଣ୍ଡ୍ରାର୍ ଗିନେ ନିର୍ମୁଳ୍ କଃରାଜାୟ୍ ଆଚେ, ତଃନ୍ ଅଲେ ତୁମିମଃନାର୍ ହିଲାମଃନ୍ ନିର୍ମୁଳ୍ ନାୟ୍ ।
ସେ ମିଚୁଆ ଗୁରୁମଃନ୍ ବିବାନଃଉଆ ବଃଲ୍ତି, ଆର୍ ବିନ୍ବିନ୍ କାଦି ତଃୟ୍ହୁଣି ବିନେ ରେଉଁକେ ସିକାଉତି । ବିସ୍ୱାସି ଆର୍ ସଃତ୍ ଜାଣିରିଲା ଲକ୍ମଃନାର୍ ତଃୟ୍ହୁଣି ଦନ୍ୟବାଦ୍ ଦଃୟ୍ କାଉଁକେ ଇସ୍ୱର୍ ଇରିମଃନ୍ ଉବ୍ଜାଣ୍ କଃରିଆଚେ ।
ନିର୍ମୁଳ୍ ଲକ୍ମଃନାର୍ ଗିନେ ସଃବୁହେଁ ନିର୍ମୁଳ୍, ମଃତର୍ ହାହେ ହଃଳ୍ଲା ଆର୍ ଅବିସ୍ୱାସିମଃନାର୍ ଗିନେ କାୟ୍ କଃତା ହେଁ ନିର୍ମୁଳ୍ ନାୟ୍, ମଃତର୍ ସେମଃନାର୍ ମଃନ୍ ଆର୍ ବାବ୍ନା ଇ ଜଳେକ୍ ହେଁ ବିଟାଳ୍ ।
ବିସ୍ୱାସାର୍ ଗିନେ ଅଃମିମଃନ୍ ବୁଜୁଲୁ ଜେ, ଜଃଗତାର୍ ସଃବୁ ଇସ୍ୱରାର୍ କଃତା ତଃୟ୍ ତିଆର୍ ଅୟ୍ଆଚେ, ତଃବେ କାୟ୍ରିହେଁ ଆକାୟ୍ ଡିସ୍ତା ବିସୟେ ହୁଣି ନଃଉବ୍ଜେ ।