8 ଅଃମିମଃନ୍ ଜାଣୁ ବିଦିର୍ ନିକ ବେବାର୍ କଃଲେକ୍ ସେରି ନିକ ।
8 ଅମି ଜାଣୁଲୁ ଯେ, ମୋଶାର୍ ନିୟମ୍ ବ୍ଲ୍, ଯଦି ସେରି ଲକ୍ ବ୍ଲ୍ବାବେ ମାନ୍ତି।
ତୁମିମଃନ୍ ଇ ଜଃଗତାର୍ ରିତି ହଃର୍କାରେ ଜିବନ୍ କାଟା ନାୟ୍ । ଇସ୍ୱର୍ ତୁମିମଃନାର୍ ମଃନ୍ବାବ୍କେ ବାଦ୍ଲାଅ ଆର୍ ତୁମାର୍ ମଃନ୍ ହୁରାହୁରି ବାବେ ବାଦ୍ଲ । ତଃନ୍ଅୟ୍ଲେକ୍, ଇସ୍ୱରାର୍ ଇଚା କାୟ୍ରି, ତାର୍ ଆକାୟ୍ କୁୟ୍ ସଃବୁ ବିସୟ୍ ସଃତ୍, ମଃନ୍କେ ଗଃଲାର୍ ଆର୍ ସିଦ୍, ଇରି ତୁମିମଃନ୍ ଜାଣୁକେ ହାରାସ୍ ।
ମଃତର୍ ଜାୟ୍ରି ମୁୟ୍ଁ ଇଚା ନଃକେରି ସେରି ଜଦି କଃରିନ୍ଦ୍ ତଃବେ ବିଦି ନିକ ବଃଲି ସେରି ମୁୟ୍ଁ ମାନୁଲେ ।
ଇରି ମୁୟ୍ଁ ଜାଣି ମର୍ ତଃୟ୍, ଗଃଗାଳେ ଜୁୟ୍ରି ହେଁ ନିକ ବିସୟ୍ ବାସା ନଃକେରେ, ଜଃନ୍ ମୁୟ୍ଁ ଇଚା କଃରୁ ହାରୁଲେ, ମଃତର୍ ଜାୟ୍ରି ନିକ ସେରି କଃରୁକେ ମର୍ ବଃଳ୍ ନାୟ୍ ।
ଇସ୍ୱରାର୍ ବିଦି ମାନୁକେ ମର୍ ମଃନ୍ ।
ତଃବେ ମସାର୍ ବିଦି କାୟ୍ ଇସ୍ୱରାର୍ ସଃୟ୍ତାର୍ ବିରଦ୍ କଃରେଦ୍ ? ସେରି କଃବେହେଁ ନଃୟ୍, କାୟ୍ତାକ୍ବଃଲେକ୍ ଜଦି ମାନାୟ୍କେ ଜିବନ୍ ଦେଉଁକ୍ ହାରେ ଅଃନ୍କାର୍ ମସାର୍ ବିଦି ଦିଆ ଅୟ୍ରିଲି ହୁଣି, ତଃବେ ଦଃର୍ମି ସଃତ୍କଃରି ମସାର୍ ବିଦି ହର୍ ଅୟ୍ଲି ହୁଣି ।
ଆରେକ୍ ହେଁ ଜଦି ଗଟ୍ କୁୟ୍ ଲକ୍ କେଲ୍ତା ତଃୟ୍ କେଲୁକ୍ ମିସେଦ୍, ସେ ବିଦି ହଃର୍କାରେ ସେରି ନଃକେଲେକ୍ ସେ ପୁରିସ୍କାର୍ ହାଉଁ ନାହାରେ ।