ଗଣନା ପୁସ୍ତକ 26:57 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT57 ଆପଣା ଆପଣା ବଂଶାନୁସାରେ ଏମାନେ ଲେବୀୟମାନଙ୍କ ମଧ୍ୟରୁ ଗଣିତ ହେଲେ; ଗେର୍ଶୋନଠାରୁ ଗେର୍ଶୋନୀୟ ବଂଶ; କହାତଠାରୁ କହାତୀୟ ବଂଶ; ମରାରିଠାରୁ ମରାରୀୟ ବଂଶ। Faic an caibideilପବିତ୍ର ବାଇବଲ (Re-edited) - (BSI)57 ଆପଣା ଆପଣା ବଂଶାନୁସାରେ ଏମାନେ ଲେବୀୟମାନଙ୍କ ମଧ୍ୟରୁ ଗଣିତ ହେଲେ; ଗେର୍ଶୋନଠାରୁ ଗେର୍ଶୋନୀୟ ବଂଶ; କହାତ୍ଠାରୁ କହାତୀୟ ବଂଶ; ମରାରିଠାରୁ ମରାରୀୟ ବଂଶ। Faic an caibideilଓଡିଆ ବାଇବେଲ57 ଆପଣା ଆପଣା ବଂଶାନୁସାରେ ଏମାନେ ଲେବୀୟମାନଙ୍କ ମଧ୍ୟରୁ ଗଣିତ ହେଲେ; ଗେର୍ଶୋନଠାରୁ ଗେର୍ଶୋନୀୟ ବଂଶ; କହାତଠାରୁ କହାତୀୟ ବଂଶ; ମରାରିଠାରୁ ମରାରୀୟ ବଂଶ। Faic an caibideilପବିତ୍ର ବାଇବଲ57 ସେମାନେ ମଧ୍ୟ ଲେବୀର ପରିବାରବର୍ଗଙ୍କୁ ଗଣନା କଲେ। ଲେବୀୟ ପରିବାରବର୍ଗଗୁଡ଼ିକ ହେଲେ: ଗେର୍ଶୋନଠାରୁ ଗେର୍ଶୋନୀୟ ଗୋଷ୍ଠୀ; କହାତଠାରୁ କହାତୀୟ ଗୋଷ୍ଠୀ; ମରାରିଠାରୁ ମରାରୀୟ ଗୋଷ୍ଠୀ। Faic an caibideil |