ଗଣନା ପୁସ୍ତକ 16:49 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT49 ଯେଉଁମାନେ କୋରହର କଥା ସକାଶୁ ମରିଥିଲେ, ସେମାନଙ୍କ ବ୍ୟତୀତ ଚଉଦ ହଜାର ସାତ ଶହ ଲୋକ ଏହି ମହାମାରୀରେ ମଲେ। Faic an caibideilପବିତ୍ର ବାଇବଲ (Re-edited) - (BSI)49 ଯେଉଁମାନେ କୋରହର କଥା ହେତୁରୁ ମରିଥିଲେ, ସେମାନଙ୍କ ଛଡ଼ା ଚଉଦ ହଜାର ସାତ ଶହ ଲୋକ ଏହି ମହାମାରୀରେ ମଲେ। Faic an caibideilଓଡିଆ ବାଇବେଲ49 ଯେଉଁମାନେ କୋରହର କଥା ସକାଶୁ ମରିଥିଲେ, ସେମାନଙ୍କ ବ୍ୟତୀତ ଚଉଦ ହଜାର ସାତ ଶହ ଲୋକ ଏହି ମହାମାରୀରେ ମଲେ। Faic an caibideilପବିତ୍ର ବାଇବଲ49 କୋରହର କଥା ହେତୁ ମରିଥିବା ଲୋକଙ୍କୁ ଛାଡ଼ି 14,700 ଲୋକ ଏହି ମହାମାରୀରେ ମଲେ। Faic an caibideil |