ମୀଖା 1:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ଗାଥ୍ ନଗରରେ ଏ କଥା ଜଣାଅ ନାହିଁ, ଆଦୌ ରୋଦନ କର ନାହିଁ; ଏବଂ ବେଥ୍-ଲିଅଫ୍ରା ନଗରର ଧୂଳିରେ ନିଜେ ଗଡ଼ି ଅଛୁ। Faic an caibideilପବିତ୍ର ବାଇବଲ (Re-edited) - (BSI)10 ଗାଥ୍ ନଗରରେ ଏ କଥା ଜଣାଅ ନାହିଁ, କିଛି ହିଁ ରୋଦନ କର ନାହିଁ; ବୈଥ୍-ଲି-ଅଫ୍ରାରେ ଆମ୍ଭେ ଧୂଳିରେ ଗଡ଼ିଅଛୁ। Faic an caibideilଓଡିଆ ବାଇବେଲ10 ଗାଥ୍ ନଗରରେ ଏ କଥା ଜଣାଅ ନାହିଁ, ଆଦୌ ରୋଦନ କର ନାହିଁ; ଏବଂ ବେଥ୍-ଲିଅଫ୍ରା ନଗରର ଧୂଳିରେ ନିଜେ ଗଡ଼ି ଅଛୁ। Faic an caibideilପବିତ୍ର ବାଇବଲ10 ଗାଥ୍ ନଗରରେ ଏହା ଜଣାଅ ନାହିଁ। ଆଦୌ ବିଳାପ କର ନାହିଁ। ବୈଥ୍-ଲି-ଅଫ୍ରାରେ ନିଜେ ଧୂଳିରେ ଗଡ଼। Faic an caibideil |