ଲେବୀୟ ପୁସ୍ତକ 9:10 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT10 ମାତ୍ର ପାପାର୍ଥକ ବଳିର ମେଦ, ଗୁର୍ଦା ଓ ଯକୃତର ଅନ୍ତପ୍ଲାବକ ବେଦି ଉପରେ ଦଗ୍ଧ କଲେ। Faic an caibideilପବିତ୍ର ବାଇବଲ (Re-edited) - (BSI)10 ମାତ୍ର ପାପାର୍ଥକ ବଳିର ମେଦ ଓ ଗୁରୁଦା ଓ ଯକୃତରୁ ଅନ୍ତ୍ରାପ୍ଳାବକ ବେଦି ଉପରେ ଦଗ୍ଧ କଲେ। Faic an caibideilଓଡିଆ ବାଇବେଲ10 ମାତ୍ର ପାପାର୍ଥକ ବଳିର ମେଦ, ଗୁର୍ଦା ଓ ଯକୃତର ଅନ୍ତପ୍ଲାବକ ବେଦି ଉପରେ ଦଗ୍ଧ କଲେ। Faic an caibideilପବିତ୍ର ବାଇବଲ10 ମୋଶା ପ୍ରତି ସଦାପ୍ରଭୁଙ୍କ ଆଜ୍ଞାନୁସାରେ ହାରୋଣ ମେଦ, ଗୁରୁଦା ଓ ଯକୃତର ଆଚ୍ଛାଦିତ ହୋଇଥିବା ପାପାର୍ଥକ ବଳିସବୁକୁ ଯଜ୍ଞବେଦି ଉପରେ ଦଗ୍ଧ କଲେ। Faic an caibideil |