ଯିରିମୀୟ 2:14 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT14 ଇସ୍ରାଏଲ କି ଦାସ? ସେ କି ଗୃହଜାତ ଜନ୍ମରୁ ଦାସ? ତେବେ ସେ କାହିଁକି ଲୁଟିତ ଦ୍ରବ୍ୟ ହୋଇଅଛି? Faic an caibideilପବିତ୍ର ବାଇବଲ (Re-edited) - (BSI)14 ଇସ୍ରାଏଲ କି ଦାସ? ସେ କି ଗୃହଜାତ କିଙ୍କର? ସେ କାହିଁକି ଲୁଟଦ୍ରବ୍ୟ ହୋଇଅଛି? Faic an caibideilଓଡିଆ ବାଇବେଲ14 ଇସ୍ରାଏଲ କି ଦାସ ? ସେ କି ଗୃହଜାତ ଜନ୍ମରୁ ଦାସ ? ତେବେ ସେ କାହିଁକି ଲୁଟିତ ଦ୍ରବ୍ୟ ହୋଇଅଛି ? Faic an caibideilପବିତ୍ର ବାଇବଲ14 “ଇସ୍ରାଏଲୀୟମାନେ କ’ଣ କ୍ରୀତଦାସ? ସେମାନେ କ’ଣ ଆଜନ୍ମ କିଙ୍କର? ତେବେ ସେମାନେ କାହିଁକି ଲୁଣ୍ଠିତ ଦ୍ରବ୍ୟ ସ୍ୱରୂପ ହୋଇଅଛନ୍ତି? Faic an caibideil |