ଯାକୁବଙ୍କ ପତ୍ର 1:7 - ଇଣ୍ଡିୟାନ ରିୱାଇସ୍ଡ୍ ୱରସନ୍ ଓଡିଆ -NT7 ସେପରି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ନ କରୁ; Faic an caibideilପବିତ୍ର ବାଇବଲ (Re-edited) - (BSI)7 ସେପରି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ନ କରୁ; Faic an caibideilଓଡିଆ ବାଇବେଲ7 ସେପରି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ମନେ ନ କରୁ; Faic an caibideilପବିତ୍ର ବାଇବଲ (CL) NT (BSI)7-8 ସେ ପ୍ରକାର ମନୁଷ୍ୟ ସନ୍ଦିଗ୍ଧମନା, ସେ କୌଣସି ସିଦ୍ଧାନ୍ତରେ ପହଞ୍ଚି ପାରେ ନାହିଁ; ପ୍ରଭୁଙ୍କଠାରୁ କିଛି ସେ ପାଇବ ବୋଲି ଆଶା କରିବା ନିରର୍ଥକ। Faic an caibideilପବିତ୍ର ବାଇବଲ7-8 ସନ୍ଦେହୀ ଲୋକ ଏକାଥରକେ ଦୁଇଟି କଥା ଭାବେ। ତେଣୁ ସେ କରୁଥିବା କୌଣସି ବିଷୟରେ ନିଷ୍ପତ୍ତି ନେଇପାରେ ନାହିଁ। ସେଭଳି ଲୋକ ପ୍ରଭୁଙ୍କଠାରୁ କିଛି ପାଇବ ବୋଲି ଆଶା କରିବା ଉଚିତ୍ ନୁହେଁ। Faic an caibideil |