ପ୍ରକାସିତ୍ 8:1 - ବ୍ଡ଼୍ ହ୍ର୍ଜା ବାଇବଲ1 ମେଣ୍ଢା ଯେ କି ଯୀଶୁ ସାତ୍ ଲମ୍ବର୍ ସିଲ୍ ବାଙ୍ଗାଇଲା। ସେଡେବଳ୍ ସ୍ର୍ଗେ ଅଦ୍ଗଣ୍ଟା ହ୍ତେକ୍ ଚୁପ୍ଚାପ୍ ରିଲା। Faic an caibideilସଃର୍ଗାର୍ ବାଟ୍ ନଃଉଁଆ ନିଅମ୍1 ମେଣ୍ଡାହିଲା ଜଃଡେବଃଳ୍ ସାତ୍ ଲଃମ୍ବର୍ ମୁଦ୍ରା ବାଙ୍ଗ୍ଲା, ସଃଡେବଃଳ୍ ସଃର୍ଗେ ହାକାହାକି ଅଦା ଗଣ୍ଟା ହଃତେକ୍ ଚିମ୍ରା ଚାହି ଗଃଲି । Faic an caibideil |
ସେମ୍ନ୍ ମେଣ୍ଢା ଯେ କି ଯୀଶୁର୍ ହାଇଁ ଗଟେକ୍ ନ୍ଉଆ ଗିତ୍ କଇଲାଇ। “ତୁଇ ହ୍କା ସେ ଶାସ୍ତର୍ ନେମ୍କେ ଆର୍ ସିଲ୍ ବାଙ୍ଗ୍ତାର୍ ହାଇଁ ଯଗ୍ଯ, କାଇତାକ୍ ତୁଇ ମ୍ରି ରିଲିସ୍, ଆର୍ ନିଜାର୍ ବ୍ନି ଦ୍ୱାରା ସ୍ବୁ ଗଷ୍ଟିକେ, ସ୍ବୁ ବାଷାର୍ ଲକ୍କେ, ସ୍ବୁ ବଉଁସାର୍ ଲକ୍କେ ଆର୍ ସ୍ବୁ ଜାତିର୍ ଲକ୍ମ୍ନ୍କାର୍ ବିତ୍ରେ ଇଶ୍ଵରାର୍ ହାଇଁ ଲକ୍ମ୍ନ୍କେ ଗେନି ଆଚିସ୍