Biblia Todo Logo
Bìoball air-loidhne

- Sanasan -




ପ୍ରକାସିତ୍‌ 7:4 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

4 ଅନ୍‌କ୍‌ରି ସିଲ୍ ମାରାଇ ଅଇଲା ଲକ୍‌ମ୍‌ନ୍‌କାର୍‌ ସଂକ୍ଯା ମୁଇ ଶୁଣ୍‌ଲେ, ସେମ୍‌ନ୍ ଗଟ୍ ଲାକ୍ ଚାଳିଶ୍‌ ଚାରିହ୍‌ଜାର୍ ଲକ୍ ରିଲାଇ। ସେମ୍‌ନ୍ ଇସ୍ରାଏଲ୍ ବ୍‌ଉଁସାର୍ ବିତ୍‌ରେହ୍‌ଣି ରିଲାଇ।

Faic an caibideil Dèan lethbhreac

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

4 ତାର୍‌ହଃଚେ ମୁଦ୍ରା ମାରା ଅୟ୍‌ଲା ଲକ୍‌ମଃନାର୍‌ ଲଃମ୍ବର୍‌ ମୁୟ୍‌ଁ ସୁଣ୍‌ଲେ, ଇସ୍ରାଏଲାର୍‌ ହୟ୍‌ସିମଃନାର୍‌ ସଃବୁ ବଃଉଁସ୍‌ ବିତ୍ରେ ହୁଣି ୧୪୪,୦୦୦ ଲକ୍‌କେ ମୁଦ୍ରା ମାରା ଅୟ୍‌ଲି ।

Faic an caibideil Dèan lethbhreac




ପ୍ରକାସିତ୍‌ 7:4
17 Iomraidhean Croise  

ଯୀଶୁ ସେମ୍‌ନ୍‍କେ କଇଲା, “ମୁଇ ତୁମୁକ୍‌ମ୍‌ନ୍ ସ୍‌ତ୍ କ୍‌ମ୍‌ଲେ, ଜ୍‌ଡେବ୍‌ଳ୍ ନ୍ଉଆ କ୍‍ରି ତିଆର୍ ଅଇଲା ରାଇଜେ, ମୁଇ ମାନାଇ ହିଲା ନିଜାର୍ ସନ୍‌ମାନାର୍ ସିଂହାସନେ ବ୍‍ସିନ୍ଦ୍, ସେଡେବ୍‍ଳ୍ ମର୍‍ହ୍‌ଚେ ହ୍‌ଚେ ଆସିଆଚାସ୍ ଯେ ତୁମିମ୍‍ନ୍, ତୁମିମ୍‍ନ୍ ହେଁ ବାରଗଟ୍ ସିଂହାସନେ ବ୍‍ସିକ୍‍ରି, ଇସ୍ରାଏଲ୍ ଦେଶାର୍ ବାରଗଟ୍ ଦ୍‍ଳ୍‍କେ ଶାସନ୍ କ୍‍ରାସ୍।


ତ୍‍ବେ ସେ ଚାକର୍ ତାକେ କଇଲା, ‘ଏ ସାଉକାର୍, ତର୍ ଆଦେଶ୍ ହ୍‌ର୍ ମୁଇ କ୍‌ଲେଆଚି ମ୍‍ତର୍ ଅବେହ୍‍ତେକ୍ ଟାଣ୍ଆଚେ।’


ଜ୍‌ନ୍‌କ୍‌ରି ତୁମିମ୍‍ନ୍ ମର୍ ରାଇଜେ ମର୍‌ସ୍‍ଙ୍ଗ୍‌ କାଦି କାହାସ୍, ଆର୍ ମର୍ ସିଙ୍ଗାସନେ ବ୍‌ସି ଇସ୍ରାଏଲ୍ ଦେଶାର୍ ବାରଗଟ୍ ଗଷ୍ଟିକେ ଶାସନ୍ କ୍‍ରାସ୍।”


ଅମାର୍ ହୁର୍‍ବାର୍ ବାର ଗଷ୍ଟିର୍ ଲକ୍‍ମ୍‍ନ୍ ସେ ଆଶିର୍‌ବାଦ୍‌ ହାମ୍‌କେ ଦିନ୍‍ରାତି ମାପ୍‌ରୁର୍ ଆରାଦନା କ୍‍ର୍‍ତିରିଲାଇ। ହେ ର୍‌ଜା ଆଗ୍ରିପ୍ପା ମୁଇ ସେତାକ୍ ଆଶା କ୍‌ରୁଲେ ଲାଗି ଯିହୁଦିମ୍‍ନ୍ ମକେ ଦସି କ୍‌ରୁଲାଇ।


ଆରେକ୍‌, ଯିଶାଇୟ ଇସ୍ରାଏଲ୍ ବିଷୟେ ବେଲ୍‌କି ଅଇ କଇଦ୍, ଇସ୍ରାଏଲ୍‌ଲାର୍ ହିଲାମ୍‌ନ୍‌କାର୍ କ୍‍ତେକ୍ ସ୍‍ମ୍‍ଦୁରାର୍ ବାଲିହର୍ ଅଇଲେକ୍ ହେଁ ଏ ମ୍‌ନ୍‌କାର୍ ତ୍‌ଇହ୍‌ଣି କମ୍ ଲକ୍ ଉଦାର୍‌ ହାଉଆସ୍


ମୁଇ ଇଶ୍ଵର୍‌ରାର୍‌ ଆର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଗଟେକ୍ ସେବାକ୍‌ରତା ଲକ୍ ଯାକୁବ, ସ୍‌ବୁ ହୁର୍‌ତିବିର୍‌ ଚିନ୍‍ବିନ୍ ଅଇଲା ବାର ଜାତିର୍‌ ଯିହୁଦି ଖ୍ରୀଷ୍ଟାନ୍ ଲକ୍‌ମ୍‍ନ୍‌କେ ଜୁଆର୍ ଜାଣାମ୍‌ଲେ।


ତାର୍ ହ୍‌ଚେ ମୁଇ ମର୍ ସାମ୍‌ନାଇ ମେଣ୍ଢା ଯେ କି ଯୀଶୁକେ ଦ୍‌କ୍‌ଲେ। ସେ ସିୟୋନ୍ ଡଙ୍ଗୁର୍ ଉହ୍‌ରେ ଟିଆ ଅଇରିଲା। ତାର୍‌ସ୍‍ଙ୍ଗ୍‍ ଗଟ୍ ଲାକ୍ ଚାଲିସ୍ ଚାରିହ୍‌ଜାର୍ ଲକ୍ ରିଲାଇ। ସେମ୍‌ନ୍‌କାର୍ କ୍‌ହାଳେ ମେଣ୍ଢା ଯେ କି ଯୀଶୁ ଆର୍ ତାକାର୍ ଉବାର୍ ନାଉଁ ଲେକା ଅଇରିଲି।


ଇ ଲକ୍‍ମ୍‍ନ୍ ରାଜ୍‌ଗାଦି ସାମ୍‌ନାଇ ଚାରିଗଟ୍ ଜୀବନ୍ ଜ୍‌ତୁର୍ ସାମ୍‌ନାଇ ଆର୍ ପାରାଚିନ୍‌ମ୍‌ନ୍‌କାର୍ ସାମ୍‌ନାଇ ଗଟେକ୍ ନ୍‌ଉଁଆ ଗିତ୍ କଇଲାଇ। ହୁର୍‌ତିବିୟେ ରେତା ଲକ୍‌ମ୍‌ନ୍‌କାର୍‌ ତ୍‌ଇହ୍‌ଣି ମୁକ୍‌ଳାଇ ଅଇଲାର୍ ଲକ୍ ଗଟ୍ ଲାକ୍ ଚାଲିସ୍ ଚାରିହ୍‌ଜାର୍ ଲକ୍‌ମ୍‍ନ୍‌କେ ଚାଡି କେ ହେଁ ଇ ଗିତ୍ ସିକୁନ୍‌ହାର୍‌ଲାଇ।


ଯିହୁଦା ବ୍‌ଉଁସାର୍ ଲକ୍ ବାରହ୍‌ଜାର୍, ରୂବେନ ବ୍‌ଉଁସାର୍ ଲକ୍ ବାରହ୍‌ଜାର୍, ଗାଦ ବ୍‌ଉଁସାର୍ ଲକ୍ ବାରହ୍‌ଜାର୍,


ଗଡା ଚାଲାଉତା ସ୍ଇନ୍‌ମ୍‌ନ୍‌ କଡେ କଟି ଲକ୍‌ବ୍‌ଲି ମୁଇ ଶୁଣ୍‌ଲେ।


Lean sinn:

Sanasan


Sanasan