ପ୍ରକାସିତ୍ 4:8 - ବ୍ଡ଼୍ ହ୍ର୍ଜା ବାଇବଲ8 ସ୍ବୁ ଜ୍ତୁର୍ ଚଅ ଚଅ ଗଟ୍ ଡେଣା ରିଲି ଆର୍ ସେ ଡେଣା ବ୍ର୍ତି ଆକି ରିଲି। “ସେମ୍ନ୍ ଦିନ୍ରାତି ଲାଗାତାର୍ ପବିତର୍ ସେ ସ୍ବ୍କେ ଶ୍କ୍ତିଶାଳି ମାପ୍ରୁ ଇଶ୍ଵର୍, ଯେ ହୁର୍ବେ ରିଲା, ଅବେ ଆଚେ, ଆର୍ ଯେ ଆସ୍ତାର୍ ଆଚେ” ବ୍ଲି ଗିତ୍ କ୍ଉତେ ରିଲାଇ। Faic an caibideilସଃର୍ଗାର୍ ବାଟ୍ ନଃଉଁଆ ନିଅମ୍8 ହଃତି ଜଃତୁର୍ ଚଅ ଚଅ ଗଟ୍ ଡେଣା, ସେ ଡେଣାମଃନାର୍ ହଃଦାବାଟ୍ ଆର୍ ବିତୁର୍ ବାଟ୍ ଅଃକାୟ୍ ହୁର୍ନ୍ ଆଚେ । ସେମଃନ୍ ଦିନ୍ରାତି ନଃବିସାୟ୍ କଃଉଁଲାୟ୍, “ଜେ ସଃବ୍କେ ସଃକାତ୍, ଜେ ରିଲା, ଆଚେ ଆର୍ ଆସୁକ୍ ଆଚେ, ସେ ମାପ୍ରୁ ଇସ୍ୱର୍ ପବିତ୍ର, ପବିତ୍ର, ପବିତ୍ର ।” Faic an caibideil |
ସେଡେବ୍ଳ୍ ମୁଇ ରାଜ୍ଗାଦିର୍ ମ୍ଜାଇ ମେଣ୍ଢା ଯେ କି ଯୀଶୁକେ ଦ୍କ୍ଲେ, ଯେ କି ଗଟେକ୍ ବଳି ଅଉତା ମେଣ୍ଢା ହର୍ ଟିଆ ଅଇରିଲା। ତାର୍ ଚାରିହାକ୍ ଚାର୍ଗଟ୍ ଜୀବନ୍ ଜ୍ତୁ ଆର୍ ପାରାଚିନ୍ମ୍ନ୍ ଗେରି ରିଲାଇ। ମେଣ୍ଢାର୍ ଗ୍ଗାଳ୍ ବଳି ଅଇ ମ୍ରିକ୍ରି ଆର୍ ଜୀବନ୍ ଅଇରିଲା ହର୍ ଦ୍କାଜାତେ ରିଲା ତାର୍ ସାତ୍ଗଟ୍ ସିଙ୍ଗ୍ ଆର୍ ସାତ୍ଗଟ୍ ଆକି ରିଲି, ଇ ସାତ୍ଗଟ୍ ଆକି ଇଶ୍ଵରାର୍ ସାତ୍ଗଟ୍ ଆତ୍ମା, ଯାକେ ହୁର୍ତିବିର୍ ଚାରିହାକ୍ ହ୍ଟାଇ ରିଲାଇ।