Biblia Todo Logo
Bìoball air-loidhne

- Sanasan -




ପ୍ରକାସିତ୍‌ 4:5 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

5 ରାଜ୍‌ଗାଦି ତ୍‌ଇହ୍‌ଣି ବିଜ୍‌ଲି ଆର୍ ଗଡ୍‌ଗଡି ସ୍‌ବଦ୍‌ ଶୁଣାଜାତେ ରିଲି। ରା‌ଜ୍‌ଗାଦିର୍ ସାମ୍‌ନାଇ ସାତ୍‍ଗଟ୍ ଲାଗ୍‌ତା ଦିପ୍ ରିଲି। ଇ ଦିପ୍‌ମ୍‌ନ୍ ଇଶ୍ଵରାର୍ ସାତ୍‍ଗଟ୍ ଆତ୍ମା।

Faic an caibideil Dèan lethbhreac

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

5 ସିଙ୍ଗାସଣ୍ ତଃୟ୍‌ହୁଣି ବିଜ୍‌ଲି, ବିନ୍‌ବିନ୍‌ ଟଣ୍ଡ୍ ଆର୍‌ ମେଗାର୍‌ ଗଃର୍ଜାଣ୍ ବାରାଉଁଲି, ଆର୍‌ ସିଙ୍ଗାସଣାର୍‌ ମୁୟେ ଜୟ୍‌ଲାଗ୍‌ତା ସାତ୍‌ଗଟ୍‌ କୁପି ଲାଗୁଲି, ଇ ସାତ୍‌ଗଟ୍‌ କୁପି ଇସ୍ୱରାର୍‌ ସାତ୍‌ଗଟ୍‌ ଆତ୍ମା ।

Faic an caibideil Dèan lethbhreac




ପ୍ରକାସିତ୍‌ 4:5
24 Iomraidhean Croise  

ସେଡେବ୍‍ଳ୍ ଯୀଶୁ ସେମ୍‌ନ୍‌କେ ଗଟେକ୍ ଦ୍‌କାଇକ୍‌ରି କ୍ଉତା ସ୍‍ଙ୍ଗ୍‍ କଇଲା, “ସ୍‌ର୍‌ଗ୍‌ ରାଇଜ୍ ଅନ୍‌କାର୍ ଦ୍‌ଶ୍‍ଗଟ୍ କ୍‍ନିଆ ଦ୍‌ଙ୍ଗ୍‌ଳି ହର୍ ଅଇଦ୍। ସେମ୍‌ନ୍ ନିଜାର୍ ନିଜାର୍ କୁପି ଦ୍‍ରି ବ୍‍ରକେ ମିସୁକେ ବାର୍‌ଲାଇ।


ମୁଇ ତୁମୁକେ ମ୍‌ନ୍ ବାଦ୍‍ଲାମ୍‍କେ ହାଣିଏ ଡୁବେନ୍ ଦେମ୍‍ଲେ, ମ୍‍ତର୍ ମର୍‍ହ୍‌ଚେ ଯେ ଆସୁଲା, ସେ ମର୍‍ତ୍ଇହ୍‍ଣି ଅଦିକ୍ ଶ୍‌କ୍‌ତିଶାଳି, ମୁଇ ତାର୍ ହାଣ୍ତାଇ ବ୍‍ମ୍‍କେ ହେଁ ଚାକର୍ ସ୍‍ମାନ୍ ନଇ। ସେ ତୁମୁକ୍‌ମ୍‌ନ୍ ପବିତର୍ ଆତ୍ମାଇ ଆର୍ ଜୟେ ଡୁବେନ୍ ଦେଇଦ୍।


ଆରେକ୍‌ ସେମ୍‍ନ୍ ଗଟେକ୍ ଜୟ୍‌ହର୍ ଜିବ୍ ଦ୍‍କ୍‍ଲାଇ, ଆର୍ ସେରି ଏକ୍‍ଲା ଏକ୍‍ଲା କ୍‍ରି ସ୍‍ବୁଲକାର୍‌ ଉହ୍‍ରେ ଆଇଲି।


ଆସିଆ ଜିଲାର୍ ସାତ୍‍ଗଟ୍ ମ୍‌ଣ୍ତଳିକେ ମୁଇ, ଯୋହନ୍, ଇରି ଲେକୁଲେ, ଜୁଇ ଇଶ୍ଵର୍ ହୁର୍‌ବେ ରିଲା, ଅବେ ଆଚେ ଆର୍ ବ୍‌ବିସତ୍‌ରେ ହେଁ ଆସୁଲାଇ ଆର୍ ତାର୍ ରାଜ୍‌ଗାଦି ସାମ୍‌ନାଇ ରେତା ସାତ୍‍ଗଟ୍ ଆତ୍ମା ତ୍‌ଇହ୍‌ଣି ଆର୍ ଯୀଶୁ ଖ୍ରୀଷ୍ଟ ତ୍‌ଇହ୍‌ଣି ଦୟା ଆର୍ ଶାନ୍‌ତି ତୁମାର୍ ଉହ୍‌ରେ ଆସ।


ସେ ସିଂହ ଗ୍‌ର୍‌ଞ୍ଜ୍‌ଲା ହର୍ ବେଲ୍‌କି ଅଇଲା କଇଲା। ସେ ବେଲ୍‌କି ଅଇଲା ହ୍‌ଚେ ସାତ୍‍ଗଟ୍ ଗଡ୍‌ଗଡି ତାର୍ ଉତର୍ ଦିଲାଇ।


ତାର୍ ହ୍‌ଚେ ସ୍‌ର୍‌ଗେ ଇଶ୍ଵରାର୍ ମନ୍ଦିର୍ କୁଲା ଅଇଲି ଆର୍ ସେ ମନ୍ଦିରାର୍ ପବିତର୍‌ ନିୟମାର୍ ହେଡି ଦ୍‌କାଗ୍‌ଲି। ଇ ପବିତର୍‌ ହେଡି ଲ୍‌ଗେ ସେ ରାଜିରାମା ରିଲି, ଯାକେ ଇଶ୍ଵରାର୍ ଲକ୍‌ମ୍‍ନ୍‌କେ ଦ୍‌ଇରିଲା ତାର୍ ହ୍‌ଚେ ସେତି ବିଜ୍‌ଲି ଉଜାଳ୍ ଚ୍‌ମ୍‍କି ଗ୍‍ଲି, ବିଜ୍‌ଲି ଚଡ୍‌ଚଡ୍‌ଲି, ବାଦୁଳ୍ ଗଡ୍‌ଗଡି ଅଇଲି, ଆର୍ ବୁମିକମ୍ପ ଅଇଲି ଆର୍ ବେସିକ୍‍ରା ହାଣି ମାର୍‌ଲି।


ସେ ଆର୍ ମକେ କ୍‌ଇଲା ସାରଦୀ ସ୍‌ହରାର୍ ମ୍‌ଣ୍ତଳି ତ୍‌ଇ ର୍‌ଇ ଉଦାର୍‌‌କ୍‌ର୍‌ତା ଦୂତ୍ ଲ୍‌ଗେ ଇରି ଲେକ୍, ଜାର୍ ଆତେ ଇଶ୍ଵରାର୍ ସାତ୍‍ଗଟ୍ ଆତ୍ମା ଆର୍ ସାତ୍‍ଗଟ୍ ତାରା ଆଚେ ସେ ଇ କ୍‌ତାମ୍‌ନ୍ ତୁମୁକେ କ୍‌ମ୍‌ଲା, ମୁଇ ତୁମାର୍ କାମ୍ ବିଷୟେ ଜାଣି। ଲକ୍‍ମ୍‍ନ୍ କ୍‌ଉତି ତୁମି ନାଉକେ ହ୍‌କା ଜୀବନ୍ ମ୍‌ତର୍ ପର୍‌କୁତରେ ତୁମି ମ୍‌ରି ଆଚାସ୍।


ସେଡେବ୍‌ଳ୍ ମୁଇ ରାଜ୍‌ଗାଦିର୍ ମ୍‌ଜାଇ ମେଣ୍ଢା ଯେ କି ଯୀଶୁକେ ଦ୍‌କ୍‌ଲେ, ଯେ କି ଗଟେକ୍ ବଳି ଅଉତା ମେଣ୍ଢା ହର୍ ଟିଆ ଅଇରିଲା। ତାର୍ ଚାରିହାକ୍ ଚାର୍‌ଗଟ୍ ଜୀବନ୍ ଜ୍‌ତୁ ଆର୍ ପାରାଚିନ୍‍ମ୍‍ନ୍ ଗେରି ରିଲାଇ। ମେଣ୍ଢାର୍ ଗ୍‌ଗାଳ୍ ବଳି ଅଇ ମ୍‌ରିକ୍‌ରି ଆର୍ ଜୀବନ୍ ଅଇରିଲା ହର୍ ଦ୍‌କାଜାତେ ରିଲା ତାର୍ ସାତ୍‍ଗଟ୍ ସିଙ୍ଗ୍ ଆର୍ ସାତ୍‍ଗଟ୍ ଆକି ରିଲି, ଇ ସାତ୍‍ଗଟ୍ ଆକି ଇଶ୍ଵରାର୍ ସାତ୍‍ଗଟ୍ ଆତ୍ମା, ଯାକେ ହୁର୍‌ତିବିର୍ ଚାରିହାକ୍ ହ୍‌ଟାଇ ରିଲାଇ।


ତାର୍ ହ୍‌ଚେ ଦୂତ୍ ସେ ବେଦିର୍ ଜୟ୍ ନ୍‌ଇ ଦୁହ୍‍ନି ତାଳିଲ୍‌ଗେ ବ୍‌ର୍‌ତି କ୍‍ଲା ଆର୍ ସେରି ହୁର୍‌ତିବି ଉହ୍‌ରେ ଡାଳ୍‌ଲା। ତ୍‌ବେ ସେତି ବିଜ୍‌ ମାର୍‌ଲି, ବାଦୁଳ୍‌ ଗଡ୍‌ଗଡି ଅଇଲି, ବିଜ୍‌ଲି ଚଡ୍‌ଚଡ୍‌ଲି, ଆର୍ ବୁମିକମ୍ପ ଅଇଲି।


Lean sinn:

Sanasan


Sanasan