Biblia Todo Logo
Bìoball air-loidhne

- Sanasan -




ପ୍ରକାସିତ୍‌ 1:2 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

2 ଆର୍ ମୁଇ ଯାଇରି ସ୍‌ବୁ ଦ୍‌କ୍‌ଲେ, ସେରି ସ୍‌ବୁ ଲେକ୍‌ଲେ ଆର୍ ଇଶ୍ଵରାର୍ ଇସ୍‌ତ୍ ବାକ୍ୟ ଯୀଶୁ ଖ୍ରୀଷ୍ଟର୍ ଦ୍ୱାରା ମକେ କ୍‌ଉଆ ଅଇଲି।

Faic an caibideil Dèan lethbhreac

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

2 ଆର୍‌ ଜହନ୍‌ ନିଜେ ଜାୟ୍‌ରି ସଃବୁ ଦଃକିଆଚେ, ସେ ବିସୟେ ଇତି ଜାଣାୟ୍‌ ଆଚେ । ଇ ବଇ ତଃୟ୍‌ ଇସ୍ୱରାର୍‌ କବୁର୍‌ ଆର୍‌ ଜିସୁ କ୍ରିସ୍ଟ ଜାଣାୟ୍‌ଲା ସଃତ୍‌ ସାକି ବିସୟ୍‌ ଆଚେ ।

Faic an caibideil Dèan lethbhreac




ପ୍ରକାସିତ୍‌ 1:2
22 Iomraidhean Croise  

ଡୁବେନ୍ ଦେତା ଯୋହନ୍ କଇଲା, “ପବିତର୍ ଆତ୍ମା ହାରୁଆ ହର୍ ଅଇ ଆକାଶେ ହ୍‍ଣି ଆସି ଯୀଶୁର୍ ଉହ୍‍ରେ ବ୍‍ସ୍‍ତାର୍ ମୁଇ ଦ୍‌କ୍‌ଲେ।


ଯୀଶୁ ମ୍‌ଲା ଲାଜାର୍‌କେ କୁଦିକ୍‍ରି ଜୀବନ୍ ଦିଲାବ୍‌ଳ୍ ଜ୍‌ତେକ୍ ସ୍‍ବୁ ଲକ୍‍ମ୍‍ନ୍ ତାର୍‌ସ୍‍ଙ୍ଗ୍‍ ରିଲାଇ, ସେମ୍‍ନ୍ ଇ ସ୍‍ବୁକ୍‍ତା ଚାରିବାଟ୍ ପର୍‍ଚାର୍ କ୍‌ଲାଇ।


ଯେ ଦ୍‍କିଆଚେ, ସେ କ୍‌ଇଆଚେ, ତାର୍ ଗିନେ ତୁମି ହେଁ ଶୁଣିକ୍‍ରି ବିଶ୍‍ବାସ୍ କ୍‍ରାସ୍। ସେ ଜୁଇରି କଇଦ୍ ସେରି ସ୍‌ତ୍, ସେ ଜାଣେଦ୍ ଯେ ସେ ସ୍‌ତ୍ କଇଲା।


ଯେ ଇ ସ୍‌ବୁ ବିଷୟ୍ ସାକି ଦିଲା ଆର୍ ଲେକ୍‍ଲା ଆଚେ। ସେ ଚେଲା ଯୋହନ୍। ଆର୍ ତାର୍ ସାକ୍ଯ ଅମିମ୍‍ନ୍ ଜାଣୁ ସେ ଜୁଇରି ଲେକିଆଚେ ସେସ୍‍ବୁ ସ୍‌ତ୍।


ସ୍‌ତ୍‌କ୍‌ରି ମୁଇ ତକେ କ୍‌ମ୍‌ଲେ, ଅମିମ୍‍ନ୍ ଜୁଇରି ଜାଣୁଲୁ ସେରି ସେ କ୍‌ମ୍‌ଲୁ, ଆର୍ ଜୁଇରି ଦ୍‌କିଆଚୁ ସେ ବିଷୟେ ଜାଣାମ୍‍ଲୁ, ମ୍‍ତର୍ ତୁମିମ୍‍ନ୍ କେ ହେଁ ବିଶ୍‍ବାସ୍ ନ୍‍କେରୁଲାସ୍।


କାଇତାକ୍ ତୁଇ ଜୁଇ ଜୁଇରି ଦ୍‍କି ଆଚ୍‌ସି ଆର୍ ଶୁଣିଆଚ୍‌ସି, ସେ ସ୍‌ବୁ ବିଷୟ୍ ଲକ୍‌ମ୍‍ନ୍‌କେ କ୍‌ଉ ଆର୍ ମର୍ ସାକି ଅଉଆ।


ମ୍‍ତର୍ ଟିଆଉଟ୍ ତକେ ମୁଇ ମର୍ ଦ୍‍ଙ୍ଗ୍‍ଳା କ୍‌ର୍‌ତାର୍ ଗିନେ ଦ୍‍କାଇ ଅଇଲେଆଚି, ଆଜି ତୁଇ ମର୍ ବିଷୟେ ଜୁଇରି ଦ୍‍କି ଆଚ୍‌ସି ଆର୍ ଆଗେ ମୁଇ ଜୁଇସ୍‌ବୁ ତକେ ଦ୍‌କାଇନ୍ଦ୍ ସେ ସ୍‌ବୁ ତୁଇ ଲକ୍‌ମ୍‍ନ୍‌କେ କ୍‌ଉସି।


କାଇତାକ୍ ଅମିମ୍‍ନ୍ ଜୁଇ ଜୁଇରି ଦ୍‌କ୍‌ଲୁଆଚୁ ଆର୍ ଶୁଣ୍‌ଲୁ ଆଚୁ ସେ ବିଷୟେ କାକେ ନ୍‌କଇକ୍‌ରି ରେମ୍ ନ୍‌ହାରୁ।


ଖ୍ରୀଷ୍ଟ ତୁମୁକେ ଜୁଇସ୍‌ବୁ ଶ୍‌କ୍‌ତିଦିଲାଆଚେ, ସେରି ଜାଣାଇଦ୍ ଯେ ଯୀଶୁ ଖ୍ରୀଷ୍ଟର୍ ସୁବ୍‍କ୍‍ବର୍ ସ୍‌ତ୍।


ଏ ବାଇମ୍‌ନ୍ ମୁଇ ତୁମାର୍ ଲ୍‌ଗେ ଇଶ୍ଵରାର୍ ସୁବ୍‍କ୍‍ବର୍ ପର୍‍ଚାର୍ କ୍‌ରୁକେ ଆସିରିଲେ, ସ୍‌ଡେବ୍‌ଳ୍ ମୁଇ ନିଜ୍‍କେ ବେଶି ବୁଦିରିଲା ଲକ୍‌ବ୍‌ଲି ବ୍‌ଡ୍ ବ୍‌ଡ୍‌କ୍‍ତା ଦ୍‍କାଇ ଅମ୍‌କେ କଇ ନ୍‌ରିଲେ।


ଜୀବନ୍ ରିଲା ବାକ୍ୟ ହୁର୍‌ବେ ହ୍‍ଣି ଯେ ରିଲାଇ, ଯାର୍ କ୍‌ତା ଅମିମ୍‌ନ୍ ଶୁଣିଆଚୁ, ଯାକେ ଅମି ନିଜାର୍ ଆକିଏ ଦ୍‌କିଆଚୁ, ଯାକେ ଅମି ଦିଆନ୍ କ୍‍ରି ଦ୍‌କିଆଚୁ ଆର୍ ଅମାର୍ ନିଜାର୍ ଆତେ ଚୁଇ ଆଚୁ।


ଅମିମ୍‌ନ୍ ଦ୍‌କିଆଚୁ ଯେ ଇଶ୍ଵର୍ ଜ୍‍ଗତାର୍ ଉଦାର୍‌ ହାଇଁ ନିଜାର୍ ହଇସିକେ ହ୍‌ଟାଇ ଆଚେ ଅମିମ୍‌ନ୍ ଇତିର୍ ସାକ୍ଷି ଅବେ ହେଁ ଅମିମ୍‌ନ୍ ସେ ସାକ୍ଯ ଦେମ୍‌ଲୁ।


ଦୀମିତ୍ରୀୟର୍ ବିଷୟେ ସ୍‌ବୁ ଲକ୍ ବ୍‍ଲ୍‌କ୍‍ତା କ୍‌ଉତି, ସେମ୍‍ନ୍ ଜୁଇରି କ୍‌ଉତି ସ୍‌ତ୍, ଅମି ହେଁ ଇତାର୍ ସାକ୍ଷି। ଅମି ହେଁ ତାର୍ ବିଷୟେ ବ୍‍ଲ୍‌କ୍‍ତା କ୍‌ମ୍‌ନ୍ଦ୍, ମ୍‍ତର୍ ତୁମି ଜାଣା ଯେ ଅମାର୍ ସାକ୍ଯ ସ୍‌ତ୍।


ସେ ସ୍‌ବଦ୍‌ ମକେ କ୍‌ଇଲା, “ତୁମି ଯାଇରି ଦ୍‌କୁଲାସ୍, ସ୍‌ବୁ ଗଟେକ୍ ଶାସ୍‌ତର୍‌ ତ୍‌ଇ ଲେକା ଆର୍ ସେରି ସାତ୍‍ଗଟ୍ ମ୍‌ଣ୍ତଳି ଏଫିସ, ସ୍ମର୍ଣ୍ଣା, ପର୍ଗମ, ଥୁୟତୀରା, ସାର୍‌ଦି, ଫିଲାଦେଲ୍‌ଫିଆ ଆର୍ ଲାଅଦିକିଆକେ ହ୍‌ଟାଉଆ।”


ତ୍‌ବେ ତୁମି ଯାଇରି ଯାଇରି ଦ୍‌କୁଲାସ୍ ଆର୍‌ ଯାଇରି ଯାଇରି ଅବେ ଗ୍‌ଟୁଲି ଆର୍‌ ଯାଇରି ଯାଇରି ହ୍‌ଚ୍‌କେ ଗ୍‌ଟେଦ୍ ସେରି ସ୍‌ବୁ ଲେକିର୍‌କା।


ଯୀଶୁର୍ ଦୁକ୍ ବଗ୍‌ଲା ରାଇଜ୍ ଆର୍ ସାସେ ତୁମାର୍‌ମ୍‌ନ୍‌କାର୍ ବାଇ ମୁଇ ଯୋହନ୍, ଇଶ୍ଵରାର୍ ବାକ୍ୟ ପର୍‌ଚାର୍ ଆର୍ ଯୀଶୁର୍ ସାକି ଅଇଲାର୍ ଲାଗି ଅଲ୍‍ଗା ଅଇ ସ୍‌ମ୍‌ଦୁର୍ ମ୍‌ଜାଇ ପାତ୍ମ ନାଉର୍ ଜାଗାଇ ରିଲି। କାଇତାକ୍ ମୁଇ ଇଶ୍ଵରାର୍ ବାକ୍ୟ ପର୍‌ଚାର୍ କ୍‌ଲେ, ଆର୍ ମୁଇ ଯୀଶୁର୍ ବିଷୟରେ ସାକି ଦିଲେ।


ଅମାର୍ ବିଶ୍‍ବାସି ବାଇମ୍‌ନ୍ ମେଣ୍ଢା ଯେ କି ଯୀଶୁର୍ ବ୍‌ନି ଦ୍ୱାରା ସେମ୍‌ନ୍‌କାର୍ ପର୍‌ଚାର୍ ଦ୍ୱାରା ତାକେ ଆରାଇ ଆଚ୍‌ତି, ସେମ୍‌ନ୍ ନିଜାର୍ ନିଜାର୍ ଜୀବନ୍‍କେ ଲାଡ୍ କ୍‌ରିନ୍‌କେରି ମ୍‌ର୍‌ନେ ମାରୁକେ ହେଁ ଇଚାକ୍‌ର୍‌ତେ ରିଲାଇ।


ସେତାର୍‍ଗିନେ ସାହ୍ ସେ ମାଇଜିର୍‌ ଉହ୍‌ରେ ବେସି ରିସା ଅଇଲି। ସେ ତାର୍ ବଉଁସାର୍ ହିଲା ଜୁଇମ୍‌ନ୍ ଇଶ୍ଵରାର୍ ଆଦେଶ୍ ମାନ୍‌ତି ଆର୍ ଯୀଶୁର୍ ବିଷୟରେ ସାକ୍ଯ ଦେତି ସେମ୍‌ନ୍‌କାର୍ ବିରୁଦ୍‌ରେ ଜୁଜ୍ କ୍‌ରୁକେ ବାର୍‌ଲି।


ତାର୍ ହ୍‌ଚେ ମୁଇ ତିନିଗଟ୍ ରାଜ୍‌ଗାଦି ଆର୍ ତାର୍‌ଉହ୍‌ରେ ଲକ୍‌ମ୍‍ନ୍‌କେ ବ୍‌ସି ରିଲାର୍ ଦ୍‌କ୍‌ଲେ। ସେ ଲକ୍‌ମ୍‍ନ୍‌କେ ବିଚାର୍‌ କ୍‌ର୍‌ତା ଶ୍‌କ୍‌ତି ଦିଆ ଅଇରିଲି। ଯୀଶୁର୍ ହାଇଁ ସାକି ଅମା ଆର୍ ଇଶ୍ଵରାର୍ ବାକ୍ୟ ପର୍‌ଚାର୍ କ୍‌ର୍‌ତା ହାଇଁ ଜୁଇ ଲକ୍‌ମ୍‍ନ୍‌କେ ମାରି ଦିଆ ଅଇରିଲି। ମୁଇ ସେ ଲକ୍‌ମ୍‌ନ୍‌କାର୍‌ ଆତ୍ମାକେ ଦ୍‌କ୍‌ଲେ। ସେ ଲକ୍‍ମ୍‍ନ୍ ପଶୁକେ କି ତାର୍ ମୁର୍‌ତିକେ ହୁଜାକ୍‌ରି ନ୍‌ରିଲାଇ। ସେମ୍‌ନ୍ ତାକାର୍ କ୍‌ହାଳେ କି ଆତେ ସେ ପଶୁର୍ ଚିନ୍ ଗଦାଇ ଅଇ ନ୍‌ରିଲାଇ। ସେମ୍‌ନ୍ ଆର୍‌ଗଟ୍‌ତର୍ ଜୀବନ୍ ଅଇଲାଇ ଆର୍ ଖ୍ରୀଷ୍ଟର୍ ସ୍‌ଙ୍ଗ୍ ହ୍‌ଜାର୍ ବ୍‌ର୍‌ସ୍ ହ୍‌ତେକ୍ ଶାସନ୍ କ୍‌ଲାଇ।


ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଦୟା ତୁମାର୍ ସ୍‍ବୁଲକାର୍‌ ସ୍‌ଙ୍ଗ୍ ରେଅ। ଆମେନ୍।


ମେଣ୍ଢା ଯେ କି ଯୀଶୁ ହାଁଚ୍ ନ୍‌ମ୍‌ବର୍ ସିଲ୍ ବାଙ୍ଗାଇଲା ସେଡେବ୍‌ଳ୍ ମୁଇ ବେଦିତ୍‌ଳେ ଇଶ୍ଵରାର୍ ବାକ୍ଯକେ ବିସାସ୍ ରିଲାକ୍ ଆର୍ ସେମ୍‌ନ୍ ଦେତିରିଲା ସାକି ହାଇଁ ଜୁଇମ୍‌ନ୍‌କେ ମ୍‌ର୍‌ନେ ମାରିରିଲାଇ, ସେମ୍‌ନ୍‌କାର୍ ଆତ୍ମାକେ ଦ୍‌କ୍‌ଲେ।


Lean sinn:

Sanasan


Sanasan