Biblia Todo Logo
Bìoball air-loidhne

- Sanasan -




ଏପିସିୟ 4:2 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

2 ତ୍‍ବେ ସ୍‌ବୁବ୍‌ଳ୍ ନମ୍‌ର, ଶାନ୍‌ତି, ଆର୍ ସ୍‌ମ୍ବାଳ୍‌ତା ଲକ୍ ଅଉଆ, ତୁମାର୍ ତୁମାର୍ ବିତ୍‌ରେ ସ୍‌ମ୍ବାଳିକ୍‌ରି ଲାଡ୍ କ୍‌ରାକ୍‌ରି ଅଉଆ।

Faic an caibideil Dèan lethbhreac

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

2 ତଃବେ ସଃବୁ ରଃକମାର୍‌ ଲକ୍‌କେ ଦିର୍‌, ସୁସାର୍‌ ଆର୍‌ ଜଃବର୍‌ ମୁର୍ଚି ସଃବୁ ସଃମ୍ବାଳି ଏକ୍ଲା ଆରେକ୍‌ ଏକ୍ଲାକେ ଲାଡ୍‌ ଦଃକାଉଆ ।

Faic an caibideil Dèan lethbhreac




ଏପିସିୟ 4:2
28 Iomraidhean Croise  

ମର୍ ଆଦେଶ୍‌କେ ମାନା, ଆରେକ୍‌, ମର୍‍ଲ୍‌ଗେହ୍‍ଣି ଶିକା, କାଇତାକ୍ ମୁଇ ଦ୍‌ର୍‌ମ୍ ଆର୍ ଶାନ୍‌ତିର୍ ଲକ୍, ଆରେକ୍‌ ତୁମିମ୍‍ନ୍ ନିଜାର୍ ନିଜାର୍ ଆତ୍ମାର୍ ଶାନ୍‌ତି ହାଉଆ।


ଯୀଶୁ ସେମ୍‍ନ୍‍‍କେ କଇଲା, “ଆର୍ ବିଶ୍‍ବାସ୍ ନ୍‌କେର୍‌ତା ବ୍ଉଁସ୍, କ୍‍ତିଦିନ୍ ମୁଇ ତୁମାର୍ ଲ୍‌ଗେ ର୍‌ଇନ୍ଦେ? କ୍‍ତିଦିନ୍ ହ୍‍ତେକ୍ ମୁଇ ତୁମାର୍ ସ୍‌ଙ୍ଗ୍‌ ର୍‌ଇନ୍ଦ୍? ତାକେ ମର୍‍ଲ୍‌ଗେ ଆଣା।”


ଯିହୁଦିମ୍‍ନ୍ ମକେ ମାରୁକେ ବିନ୍‌ବିନ୍ ଉପାଇ କ୍‌ଲାଇ, ଆର୍ ମକେ ଜୁଇସ୍‌ବୁ ଦୁକ୍‍କ୍‍ଷ୍ଟ ଦେଇ ପରିକ୍ୟା କ୍‌ର୍‌ତି ରିଲାଇ, ସେତାର୍‍ଗିନେ ମୁଇ ନିଜ୍‍କେ ସାନ୍ କ୍‍ରି କାନ୍ଦି କାନ୍ଦିକ୍‌ରି ମାପ୍‌ରୁର୍ ଆରାଦନା କ୍‌ର୍‌ତିରିଲେ।


ଅମି ଅମାର୍ ବିଶ୍‍ବାସ୍ ହାଇଁ ଶ୍‌କ୍‌ତି ହାଇଆଚୁ। ତ୍‍ବେ, ଦୁର୍‌ବଳ୍ ଲକ୍‌ମ୍‍ନ୍‌କେ ଅମି ସାଇଜ କ୍‌ର୍‌ତା ଦ୍‌ର୍‌କାର୍ ଆର୍ ସେମ୍‍ନ୍‍କାର୍ ଦୁର୍‌ବଳ୍ ଲାଗି ସେମ୍‌ନ୍‌କେ ସାଇଜ କ୍‍ରୁମା। ଅମି କେବଳ୍ ନିଜ୍‍କେ ସ୍‌ର୍‌ଦା କ୍‌ରୁକେ ଚେଷ୍ଟା କ୍‌ରୁକେ ଦ୍‌ର୍‌କାର୍ ନାଇ।


ଲାଡ୍ ସ୍‌ବୁ ବିଷୟ୍ ସ୍‌ମ୍ବାଳେଦ୍, ଲାଡ୍ ରିଲେକ୍ ବେଶି ବ୍‌ଡ୍ ବିଶ୍‍ବାସ୍ କ୍‌ରୁକେ ଅଇଦ୍, ବେଶି ବ୍‌ଡ୍ ବ୍‌ର୍‌ସା କ୍‍ରେଦ୍।


ନିଜାର୍ ନିଜାର୍ ବିତ୍‌ରେ ବଜ୍ ବ୍‌ଉଆ ବଇ ଅଉଆ, ସେନ୍‍କ୍‌ରି କ୍‌ଲେକ୍ ତୁମିମ୍‍ନ୍ ଖ୍ରୀଷ୍ଟର୍ ବିଦିବିଦାନ୍‌କେ ମାନୁଲାସ୍ ବ୍‌ଲି ଜାଣା ହ୍‌ଳେଦ୍।


ଅମିମ୍‍ନ୍ ତାର୍ ଲ୍‌ଗେ ପବିତର୍‌ ଆର୍ ନିର୍‌ଦଷି ଅମ୍‍କେ, ଅବେ ଖ୍ରୀଷ୍ଟର୍ ସ୍‍ଙ୍ଗ୍‍ ଗଟେକ୍ ଅଇଲୁଆଚୁ। ସେତାର୍‍ଗିନେ ହୁର୍‌ତିବି ସୁସ୍‌ଟି ଅଉତା ଆଗ୍‍ତୁ ତାର୍ ଲ୍‌ଗେ ସେ ଅମୁକ୍ ବାଚ୍‌ଲା।


ଜ୍‌ନ୍‌କ୍‌ରି ଇଶ୍ଵର୍ ତାର୍ ମ୍‌ଇମାର୍‌ ଶ୍‌କ୍‌ତି ଦ୍ବାରା ତୁମୁକ୍‌ମ୍‌ନ୍ ଶ୍‌କ୍‌ତିଶାଳି କ୍‍ରେଦ୍। ସେସ୍‌ବୁ ବିଷୟ୍‌କେ ତୁମିମ୍‍ନ୍ ସାସ୍ ଦ୍‌ରା ଆର୍ କ୍‌ଷ୍ଟ ଆଇଲେକ୍ ହେଁ ସ୍‌ମ୍ବାଳି ରିଆସ୍‌।


ତୁଇ ଇଶ୍ଵରାର୍ ଦ୍‍ଙ୍ଗ୍‍ଳା ସେତାର୍‍ଗିନେ ତୁଇ ଇସ୍‌ବୁତ୍‌ଇହ୍‌ଣି ଅଲ୍‌ଗା ଅଇରେଉଅ, ଦାର୍‌ମିକ୍, ଇଶ୍ଵର୍‍କେ ଡିର୍‌ତାର୍, ବିଶ୍‌ବାସ୍‌, ଲାଡ୍, ସ୍‌ମ୍ବାଳ୍‌ତାର୍, ଇ ସ୍‌ବୁ ଗୁଣେ ହୁରା ଅମ୍‍କେ ଚେଷ୍ଟାକ୍‌ର୍।


ତାକେ ବିରଦ୍ କ୍‌ର୍‌ତିରିଲା ଲକ୍‌କେ ନମ୍‌ର ବାବେ ତାକାର୍ ଦସ୍‌କେ ଜାଣାଇ ଦେତିର୍‌ଇଦ୍‌, କାଇତାକ୍ ଅନ୍‌କ୍‌ରି କ୍‌ଲେକ୍ ସେମ୍‍ନ୍ ଚେତ୍‍ନା କ୍‍ରି ଇଶ୍ଵରାର୍ ଲ୍‌ଗେ ଲେଉଟି ଆସୁହାର୍‌ତି।


ତ୍‍ବେ ତୁମାର୍‌ମ୍‌ନ୍‌କାର୍ ଜୀବନାର୍ ସ୍‌ବୁ କ୍‍ରାପ୍ ବିଷୟ୍ ଆର୍ କ୍‍ରାପ୍ କାମ୍ କାଡି ହ୍‌କାଉଆ, ତୁମାର୍ ଜୀବନେ ବୁଣା ଅଇରିଲା ଇଶ୍ଵରାର୍ ଶିକ୍ୟାମ୍‌ନ୍ ଦ୍‌ର୍‌ମ୍ ସ୍‌ଙ୍ଗ୍ ମାନା, ଇ ଶିକ୍ୟା ତୁମାର୍ ଜୀବନ୍ ଉଦାର୍‌ କ୍‍ରୁହାରେ।


ମ୍‌ତର୍ ତୁମି ପବିତର୍‌ ବାବ୍‌ରେ ମାପ୍‌ରୁ ଖ୍ରୀଷ୍ଟକେ ନିଜାର୍ ହୁର୍‌ଦଇରେ ଦ୍‍ରି ର୍‌କା, ତୁମାର୍ ବ୍‌ର୍‌ସାର୍‌ କାରଣ୍ ବିଷୟରେ କେ ତୁମୁକେ ପର୍‌ସନ୍ କ୍‌ଲେକ୍ ତାକେ ବୁଜାଉତା ହାଇଁ ସ୍‌ବୁବ୍‌ଳ୍ ରେଡି ଅଇରିଆ।


ସ୍‌ରାସ୍‌ରି କ୍‌ତା ଇରି, ତୁମିମ୍‍ନ୍ ସ୍‌ବୁଲକ୍ ଗଟେକ୍ ମ୍‌ନ୍ ଅଉଆ, ନିଜାର୍ ନିଜାର୍ ସୁକେ ଦୁକେ ମିସିରିଆ, ବାଇ ବନ୍ଦୁର୍ ଲାଡେ, ଦୟାର୍ ହୁର୍‌ଦଇ ଆର୍ ନମ୍‌ର ମ୍‌ନ୍‌ ଅଉଆ,


Lean sinn:

Sanasan


Sanasan