Biblia Todo Logo
Bìoball air-loidhne

- Sanasan -




ଏପିସିୟ 1:4 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

4 ଅମିମ୍‍ନ୍ ତାର୍ ଲ୍‌ଗେ ପବିତର୍‌ ଆର୍ ନିର୍‌ଦଷି ଅମ୍‍କେ, ଅବେ ଖ୍ରୀଷ୍ଟର୍ ସ୍‍ଙ୍ଗ୍‍ ଗଟେକ୍ ଅଇଲୁଆଚୁ। ସେତାର୍‍ଗିନେ ହୁର୍‌ତିବି ସୁସ୍‌ଟି ଅଉତା ଆଗ୍‍ତୁ ତାର୍ ଲ୍‌ଗେ ସେ ଅମୁକ୍ ବାଚ୍‌ଲା।

Faic an caibideil Dèan lethbhreac

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

4 କ୍ରିସ୍ଟର୍‌ ତଃୟ୍‌ ମିସି ଅଃମି ଜଃନ୍‌କଃରି ଇସ୍ୱରାର୍‌ ଅଃଉଁନ୍ଦ୍‌ ସେତାକ୍‌ ଜଃଗତାର୍‌ ଉବ୍‌ଜାଣ୍‌ ହୁର୍ବେ ସେ ବାଚିଆଚେ, ବଃଲେକ୍‌ ଅଃମିମଃନ୍‌ ତାର୍‌ ଲାଡାର୍‌ ଗିନେ ପବିତ୍ର ଆର୍‌ ଦସି ନୟ୍‌ଲାର୍‌ ଅଃଉଁନ୍ଦ୍‌ ।

Faic an caibideil Dèan lethbhreac




ଏପିସିୟ 1:4
55 Iomraidhean Croise  

ଆର୍, ଯଦି ସେ ଦୁକାର୍ ସ୍‌ମୟକେ ଉଣା କ୍‍ରାଅଇ ନ୍‍ରେତି, ତ୍‍ବେ କେ ହେଁ ହୁର୍‌ତିବିର୍‌ ଲକ୍ ଉଦାର୍‌ ହାଇ ନ୍‌କେର୍‌ତି, ମ୍‍ତର୍ ଯୀଶୁ ଜୁଇଲକ୍‌କେ ବାଚ୍‌ଲା ଆଚେ, ସେ ବାଚ୍‌ଲା ଲକାର୍‌ ଗିନେ, ସେ ସେଦିନ୍‌କେ ଉଣା କ୍‍ରା ଅଇଦ୍।


କାଇତାକ୍ ମିଚୁଆ ଖ୍ରୀଷ୍ଟ ମ୍‌ନ୍ ଆର୍ ମିଚୁଆ ବବିଶତ୍ କ୍‌ତା କ୍‌ଉତା ଲକ୍‌ମ୍‌ନ୍‌ ଉଟି, ଅନ୍‌କ୍‌ରି ବ୍‍ଡ୍ ବ୍‍ଡ୍ ଚିନ୍ ଆର୍ ଚାନିଆକାମ୍‌ମ୍‌ନ୍ ଦ୍‌କାଉତି ଯେ, ଯଦି ଅଇଦେ, ତ୍‍ବେ ମାପ୍‌ରୁ ବାଚ୍‌ଲା ଲକ୍‌ମ୍‍ନ୍‌କେ ହେଁ ବକୁଆ କ୍‌ରୁକେ ଚେଷ୍ଟା କ୍‌ର୍‌ତି।


ଆର୍, ସେ ବ୍‍ଡ୍ ମରିବାଜା ସ୍‍ଙ୍ଗ୍‍ ନିଜାର୍ ଦୂତ୍‌ମ୍‌ନ୍‌କେ ହ୍‍ଟାଉତି ଆର୍ ସେମ୍‍ନ୍ ଆକାଶାର୍ ଗଟେକ୍ ସ୍‌ନ୍ଦିଏ ହ୍‍ଣି ବିନ୍ ସ୍‌ନ୍ଦି ହ୍‍ତେକ୍ ଚାରିହାକ୍ ତାକାର୍ ବାଚ୍‌ଲା ଲକ୍‌ମ୍‍ନ୍‌କେ ଗଟେତ୍ଇ କ୍‌ର୍‌ତି।”


ସେଡେବ୍‌ଳ୍ ମୁଇ ର୍‍ଜା ନିଜାର୍ କାତା ବାଟାର୍ ଲକ୍‌କେ କଇନ୍ଦ୍, ‘ଆଶା, ମର୍ ଉବାର୍ ତ୍‌ଇହ୍‌ଣି ଆଶିର୍‌ବାଦ୍‌ ହାଇଲା ଲକ୍‍ମ୍‍ନ୍, ତୁମାର୍‌ମ୍‌ନ୍‌କାର୍ ଗିନେ ଜଗତାର୍ ସୁଷ୍‌ଟି ଅଇଲା ବ୍‍ଳ୍‍ହ୍‍ଣି ଜୁଇ ରାଇଜ୍ ତିଆର୍ କ୍‍ରାଅଇ ଆଚେ, ସେତି ଅଦିକାର୍ ଅଉଆ।


ମର୍ ଆରେକ୍‌ ବିନ୍‌ସ୍‌ବୁ ମେଣ୍ଢା ଆତ୍‍ତି ସେମ୍‍ନ୍ ଇ ଦ୍‌ଳ୍ ବିତ୍‌ରେ ନାଇ, ସେମ୍‍ନ୍‍‍କେ ହେଁ ମକେ ଇ ଦ୍‌ଳେ ଆଣୁକେ ହ୍‍ଳେଦ୍, ସେମ୍‍ନ୍ ମର୍ ଟଣ୍ତ୍ ଶୁଣ୍‍ତି ଆର୍ ସ୍‍ବୁ ମେଣ୍ଢାମ୍‍ନ୍ ଗଟେକ୍ ଦ୍‌ଳ୍ ଅଉତି, ଆର୍ ସେମ୍‍ନ୍‍କାର୍ ଗଟେକ୍ ହ୍‌କା ମେଣ୍ଢାଗ୍‍ଉଳିଆ ଅଇଦ୍।


ତୁମିମ୍‍ନ୍ ମକେ ନ୍‍ବାଚାସ୍ ମ୍‍ତର୍ ମୁଇ ତୁମୁକ୍‌ମ୍‌ନ୍ ବାଚିଆଚି, ତୁମିମ୍‍ନ୍ ଜ୍‌ନ୍‌କ୍‌ରି ବେସି ହ୍‍ଡ୍ ହ୍‍ଡା ଆର୍ ସେରି ସ୍‌ବୁଦିନ୍ ରେଇଦ୍, ସେତାର୍‍ଗିନେ ମୁଇ ତୁମୁକ୍‍ମ୍‌ନ୍‍କେ ବାଚିଆଚି, ସେତାର୍‍ଗିନେ ତୁମିମ୍‍ନ୍ ମର୍ ନାଉଁଏ ଜୁଇସ୍‌ବୁ ମାଗାସ୍ ସେରି ସେ ତୁମୁକ୍‌ମ୍‌ନ୍ ଦେଇଦ୍।


ଏ ଉବା ତୁଇ ସେମ୍‍ନ୍‍‍କେ ମର୍ ଆତେ ଦେଇ ଆଚ୍‍ସି, ମୁଇ ଜୁଇ ଜାଗାଇ ରେଇନ୍, ସେମ୍‍ନ୍ ହେଁ ସେ ଜାଗାଇ ମର୍‌ସ୍‍ଙ୍ଗ୍‌ ରେଇକ୍‍ରି ତୁଇମକେ ଦେଇରିଲାର୍ ମଇମାକେ ଦ୍‍କେଦ୍ ବ୍‍ଲି ମୁଇ ମ୍‍ନ୍‌କ୍‍ରୁଲେ, ବ୍‍ଲେକ୍ ଜ୍‍ଗତାର୍ ସୁଷ୍‌ଟି ଆଗ୍‍ତୁ ତୁଇ ମ୍‍କ୍ ଲାଡ୍‌କ୍‌ରି ରିଲିସ୍।


ଯିହୁଦି ଚାଡି ବିନ୍‍ଜାତି ଲକ୍‍ମ୍‍ନ୍ ଇକ୍‍ତା ଶୁଣିକ୍‍ରି ସ୍‍ର୍‍ଦା ଅଇଲାଇ ଆର୍ ଇଶ୍ୱର୍‌ ଇ ବାକ୍ୟ ଗିନେ ଦନ୍ୟବାଦ୍‌ ଦିଲାଇ, ଜୁଇସ୍‌ବୁ ଲକ୍‍ମ୍‍ନ୍ ନ୍‌ସେର୍‌ତା ଜୀବନ୍ ହାଉତାର୍ ଗିନେ ବାଚି ଅଇରିଲାଇ ସେମ୍‍ନ୍ ସେ ପ୍ରଚାରେ ବିଶ୍‍ବାସ୍ କ୍‌ଲାଇ,


ଇରି ସେ ମାପ୍‌ରୁ ଯେ କଇରିଲା କି ବେସିଦିନ୍‌ ଆଗ୍‍ତୁ ଇଶ୍ୱର୍‌ ଇସ୍‌ବୁକାମ୍ ତାକାର୍ ଲକ୍‌ମ୍‍ନ୍‌କେ ଜାଣାଇରିଲା ବ୍‌ଲି।


କାଇତାକ୍ ମୁଇ ତର୍‍ସ୍‍ଙ୍ଗ୍ ଆଚି, ସେତାର୍‍ଗିନେ କୁଇଲକ୍ ହେଁ ତର୍ କାଇରି କ୍‌ରୁନାହାରେ, ଅମାର୍ ଲକ୍‍ମ୍‍ନ୍ ମର୍ ଗାଦି ଆତ୍‍ତି।”


ଇଶ୍ଵର୍ ଜାକେ ବାଚିଆଚେ, ସେ ଲକ୍‌ମ୍‍ନ୍‌କେ କେ ଅବିଯଗ୍ କ୍‍ରୁହାରେ? କେ ନାଇ ଇଶ୍ଵର୍ ହ୍‌କା ସେ ଲକ୍‌ମ୍‍ନ୍‌କେ ଦ୍‌ର୍‌ମି ବ୍‌ଲି ଗ୍‌ଣୁହାରେ।


ଇଶ୍ଵର୍ ସ୍‌ରାସ୍‌ରି ଦିନ୍ ହ୍‌ତେକ୍ ତୁମାର୍ ବିଶ୍‍ବାସ୍‍କେ ଡାଟ୍ କ୍‍ରେଦ୍, ତ୍‌ବେ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ବିଚାର୍‌ କ୍‍ର୍‍ତାଦିନ୍ ତୁମିମ୍‍ନ୍ ଦସି ଅଇ ନ୍‌କେରାସ୍।


କାଇତାକ୍ ଏ ବାଇମ୍‌ନ୍ ତୁମିମ୍‍ନ୍ ମୁକ୍‌ଳୁକେ ବାଚିଅଇଆଚାସ୍। ମ୍‌ତର୍ ଜାଗ୍‌ରତ୍ ତୁମାର୍ ଗ୍‍ଗାଳାର୍ ଇଚା ହୁରାକ୍‌ରୁକେ ସେ ମୁକ୍‌ତିକେ ବ୍ଯବହାର୍ କ୍‍ରାନାଇ, ମ୍‌ତର୍ ଲାଡ୍‌ସ୍‌ଙ୍ଗ୍ ବ୍ଯବହାର୍ କ୍‍ରି ତୁମାର୍ ତୁମାର୍ ବିତ୍‌ରେ ସେବା କ୍‌ରାକ୍‌ରି ଅଉଆ।


ମ୍‌ତର୍ ପବିତର୍ ଆତ୍ମାର୍ ହ୍‍ଳ୍ ଅମ୍‌ଲି, ଲାଡ୍, ସ୍‌ର୍‌ଦା, ଶାନ୍‌ତି, ସ୍‌ମ୍ବାଳ୍‌ତାର୍, ଦ୍‌ର୍‌ମ୍, ବ୍‌ଲ୍‌ଗୁଣ୍, ନ୍‌ମ୍‌ର, ଟିକ୍ କାମ୍‌କ୍‌ବାଳ୍ କ୍‌ର୍‌ତାଲକ୍, କାକେ ନ୍‌ଟକ୍‍ତା ଲକ୍,


କାଇତାକ୍ ଖ୍ରୀଷ୍ଟ ଯୀଶୁର୍ ସ୍‌ଙ୍ଗ୍ ମିସିକ୍‌ରି ଜୀବନ୍ ବିତାଇଲେକ୍, ସୁନତ୍ ଅଇଲେକ୍ କି ନଇଲେକ୍ କାଇରି ଲଡାନାଇ। ଗଟେକ୍ ହ୍‌କା ଲଡା ସେରି ଅଇଲି ବିଶ୍‍ବାସେ ଅଟୁଆ ରେଇକ୍‌ରି ଲାଡ୍‌ସ୍‌ଙ୍ଗ୍ ସ୍‌ବୁ କାମ୍‌କ୍‌ରା।


କାଇତାକ୍ ଅମିମ୍‍ନ୍ ଜ୍‌ନ୍ ଅଇଲୁଆଚୁ ସେସ୍‍ବୁ ଇଶ୍ଵର୍ ହ୍‌କା କ୍‌ଲାଆଚେ, ଜୁଇସ୍‌ବୁ ସ୍‌ତ୍‌କାମ୍ ଅମିମ୍‍ନ୍ କ୍‌ରୁନ୍ଦ୍ ବ୍‌ଲି ଇଶ୍ଵର୍ ଆଗ୍‍ତୁ ଟିକ୍ କ୍‌ରିରିଲା, ଅମିମ୍‍ନ୍ ଖ୍ରୀଷ୍ଟ ଯୀଶୁର୍ ସ୍‍ଙ୍ଗ୍‍ ଚାଲିଚଳ୍‌ନି କ୍‍ରି ମିସି ରିଲାକେ ସେସ୍‍ବୁ ହୁରା ଅଇଲିଆଚେ।


ଆର୍ ଜ୍‌ନ୍‌କ୍‌ରି ତୁମାର୍ ବିଶ୍‍ବାସ୍ ଲାଗି ଯୀଶୁ ଖ୍ରୀଷ୍ଟ ତୁମାର୍‌ମ୍‌ନ୍‌କାର୍ ହୁର୍‌ଦୟ୍ ବିତ୍‌ରେ ବାସା କ୍‍ରେଦ୍।


ତ୍‍ବେ ସ୍‌ବୁବ୍‌ଳ୍ ନମ୍‌ର, ଶାନ୍‌ତି, ଆର୍ ସ୍‌ମ୍ବାଳ୍‌ତା ଲକ୍ ଅଉଆ, ତୁମାର୍ ତୁମାର୍ ବିତ୍‌ରେ ସ୍‌ମ୍ବାଳିକ୍‌ରି ଲାଡ୍ କ୍‌ରାକ୍‌ରି ଅଉଆ।


ଖ୍ରୀଷ୍ଟ ଯୀଶୁ ଜ୍‌ନ୍‌କ୍‌ରି ଅମୁକେ ଲାଡ୍‌କ୍‌ଲା, ଆର୍ ତୁମାର୍ ପାପ୍ ନେମ୍‍କେ ତାର୍ ନିଜାର୍ ଜୀବନ୍‍କେ ବଳିଦିଲା ହର୍ ସ୍‌ହ୍‌ରିଦିଲା, ଆରେକ୍‌ ସେ ବଳିଦାନାର୍ ବାସ୍‍ନା ଚିକାଣ୍ ହର୍ ରିଲାକେ ଇଶ୍ଵର୍‍କେ ସ୍‌ର୍‌ଦା ଅଇଲା, ତୁମାର୍ ଜୀବନ୍ ହେଁ ସେନ୍‍କ୍‌ରି ଲାଡ୍‌ସ୍‌ଙ୍ଗ୍ ବିତାଉଆ।


ଆର୍ ସେ ମ୍‌ଣ୍ତଳିକେ ନିଜାର୍ ଲ୍‌ଗେ ଗ୍‌ଉର୍‌ବ୍ ସ୍‌ଙ୍ଗ୍ ଦ୍‌କାମ୍‌କେ ଅନ୍‌କ୍‌ରି କ୍‍ଲା, ପବିତର୍‌ ଆର୍ ନିର୍‌ଦଷି, ଦାଗ୍ ନ୍‍ରିଲା ହର୍‌କ୍‌ରି ତାକେ ସୁନ୍ଦୁର୍ କ୍‍ରି ନିଜେ ମ୍‌ନ୍‌କ୍‌ଲା।


ଜ୍‌ନ୍‌କ୍‌ରି ତୁମିମ୍‍ନ୍ ନିର୍‌ଦଷି ଆର୍ ଦ୍‌ର୍‌ମ୍ ଅଇ ଇ ପାପିମ୍‌ନ୍‌କାର୍ ଲ୍‌ଗେହ୍‍ଣି, ଇଶ୍ଵରାର୍ ଲ୍‌ଗେ ଲିନ୍ଦା ନ୍‌ହାଇଲା ହିଲାଜିଲା ଅଉଆ। ତୁମି ଇଶ୍ଵରାର୍ ଜୀବନ୍ ବାକ୍ଯକେ ଦ୍‍ରି, ଇ ହୁର୍‌ତିବିର୍ ଲକ୍‌ମ୍‌ନ୍‌କାର୍‌ ଲ୍‌ଗେ ଆକାଶାର୍ ତାରାହର୍ ଉଜାଳ୍ ଅଉଆ।


ମ୍‍ତର୍ ଖ୍ରୀଷ୍ଟ ତୁମିମ୍‍ନ୍‌କେ ଇଶ୍ଵର୍ ସ୍‌ଙ୍ଗ୍ ଆର୍ ଗଟେତର୍ ମିସାଇ ଆଚେ। ତାର୍ ଗ୍‍ଗାଳାର୍ ମାସେ ନିଜାର୍ ମ୍‌ର୍‌ନ୍ ଦ୍ୱାର୍ ସେ ଇରି କ୍‍ରିଆଚେ, ପାପ୍ ଆର୍ ଦ୍‌ସ୍ ନିର୍‌ମୁଳ୍ କ୍‍ରି ତୁମୁକ୍‌ମ୍‌ନ୍ ଇଶ୍ଵରାର୍ ମୁଏ ଆଣୁକେ ସେ ଇରି କ୍‍ଲା।


ମୁଇ ଇଚା କ୍‌ରୁଲେ ଯେ ସେମ୍‍ନ୍ ଲାଡେ ମିସି ର୍‌ଇ ଶ୍‌କ୍‌ତିଶାଳି ଅଉତ୍, ମର୍ ଇରିହେଁ ଇଚା ଯେ ସେମ୍‍ନ୍ ବୁଦିଶ୍‍କ୍‌ତି ଦ୍ୱାରା ହାଇଲା ଡାଟ୍ ବିସ୍‌ବାସେ ଦ୍‌ନି ଅଉତ୍, ତୁମିମ୍‍ନ୍ ଇଶ୍ଵରାର୍ ଦ୍ୱାରା ଜାଣାଇ ଅଇରିଲା ଲୁକ୍‌ଲା ସ୍‌ତ୍‌ ବ୍‍ଲେକ୍ ଖ୍ରୀଷ୍ଟକେ ହୁରାହୁରି ବାବେ ଜ୍‌ଣା।


ଇଶ୍ଵର୍ ତୁମୁକ୍‌ମ୍‌ନ୍ ବାଚିଆଚେ ଆର୍ ପବିତର୍‌ ଲକ୍‌ବ୍‌ଲି ମାନ୍‌ତି, ସେ ତୁମୁକ୍‌ମ୍‌ନ୍ ଲାଡ୍ କ୍‍ରେଦ୍, ସେତାକ୍ ତୁମିମ୍‍ନ୍ ସ୍‌ବୁବ୍‌ଳ୍ ଟିକ୍ କାମ୍ କ୍‍ରା, ଲକ୍‌କେ ଦୟା କ୍‍ରା, ଦୟାକ୍‍ର୍‌ତା ଲକ୍ ଅଉଆ, ସାନ୍ ଅଉଆ, ଦ୍‌ର୍‌ମ୍ ଅଉଆ, ସାସ୍ ଦ୍‍ର୍‍ତା ଲକ୍ ଅଉଆ।


ଆରେକ୍‌ ତୁମାର୍‌ମ୍‌ନ୍‌କାର୍ ଲାଡ୍ ବେସି ଅଉଅ ବ୍‌ଲି, ଅମି ମାପ୍‌ରୁକେ ପାର୍‌ତେନା କ୍‌ରୁଲୁ। ନିଜାର୍ ନିଜାର୍ ଗିନେ ଆର୍ ବିନ୍‌ ଲକ୍‌ମ୍‌ନ୍‌କାର୍‌ ଗିନେ ସେ ତୁମାର୍ ଅଦିକ୍ ଲାଡ୍ କ୍‌ର, ଅମିମ୍‌ନ୍ ଇ ପାର୍‌ତେନା କ୍‌ରୁଲୁ। ଅମି ଜ୍‌ନ୍‌କ୍‌ରି ତୁମୁକେ ଲାଡ୍ କ୍‌ରୁଲୁ, ସେନ୍‍କ୍‌ରି ତୁମିମ୍‍ନ୍ ହେଁ ସ୍‌ବୁଲକେ ଲାଡ୍‌କ୍‌ରା ବ୍‌ଲି ଅମି ପାର୍‌ତେନା କ୍‌ରୁଲୁ।


ଇଶ୍ଵର୍ ଅମୁକେ ପବିତର୍‌ ଅଉତାର୍ ଗିନେ କୁଦିଆଚେ। ଅମି ପାପେ ହ୍‌ଳିକ୍‌ରି ଜୀବନ୍ ଜାପନ୍ କ୍‌ରୁକେ ସେ ଇଚା ନ୍‌କେରେ।


ଅମାର୍ ବ୍‌ଲ୍‌କାମାର୍ ଗିନେ ସେ ଅମୁକେ ନ୍‌ବାଚ୍‌ଲା, ମ୍‌ତର୍ ତାର୍ ଆଶିର୍‌ବାଦ୍‌ ଲାଗି ଆର୍ ତାର୍ ଇଚା ହୁରାକ୍‌ରି ତାର୍ ନିଜାର୍ ଲକ୍ କ୍‍ରି ଉଦାର୍‌ କ୍‌ରୁକେ ସେ ଅମୁକେ ବାଚ୍‌ଲା ଆଚେ। ଇ ଆଶିର୍‌ବାଦ୍‌ ଖ୍ରୀଷ୍ଟ ଯୀଶୁର୍‌ ଆରାମେ ହ୍‍ଣି ଇଶ୍ଵର୍ ଅମୁକେ ଦିଲାଆଚେ।


ଇଶ୍ଵର୍ ବାଚ୍‌ଲା ଲକ୍‍ମ୍‍ନ୍ ଖ୍ରୀଷ୍ଟ ଯୀଶୁର୍ ତ୍‌ଇହ୍‌ଣି ଉଦାର୍‌ ଆର୍ ନ୍‌ସେର୍‌ତା ମଇମାକେ ହାଉତି, ସେତାର୍‍ଗିନେ ମୁଇ ଇ ସ୍‌ବୁ ଡ୍‌ଣ୍ତ୍ ବଗୁଲେ।


ମ୍‍ତର୍ ଇଶ୍ଵର୍ ଜୁଇ ଅଟୁଆ କୁନାଦି ହ୍‍କାଇ ଆଚେ ସେତାକ୍ କେ ହେଁ ଦ୍‌ଲ୍‌କାମ୍ ନ୍‌ହାରେ, ଅନ୍‌କ୍‌ରି ଲେକାଆଚେ। ଇଶ୍ଵର୍ ତାର୍ ନିଜାର୍ ଲକ୍‌ମ୍‍ନ୍‌କେ ଜାଣୁଲା କାଇତାକ୍ ଯେ ନିଜ୍‍କେ ଇଶ୍ଵରାର୍ ଲକ୍‌ବ୍‌ଲି କଇଦ୍, ସେ ଦୁଷ୍ଟ କାମେହ୍‌ଣି ଅଲ୍‌ଗା ରେଉଅ।


ଏ ମର୍ ଲାଡାର୍ ବାଇ ଆର୍ ବେଣିମନ୍ ଶୁଣା, ଇଶ୍ଵରାର୍ ବିଶ୍‍ବାସେ ଦ୍‌ନି ଅମ୍‌କେ ହୁର୍‌ତିବିର୍ ଗ୍‌ରିବ୍ ଲକ୍‌ମ୍‍ନ୍‌କେ ବାଚିଆଚେ, ବିଶ୍‍ବାସ୍ କ୍‍ରି ଦ୍‍ନ୍ ସ୍‌ମ୍‍ପତି ଦନୀ ଅମ୍‌କେ, ଆର୍ ନିଜାର୍ ଲାଡ୍‌ କ୍‌ର୍‌ତା ଲକ୍‌ମ୍‍ନ୍‌କେ ଜୁଇ ରାଇଜ୍ ଦେମ୍‌କେ ଇଚା କ୍‍ରିଆଚେ, ସେତିର୍ ଅଦିକାରି ଅଉତାର୍ ଗିନେ ବାଚି ନ୍‌କେରେ?


ଉବା ଇଶ୍ଵର୍ ଆଗେହ୍‍ଣି ତାର୍ ପବିତର୍‌ ଲକ୍ ଅଉତା ହାଇଁ ତୁମୁକ୍‍ମ୍‌ନ୍‍କେ ବାଚୁକେ ଜଜ୍‌ନା କ୍‌ରିରିଲା। ତୁମୁକ୍ ପବିତର୍‌ କ୍‌ରୁକେ ଆତ୍ମାର୍ କାମ୍। ଯୀଶୁ ଖ୍ରୀଷ୍ଟର୍ ବ୍‌ନି ଦ୍ବାରା ପବିତର୍‌ ତୁମି ଜ୍‌ନ୍‌କ୍‌ରି ଇଶ୍ଵରାର୍ ଆଦେଶ୍ ମାନୁହାରାସ୍, ଇରି ସେ ଇଚା କ୍‌ରିରିଲା। ଇଶ୍ଵରାର୍ ଦୟା ଆର୍ ଶାନ୍‌ତି ବେସିରେ ବେସି ତୁମାର୍ ଉହ୍‌ରେ ଅଉଅ।


ଜଗତ୍‍ ଆରମ୍ ଅଉତା ଆଗେ ଖ୍ରୀଷ୍ଟ ବାଚିଅଇରିଲା, ମ୍‌ତର୍ ଇ ସେସ୍‌ବ୍‌ଳ୍ ତୁମାର୍ ହାଇଁ ସେ ଜଗତେ ଜାଣାଇ ଅଇଲା।


ମ୍‌ତର୍ ତୁମିମ୍‍ନ୍ ବାଚିଅଇରିଲା ଲକ୍। ତୁମିମ୍‍ନ୍ ର୍‍ଜାର୍ ଜାଜକ୍। ତୁମିମ୍‍ନ୍ ପବିତର୍‌ ଜାତିର୍‌ ଲକ୍। ତୁମିମ୍‍ନ୍ ଇଶ୍ଵରାର୍ ଲକ୍। ଇଶ୍ଵର୍ କ୍‌ରିରିଲା ଚାନିଆକାମାର୍ କ୍‌ତା କ୍‍ମ୍‍କେ ଇଶ୍ଵର୍ ତୁମୁକେ ବାଚି ଆଚ୍‌ତି। ସେ ତୁମୁକ୍‌ମ୍‌ନ୍ ଅନ୍ଦାରେ ହ୍‌ଣି ତାର୍ ଚାନିଆଅଉତା ଉଜାଳେ ଆଣି ଆଚ୍‌ତି।


ସେତାର୍‍ଗିନେ ଏ ଲାଡାର୍ ବାଇମ୍‌ନ୍, ସେଦିନ୍‌କେ ଜାଗିକ୍‌ରି ରେତା ହ୍‌ତେକ୍‌ ତୁମିମ୍‍ନ୍ ଇଶ୍ଵର୍‍କେ ସ୍‌ର୍‌ଦା କ୍‌ରୁକେ ପବିତର୍‌, ନିର୍‌ଦଷି ଆର୍ ଶାନ୍‌ତିତ୍‌ଇ ରେମ୍‌କେ କାମ୍‌କ୍‌ରା।


ଆରେକ୍‌ ଅମାର୍‌ମ୍‌ନ୍‌କାର୍‌ ହାଇଁ ଇଶ୍ଵରାର୍ ଜୁଇ ଲାଡ୍ ଆଚେ ସେତାକ୍ ଅମି ଜାଣିଆଚୁ ଆର୍ ବିଶ୍‍ବାସ୍ କ୍‌ରିଆଚୁ, ଇଶ୍ଵର୍ ହ୍‌କା ଲାଡ୍, ଯେ ଲାଡେ ର୍‌ଇଦ୍ ସେ ଇଶ୍ଵରାର୍ ତ୍‌ଇ ର୍‌ଇଦ୍ ଆର୍ ଇଶ୍ଵର୍ ହେଁ ତାର୍ ତ୍‌ଇ ର୍‌ଇଦ୍।


ହୁର୍‌ତିବିରେ ରେତା ସ୍‌ବୁ ଲକ୍‌ମ୍‌ନ୍‌ ସେ ପଶୁକେ ହୁଜା କ୍‌ର୍‌ତି। ହୁର୍‌ତିବି ଆଗେହ୍‍ଣି ଇ ଲକ୍‌ମ୍‌ନ୍‌କାର୍‌ ନାଉଁ ମେଣ୍ଢା ଯେ କି ଯୀଶୁ ଜୀବନାର୍ ଶାସ୍‌ତର୍‌ ଲଗେ ଲେକା ଅଇନ୍‌କେରେ, ଇ ମେଣ୍ଢା ଯେ କି ଯୀଶୁକେ ମାରିରିଲାଇ।


ତୁମି ଜୁଇ ପଶୁକେ ଦ୍‌କ୍‌ଲାସ୍, ସେ ଆଗେହ୍‍ଣି ରିଲି, ମ୍‌ତର୍ ଅବେ ସେ ଜୀବନ୍ ନାଇ। ମ୍‌ତର୍ ହାତାଳ୍ କୁଣ୍ଡେ ହ୍‌ଣି ଉଟି ଆସି ନାସ୍ ଅଇଦ୍। ଜଗତ୍‍ ତିଆର୍ ଅଉତା ଆଗେହ୍‍ଣି ଜୁଇ ଲକ୍‌ମ୍‌ନ୍‌କାର୍‌ ନାଉଁ ନ୍‌ସେର୍‌ତା ଜୀବନ୍ ହାଉତା ଶାସ୍‌ତର୍‌ ଲ୍‌ଗେ ବିଲ୍‌କୁର୍‌ ଲେକା ଅଇନ୍‌କେରେ, ସେ ଲକ୍‍ମ୍‍ନ୍ ତାକେଦ୍‍କି ଚାନିଆ ଅଉତି, କାଇତାକ୍ ସେ ଆଗେ ରିଲା, ଅବେ ନାଇ ମ୍‌ତର୍ ଆରେକ୍‌ ବାଚେଦ୍।”


Lean sinn:

Sanasan


Sanasan