Biblia Todo Logo
Bìoball air-loidhne

- Sanasan -




୨ ତିମତି 1:12 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

12 ସେତାର୍‍ଗିନେ ମୁଇ ଅବେ ଜ୍‌ଇଲେ ଦୁକ୍‍କ୍‍ଷ୍ଟ ବଗୁଲେ, ଜାକେ ମୁଇ ବିଶ୍‌ବାସ୍‌ କ୍‌ରୁଲେ ତାକେ ମୁଇ ସ୍‌ବୁ ଜାଣିଆଚି, ସେ ମକେ ଜୁଇ ବଜ୍ ଦିଲାଆଚେ ସେତାକ୍ ପର୍‍ଚାର୍ କ୍‌ରୁକେ, ସେରି ବ୍‌ଡ୍ ବିଚାର୍‌ କ୍‍ର୍‍ତାଦିନ୍ ହ୍‌ତେକ୍ ଉଦାର୍‌ ଅଇର୍‌ଇଦ୍, ଇରି ମୁଇ ବ୍‌ଲ୍‌ବାବେ ଜାଣୁଲେ ଆର୍ ସେରି ଆଶା କରୁଲେ।

Faic an caibideil Dèan lethbhreac

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

12 ଇତାର୍‌ ଗିନେ ହେଁ ମୁୟ୍‌ଁ ଇ ସଃବୁ ଦୁକ୍‌ ବୟ୍‌ଗ କଃରୁଲେ; ଅୟ୍‌ଲେକ୍‌ ହେଁ ଲାଜ୍‌ ନଃକେରି, କାୟ୍‌ତାକ୍‌ବଃଲେକ୍‌ ଜାର୍‌ତଃୟ୍‌ ମୁୟ୍‌ଁ ବିସ୍ୱାସ କଃରିଆଚି, ତାକେ ମୁୟ୍‌ଁ ଜାଣି, ଆର୍‌ ମୁୟ୍‌ଁ ତାର୍‌ ଆତେ ଜାୟ୍‌ରି ସଃହ୍ରିଆଚି, ସେରି ବଃଡ୍ ବିଚାର୍‌ ଦିନ୍ ହଃତେକ୍‌ ଦଃରିରେଉଁକ୍‌ ତାର୍‌ ସଃକ୍ତି ଆଚେ, ଇରି ମୁୟ୍‌ଁ ସଃତ୍‌କଃରି ବିସ୍ୱାସ୍‌ କଃରୁଲେ ।

Faic an caibideil Dèan lethbhreac




୨ ତିମତି 1:12
58 Iomraidhean Croise  

ଆରେକ୍‌, ତାର୍ ଉହ୍‍ରେ ସ୍‌ବୁ ଜାତିର୍‌ ଲକ୍‍ମନ୍ ଆଶା କ୍‌ର୍‌ତି।”


ଆର୍ ଯୀଶୁ ସେମ୍‌ନ୍‌କେ କଇଲା, “ମ୍‍ତର୍ ସେ ଦିନ୍ ଆର୍ କାଳ୍ ବିଷୟେ କେ ଜାଣିନ୍‌କେର୍‌ତି, ସ୍‌ର୍‌ଗାର୍ ଦୂତ୍‌ମ୍‌ନ୍ କି, ମୁଇ ଇଶ୍ଵରାର୍ ହଇସି ହେଁ ଜାଣିନ୍‌କେର୍‌ତି, ମ୍‍ତର୍ ଉବା ସେ ଜାଣେଦ୍।


ବିଚାର୍‌ ଦିନେ ବେସିଲକ୍ ମକେ କ୍ଉତି, ଏ ମାପ୍‌ରୁ, ଏ ମାପ୍‌ରୁ, ଅମିମ୍‍ନ୍ କାଇରି ତର୍ ନାଉଁଏ ବାବବାଣି କ୍‌ଇନ୍‌କେରୁ? ଆର୍ ଅମିମ୍‍ନ୍ କାଇରି ତର୍ ନାଉଁଏ ବୁତ୍‌ଆତ୍ମାମ୍‍ନ୍‍କେ ଚାଡାଇ ନ୍‌କେରୁ? ଆରେକ୍‌ ତର୍ ନାଉଁଏ କି ବେସି ଚମ୍‌ତ୍‍କାର୍ କାମ୍‍କ୍‍ରି ନ୍‌କେରୁ?


ମୁଇ ତୁମୁକେ ସ୍‌ତ୍ କ୍‌ମ୍‌ଲେ, ପରମେଶ୍‌ପ୍‌ର୍ ଜ୍‌ଡେବ୍‌ଳ୍ ଇ ହୁର୍‌ତିବିର୍ ଲକ୍‍ମ୍‍ନ୍‍କାର୍ ବିଚାର୍‌ କ୍‌ରୁକେ ଆସେଦ୍, ସେଦିନ୍ ସେ ସଦୋମ୍ ଗାମାର୍ ଲକ୍‍ମ୍‍ନ୍‍କାର୍ ଡ୍‌ଣ୍ତ୍ ଲ୍‌ଗେହ୍‌ଣି ଅଦିକ୍ ଡ୍‌ଣ୍ତ୍, ଇ ସ୍‌ହରାର୍‌ ଲକ୍‌ମ୍‍ନ୍‌କେ ଦେଇଦ୍।”


ଆର୍ ଯୀଶୁ ବେଲ୍‌କି ଅଇକ୍‍ରି କଇଲା, “ଏ ଉବା, ମୁଇ ତର୍ ଆତେ ମର୍ ଜୀବନ୍‍କେ ସ୍‌ହ୍‍ରି ଦେମ୍‍ଲେ ବ୍‍ଲି କ୍‌ଇକ୍‍ରି ସେ ମ୍‌ଲା।”


ସେମ୍‍ନ୍‍‍କେ ଇ ହୁର୍‌ତିବି ତ୍ଇହ୍‍ଣି ନେଇଜାହା ବ୍‍ଲି ମୁଇ ନ୍‍କ୍‍ମ୍‍ଲେ, ମ୍‍ତର୍ କାନିକ୍‌ର୍‌ମ୍ ଅମ୍‌ଲେ ଯେ ଏମ୍‍ନ୍‍କେ ଶଇତାନାର୍ ଆତେହ୍‌ଣି ର୍‍କ୍ୟାକ୍‍ର୍ ବ୍‍ଲି ପାର୍‌ତେନା କ୍‌ରୁଲେ।


ଜୁଇ ଉବା ମକେ ହ୍‌ଟାଇଲା ଆଚେ, ଯଦି ସେ କାକେ ମର୍‍ଲ୍‌ଗେ ନାନ୍‍ଲେକ୍ କେ ହେଁ ମର୍‍ଲ୍‌ଗେ ଆସୁ ନାହାର୍‌ତି, ଆର୍ ଜ୍‌ତେକ୍ ସ୍‍ବୁ ଲକ୍ ମର୍‍ଲ୍‌ଗେ ଆସ୍‍ତି, ମୁଇ ସେମ୍‍ନ୍‍‍କେ ସ୍‌ରାସ୍‌ରି ଦିନ୍ ଆରେକ୍‌ ଜୀବନ୍ ଦ୍‌ଇକ୍‍ରି ଉଟାଇନ୍।”


ପାଉଲ୍ ଆର୍ ବର୍ଣ୍ଣବା ବେସି ସାସ୍ ଦ୍‌ଇକ୍‌ରି କଇଲାଇ, “ହ୍‌ର୍‌ତୁ ତୁମାର୍ ଲ୍‌ଗେ ଇଶ୍ଵରାର୍ ବାକ୍ୟ ପର୍‍ଚାର୍ ଅଉତା ଲଡାରିଲି। ମ୍‍ତର୍ ତୁମିମ୍‍ନ୍ ନ୍‌ସେର୍‌ତା ଜୀବନ୍ ହାମ୍‌କେ ମ୍‌ନ୍ ନ୍‌କେଲାସ୍ ଲାଗି, ଅମି ତୁମୁକ୍‍ମ୍‌ନ୍‍କେ ଚାଡି ଯିହୁଦି ଚାଡି ବିନ୍‍ଜାତି ଲକ୍‌ମ୍‌ନ୍‌କାର୍‌ ଲ୍‌ଗେ ଜ୍‌ମ୍‌ଲୁ,


ମ୍‍ତର୍ ଯିହୁଦି ନେତାମ୍‍ନ୍ ଯିହୁଦି ଦ୍‌ର୍‌ମ୍ ଅଇରିଲା ସନ୍‌ମାନ୍ ହାଇରିଲା ମାଇଜି ଟକିମ୍‌ନ୍ ଆର୍ ସ୍‌ହରାର୍‌ ମୁକିଆ ଲକ୍‍ମ୍‍ନ୍ ବିନ୍ ଲକ୍‌ମ୍‍ନ୍‌କେ ରିସା କ୍‌ରାଇଲାଇ, ପାଉଲ୍ ଆର୍ ବର୍ଣ୍ଣବାକେ ଲିନ୍ଦା ତାଳ୍‌ନା କ୍‌ଲାଇ ଆର୍ ସେ ଜାଗାଇ ହ୍‍ଣି ବାର୍ କ୍‌ଲାଇ।


ମ୍‍ତର୍ ପାଉଲ୍ କଇଲା, “ତୁମିମ୍‍ନ୍ କାନ୍ଦିକ୍‌ରି ଆର୍ ମର୍ ମ୍‌ନ୍‌ଦୁକ୍ କ୍‍ରୁଲାସ୍? କାଇତାକ୍ ମୁଇ ମାପ୍‌ରୁ ଯୀଶୁର୍ ଗିନେ ଯିରୁଶାଲମ୍‌ ସ୍‌ହରେ ବାନ୍ଦାଇ ଅମ୍‍କେ ତିଆର୍ ଅଇଲେଆଚି, କାଇତାକ୍ ସେରି ନଇ, ମ୍‍ତର୍ ମାପ୍‌ରୁ ଯୀଶୁର୍ ଗିନେ ମ୍‌ରୁକ୍ ହେଁ ତିଆର୍ ଅଇଲେଆଚି।”


ଜ୍‌ଡେବ୍‌ଳ୍ ସେମ୍‍ନ୍ ସ୍ତିଫାନ୍‌କେ ଟେଳାସ୍‍ଙ୍ଗ୍‍ ମାର୍‍ତି ରିଲାଇ, ସ୍‌ଡେବ୍‌ଳ୍ ସେ ପାର୍‌ତେନା କ୍‍ରି କଇଲା, “ଏ ମାପ୍‌ରୁ ଯୀଶୁ ମର୍ ଆତ୍ମାକେ ଗ୍ରହଣ୍ କ୍‍ର୍।”


ଆରେକ୍‌ ଅମାର୍‌ ନାଉଁର୍‌ ଲାଗି ତାକେ ଯେ କ୍‍ତେକ୍ ଦୁକ୍ ସ୍‌ମ୍‌କ୍‌ ହ୍‌ଳେଦ୍, ସେରି ଅମି ତାକେ ଜାଣାମା।”


ସେ ସୁବ୍‌କ୍‌ବର୍ ମର୍ ବେସି ଆଶା ଆଚେ, ହ୍‌ର୍‌ତୁ ଯିହୁଦି ମ୍‌ନ୍‌କାର୍ ଆର୍ ତାର୍ ହ୍‌ଚେ ଯିହୁଦି ଚାଡି ବିନ୍‌ଜାତି ଜୁଇମ୍‌ନ୍ ବିଶ୍‍ବାସ୍ କ୍‌ର୍‌ତି ତାକାର୍ ଉଦାର୍‌ ଗିନେ ସେରି ଇଶ୍ଵରାର୍ ଗଟେକ୍ ବ୍‍ଡ୍ ଶ୍‌କ୍‌ତି।


ପବିତର୍‌ ଶାସ୍‌ତର୍ ସେ ଟେଳା ବିଷୟେ କ୍‌ଉତି, “ଦ୍‌କା, ଅମି ସିୟୋନ୍ ଡଙ୍ଗ୍‌ରେ ଗଟେକ୍ ଜଟିଆଇ ଅଉତା ଟେଳା ଆର୍ ବାଦା ହାଉତା ହାଇଁ ବ୍‌ଡ୍‌ଟେଳା ସ୍‌ଙ୍ଗାଇ ଆଚୁ, ଆର୍ ଯେ ତାର୍ ଲ୍‌ଗେ ବିଶ୍‍ବାସ୍ କ୍‍ରେଦ୍, ସେ ଲାଜ୍ ଅଇନ୍‌କେରେ।”


ଇଶ୍ଵର୍ ସ୍‌ରାସ୍‌ରି ଦିନ୍ ହ୍‌ତେକ୍ ତୁମାର୍ ବିଶ୍‍ବାସ୍‍କେ ଡାଟ୍ କ୍‍ରେଦ୍, ତ୍‌ବେ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ବିଚାର୍‌ କ୍‍ର୍‍ତାଦିନ୍ ତୁମିମ୍‍ନ୍ ଦସି ଅଇ ନ୍‌କେରାସ୍।


ତ୍‌ବେ ଖ୍ରୀଷ୍ଟର୍ ବିଚାର୍‌ କ୍‍ର୍‍ତାଦିନ୍ ସ୍‍ବୁଲକାର୍‌ କାମ୍ ଜାଣା ହ୍‌ଳେଦ୍, ସେଦିନ୍ ଜୟ୍‌ସ୍‌ଙ୍ଗ୍ ସ୍‍ବୁଲକାର୍‌ କାମ୍‌କେ ପରିକ୍ୟା କ୍‍ରେଦ୍।


ଇ ବିଷୟେ ମର୍ ଗଟେକ୍ ଆଶା ଆର୍ ବର୍‌ସା ଆଚେ, ଯେ ମୁଇ କୁଇ ବିଷୟ୍ ଗିନେ ହେଁ ଇନସ୍ତା ନଇ, ମ୍‍ତର୍ ସ୍‌ବୁବ୍‌ଳାର୍ ହର୍ ଅବେ ହେଁ ବେସି ସାସାର୍ ସ୍‌ଙ୍ଗ୍‌, ଜୀବନ୍ ରିଲେକ୍ କି ମ୍‌ଲେକ୍ ହେଁ, ଖ୍ରୀଷ୍ଟକେ ମର୍ ଜୀବନ୍ ଦ୍‌ଇ ମଇମା କ୍‌ରିନ୍ଦ୍।


ମୁଇ ଖ୍ରୀଷ୍ଟକେ ଜାଣୁକେ ଇଚା କ୍‌ରୁଲେ ଆର୍ ତାର୍ ଆରେଗଟ୍‌ତର୍ ଜୀବନ୍ ହାଇକ୍‌ରି ଉଟ୍‌ତା ଶ୍‌କ୍‌ତି ଜାଣୁକେ ଇଚା କ୍‌ରୁଲେ, ଆର୍ ମୁଇ ସ୍‌ବୁବ୍‌ଳ୍ ସେ ଦୁକ୍ ବଗ୍‌ଲାହର୍ ଦୁକ୍ ବଗୁକେ ଇଚା କ୍‌ରୁଲେ, ଆର୍ ମୁଇ ତାର୍ ଗିନେ ମ୍‌ରୁକେ ଇଚା କ୍‌ରୁଲେ, ଜ୍‌ନ୍‌କ୍‌ରି ସେ ମର୍‌ଗିନେ ମ୍‌ଲା।


ସେ ନିଜାର୍ ଜୁଇ ଶ୍‌କ୍‌ତି ସ୍‍ଙ୍ଗ୍‍ ସ୍‌ବୁ ବିଷୟ୍‌କେ ତାର୍ ଅଦିନେ କ୍‍ରୁହାରେ, ସେ ଶ୍‌କ୍‌ତି ସ୍‍ଙ୍ଗ୍‍ ଅମାର୍ ଦୁର୍‌ବଳ୍ ଗ୍‌ଗାଳ୍‌କେ ବାଦ୍‌ଲାଇ କ୍‍ରି ତାର୍ ନିଜାର୍ ଗଉର୍‌ବାର୍ ଗ୍‌ଗାଳ୍ ହର୍ କ୍‍ରେଦ୍।


କାଇତାକ୍ ମୁଇ ମର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟକେ ଜାଣୁକେ ଇଚା କ୍‌ରୁଲେ, ଜାକେ ମୁଇ ମର୍ ସ୍‌ବୁ ବିଷୟ୍ ତ୍ଇହ୍‍ଣି ବ୍‍ଡ୍‌ବ୍‍ଲି ବାବୁଲେ। ତାର୍ ଗିନେ ମୁଇ ମର୍ ସ୍‌ବୁ ବିଷୟକେ ଚାଡିଦିଲେ, ଆରେକ୍‌ ସେସ୍‍ବୁ କେତି ବ୍‌ଲି ବାବ୍‌ଲେ, ଜ୍‌ନ୍‌କ୍‌ରି ମୁଇ ଖ୍ରୀଷ୍ଟକେ ହାମ୍‌ହାରି ଆର୍ ତାର୍ ଲକ୍‌ବ୍‌ଲି ଜାଣା ହ୍‌ଳୁହାରି।


କାଇତାକ୍ ସେମ୍‍ନ୍ ଅମୁକେ ଯିହୁଦି ଚାଡି ବିନ୍‍ଜାତି ଲକ୍ ଉଦାର୍‌ ହାଇ ଶିକ୍ୟା ଦେତାର୍ ତେବାମ୍‌କେ ଚେଷ୍ଟା କ୍‍ରତି, ଆରେକ୍‌ ସେମ୍‍ନ୍ ନିଜ୍‍କେ ନିଜେ ପାପେ ବ୍‌ର୍‌ତି କ୍‌ର୍‌ତି, ସେମ୍‍ନ୍‍କାର୍ ଉହ୍‌ରେ ଇଶ୍ଵରାର୍ ରିସା ହୁରାବାବେ ଆଇଲିନି।


ମ୍‍ତର୍ ଏ ମର୍ ବାଇ ଆର୍ ବେଣିମ୍‌ନ୍ ତୁମାର୍ ଗିନେ ସେ ଦିନ୍ ଚର୍ ଆଇଲା ହର୍ ହଟାତ୍ ବାବେ ଚାନିଆ ଅଇନ୍‌କେରେ, କାଇତାକ୍ ତୁମିମ୍‍ନ୍ ଅନ୍ଦାର୍ ହର୍ ପାପେ ବାସା ନ୍‌କେରାସ୍।


ମର୍ ସ୍‌ତ୍ ହେଁ ତୀମଥି ତକେ ଦ୍‌ଇରିଲା କାମ୍‌କେ ବ୍‌ଲ୍‌ବାବେ ହୁରାକ୍‌ର୍, କେ କେ ଦ୍‌ର୍‌ମ୍ ଜୀବନ୍‍କେ ଚାଡିକ୍‌ରି ଲାବ୍ ନ୍‌ରିଲା କ୍‌ତାସ୍‍ବୁ ଲାଗିକ୍‌ରି ଇ ସ୍‌ବୁ ଗ୍ଯାନ୍ ବ୍‌ଲି ବାବୁଲାଇ ଆର୍ ତାକାର୍ ଦ୍‌ର୍‌ମ୍ ବିଶ୍‌ବାସ୍‌ ତ୍‌ଇହ୍‌ଣି ନ୍‍ଷ୍ଟ୍‌ ଅଇଲାଇ ଆତ୍‍ତି, ତୁଇ ଇସ୍‌ବୁତ୍‌ଇହ୍‌ଣି ଦୁରିକେ ରେଉଅ, ମାପ୍‌ରୁ ଯୀଶୁ ତୁମିସ୍‌ବୁ ଲକ୍‌ମ୍‍ନ୍‌କେ ଆଶିର୍‌ବାଦ୍‌ ଦେଉଅ।


ଜୁଇ ବ୍‌ଡ୍ ବଜ୍ ତକେ ଦିଲାଆଚେ, ଅମାର୍ ବିତ୍‌ରେ ବାସାକ୍‌ରିରିଲା ପବିତର୍ ଆତ୍ମାର୍ ଶ୍‌କ୍‌ତିର୍ ସ୍‍ଙ୍ଗ୍‍ ସେ ସ୍‌ବୁ ସ୍‌ଙ୍ଗାଉଆ।


ମ୍‍ତର୍ ଅନିସିଫ୍ ହ୍‌କା ବେସିତର୍ ଆସିକ୍‍ରି ମ୍‌କେ ସାଆସ୍ ଆର୍ ଦୟା କ୍‌ଲାଆଚେ, ମୁଇ ଜ୍‌ଇଲେ ଆଚି ବ୍‌ଲି ସେ ଲାଜ୍ ନଇଲା, ତାର୍ ଗ୍‍ରାର୍ ଲକ୍‌ମ୍‌ନ୍‌କାର୍‌ ଗିନେ ମୁଇ ଇଶ୍ଵରାର୍ ଲ୍‌ଗେ ପାର୍‌ତେନା କ୍‌ରୁଲେ।


ସେତାର୍‍ଗିନେ ମାପ୍‌ରୁ ଯୀଶୁର୍ ବିଷୟେ ସାକ୍ଯ ଦେମ୍‌କେ ତୁଇ ଲାଜ୍ ଅଉନାଇ, କାଇତାକ୍ ମୁଇ ହେଁ ତାର୍ ଗିନେ ଜ୍‌ଇଲେ ଆଚି। ମର୍‌ଗିନେ ହେଁ ଲାଜ୍ ଅଉନାଇ, ମ୍‍ତର୍ ଇଶ୍ଵର୍ ତକେ ଦ୍‌ଇରିଲା ଶ୍‌କ୍‌ତି ହର୍ ତୁଇ ଖ୍ରୀଷ୍ଟ ଯୀଶୁର୍ ସୁବ୍‌କ୍‌ବର୍ ପର୍‍ଚାର୍ କ୍‍ରି ଦୁକ୍‍କ୍‍ଷ୍ଟ ବଗୁକେ ତିଆର୍ ଅଉଅ।


ଇ ସୁବ୍‌କ୍‌ବର୍ ପର୍‍ଚାର୍ କ୍‌ଲେ ଲାଗି ଆଜି ମୁଇ ଦସିହର୍ ଅଇଲେ ଆର୍ ସିକ୍‍ଳି ସ୍‍ଙ୍ଗ୍‍ ବାନ୍ଦିଅଇକ୍‌ରି ଡ୍‌ଣ୍ତ୍ ବଗୁଲେ, ମ୍‍ତର୍ ଇଶ୍ଵରାର୍ ବାକ୍ଯକେ କେ ହେଁ ବାନ୍ଦୁ ନାହାର୍‌ତି।


ମର୍ ଦ୍‌ର୍‌ମ୍ କାମାର୍ ଗିନେ ମୁଇ ଜିଣିରିଲା ଇନାମ୍ ଦେମ୍‌କେ ସେ ସ୍‌ଙ୍ଗାଇଲା ଆଚେ, ସ୍‌ରାସ୍‌ରି ବିଚାର୍‌ କ୍‍ର୍‍ତାଦିନ୍ ନିଆଇକାରି ବିଚାର୍‌ କ୍‌ର୍‌ତା ମାପ୍‌ରୁ ମକେ ନିଜେ ସେ ଇନାମ୍ ଦ୍‌ଇଦ୍, ମ୍‍ତର୍ ମକେ ହ୍‌କା ନାଇ ଜ୍‌ତେକ୍ ଲକ୍‍ମ୍‍ନ୍ ସ୍‌ବୁ ଡିରିକ୍‍ରି ସେ ଆସ୍‌ତା ଦିନ୍‌କେ ଜାଗ୍‌ଲାଇ ଆତ୍‍ତି ସେସ୍‌ବୁ ଲକ୍‌ମ୍‍ନ୍‌କେ ହେଁ ଇନାମ୍ ଦ୍‌ଇଦ୍।


ମୁଇ ଅବେ ତକେ କଇଲା ସ୍‌ବୁକ୍‍ତା ବ୍‌ର୍‌ସାର୍‌ ଜଗ୍ଯ। ତ୍‍ବେ ମୁଇ ଇଚା କ୍‌ରୁଲେ, ଇଶ୍ଵରାର୍ ଲ୍‌ଗେ ରେତା ବିଶ୍‍ବାସିମ୍‌ନ୍‌କେ ଶିକ୍ୟା ଦେତାବ୍‍ଳ୍, ଇ ବିଷୟେ ଡାଟ୍‍କ୍‍ରି କ୍ଉଆ, କି ସେମ୍‌ନ୍‌ ସ୍‌ବୁବ୍‌ଳ୍ ବ୍‌ଲ୍‌କାମ୍ କ୍‌ରୁକେ ଦିଆନ୍ ଦେଅତ୍। ଇ ଶିକ୍ୟା ସ୍‌ବୁଲକାର୍ ଗିନେ ବ୍‍ଲ୍ ଆର୍ ସାଇଜ କ୍‌ର୍‌ତା ଶିକ୍ୟା।


ଜାର୍ ଉହ୍‌ରେ ଅମାର୍ ବ୍‌ର୍‌ସା ଆଚେ ସେ ଯୀଶୁକେ ଦ୍‌ରିକ୍‌ରି ହ୍‌ଳାମ୍‌ନ୍ଦ୍। ସେ କୁର୍‍ଶକାଟେ ମ୍‌ରୁକେ ଡିରିନ୍‌ରିଲା ଆର୍ ସେ ତାର୍ କାମ୍‌କେ ହୁରାକ୍‌ଲା, ଆଗେ ହାମ୍‌କେ ରିଲା ସ୍‌ର୍‌ଦାର୍ ଲାଗି ସେ କୁର୍‍ଶକାଟେ ମ୍‌ଲାର୍ ଅପମାନ୍‌କେ ଗୁର୍‌ନା ନ୍‌କେଲା। ଅବେ ସେ ଇଶ୍ଵରାର୍ ସିଂହାସନେ କାତାବାଟ୍ ବ୍‌ସିଆଚେ।


ସେ ନିଜେ ପରିକ୍ୟା ତ୍‌ଇ ହ୍‌ଳିକ୍‌ରି ଦୁକ୍‍କ୍‍ଷ୍ଟ ବଗିରିଲା ଲାଗି ସେନ୍‍କ୍‌ରି ପରିକ୍ୟା ତ୍‌ଇ ହ୍‌ଳିରିଲା ମାନାଇମ୍‌ନ୍‌କେ ସେ ସାଇଜ କ୍‌ରୁକେ ମ୍‌ନ୍‌କ୍‌ରୁଲା।


ସେତାର୍‍ଗିନେ ଜ୍‌ତେକ୍ ସ୍‌ବୁ ଲକ୍‍ମ୍‍ନ୍ ଯୀଶୁର୍ ଲାଗି ଇଶ୍ଵରାର୍ ଲ୍‌ଗେ ଆସୁଲାଇ, ସେସ୍‌ବୁ ଲକ୍‌ମ୍‍ନ୍‌କେ ସେ ଅବେ ଆର୍ ହ୍‌ଚେ ଉଦାର୍‌ କ୍‌ରୁକେ ତିଆର୍ ଅଇଲାଆଚେ, କାଇତାକ୍ ସେମ୍‌ନ୍‌କାର୍ ଗିନେ ଇଶ୍ଵରାର୍ ଲ୍‌ଗେ କାନିକ୍‌ର୍‌ମ୍ ଅମ୍‌କେ ସେ ସ୍‌ବୁଦିନ୍ ଜୀବନ୍ ଆଚେ।


ତୁମି ହୁରାହୁରି ବାବ୍‌ରେ ଉଦାର୍‌ ନ୍‌ହାଉତା ହ୍‌ତେକ୍ ତୁମାର୍ ବିଶ୍ବାସ୍‌ ଲାଗି ଇଶ୍ଵରାର୍ ଶ୍‌କ୍‌ତି ତୁମୁକେ ଉଦାର୍‌ କ୍‍ରେଦ୍ ସେ ଉଦାର୍‌ ତୁମାର୍ ହାଇଁ ତିଆର୍ ଅଇଲିଆଚେ ଆର୍ ଯୀଶୁ ଖ୍ରୀଷ୍ଟ ବାଉଡ୍‌ତା ଦିନ୍ ତୁମି ଇରି ହାଉଆସ୍।


ତୁମି ସେ ଖ୍ରୀଷ୍ଟାନ୍ ନାଉଁଆର୍ ହାଇଁ ଇଶ୍ଵର୍‍କେ ଦନ୍ୟବାଦ୍‌ ଦିଆସ୍।


ତ୍‌ବେ ଜୁଇ ଲକ୍‍ମ୍‍ନ୍ ଇଶ୍ଵରାର୍ ଇଚା ଅନୁସାରେ ଦୁକ୍‍କ୍‍ଷ୍ଟ୍‌ ବଗୁଲାଇ, ସେମ୍‌ନ୍ ତାକେ ସେମ୍‌ନ୍‌କାର୍ ଆତ୍ମା ବିଶ୍‌ବାସ୍ ସ୍‌ଙ୍ଗ୍ ସ୍‌ହ୍‌ରି ଦେତା ଉଚିତ୍। ଇଶ୍ଵର୍ ସେମ୍‌ନ୍‌କେ ତିଆର୍ କ୍‍ରିଆଚେ ସେତାକ୍ ସେମ୍‌ନ୍ ତାକେ ବିଶ୍‌ବାସ୍ କ୍‌ରୁହାର୍‌ତି, ଆର୍ ସେମ୍‌ନ୍ ବ୍‍ଲ୍‌କାମ୍‍କ୍‍ରି ଚାଲ୍‌ତା ଉଚିତ୍।


ଗଟେକ୍ ଇଶ୍ୱର୍‌ ହ୍‌କା ତୁମି ଅଦୁର୍‌ତା ଲ୍‌ଗେହ୍‌ଣି ତୁମୁକେ ଦ୍‌ରୁହାରେ ଆର୍ ଜ୍‌ଡେବ୍‌ଳ୍ ତୁମି ତାର୍ ମଇମା ତ୍‌ଇ ଟିଆ ଅଉଆସ୍ ସ୍‌ଡେବ୍‌ଳ୍ ସେ ତୁମୁକେ ନ୍‌ମ୍‌ର ଆର୍ ସ୍‌ର୍‌ଦା ଦେଇଦ୍। ସେ ଅମୁକେ ମାପ୍‌ରୁ ଯୀଶୁ ଖ୍ରୀଷ୍ଟ ଦ୍ବାରା ଉଦାର୍‌ କ୍‍ଲା। ତାର୍ ମଇମା, ଶ୍‌କ୍‌ତି ଆର୍ ଅଦିକାର୍ ଆଗେହ୍‍ଣି ଅବେ ଆର୍ ସ୍‌ବୁଦିନାର୍ ଗିନେ ଅଉଅ। ଆମେନ୍।


Lean sinn:

Sanasan


Sanasan