Biblia Todo Logo
Bìoball air-loidhne

- Sanasan -




୨ ଜହନ୍‌ 1:3 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

3 ଉବା ଇଶ୍ଵର୍ ଆର୍ ତାର୍ ହଇସି ଯୀଶୁ ଖ୍ରୀଷ୍ଟର୍ ତ୍ଇହ୍‍ଣି ଦୟା, କ୍ରୁପା ଆର୍ ଶାନ୍‌ତି ଅମାର୍ ସ୍‌ଙ୍ଗ୍ ସ୍‌ତ୍‌କ୍‌ରି ଆର୍ ଲାଡାର୍ ସ୍‌ଙ୍ଗ୍ ରେଇଦ୍।

Faic an caibideil Dèan lethbhreac

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

3 ଉବା ଇସ୍ୱର୍‌ ଆର୍‌ ସେ ଉବାର୍‌ ହୟ୍‌ସି ଜିସୁ କ୍ରିସ୍ଟର୍‌ ତଃୟ୍‌ ହୁଣି ଉହ୍‌କାର୍‌, ଦଃୟା ଆର୍‌ ସୁସ୍ତା ଅଃମାର୍‌ ସଃଙ୍ଗ୍ ସଃତ୍‌ ଆର୍‌ ଲାଡେ ରଃୟ୍‌ଦ୍‌ ।

Faic an caibideil Dèan lethbhreac




୨ ଜହନ୍‌ 1:3
9 Iomraidhean Croise  

କାଇତାକ୍ ରୋମ୍‌ ରାଇଜାର୍ ଜୁଇସ୍‌ବୁ ଲକ୍‌ମ୍‍ନ୍‌କେ ଇଶ୍ୱର୍‌ ଲାଡ୍ କ୍‌ରୁଲା, ଆର୍ ତାର୍ ନିଜାର୍ ଲକ୍ ଅମ୍‌କେ ବାଚ୍‌ଲା ଆଚେ ସେସ୍‌ବୁ ଲକ୍‌ମ୍‍ନ୍‌କେ ମୁଇ ଇ ଚିଟି ଲେକୁଲେ। ଅମାର୍ ଉବା ଇଶ୍ୱର୍‌ ଆର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟ ତୁମୁକେ ଆଶିର୍‌ବାଦ୍‌ ଆର୍ ଶାନ୍‌ତି ଦେଉଅ।


କାଇତାକ୍ ଖ୍ରୀଷ୍ଟ ଯୀଶୁର୍ ସ୍‌ଙ୍ଗ୍ ମିସିକ୍‌ରି ଜୀବନ୍ ବିତାଇଲେକ୍, ସୁନତ୍ ଅଇଲେକ୍ କି ନଇଲେକ୍ କାଇରି ଲଡାନାଇ। ଗଟେକ୍ ହ୍‌କା ଲଡା ସେରି ଅଇଲି ବିଶ୍‍ବାସେ ଅଟୁଆ ରେଇକ୍‌ରି ଲାଡ୍‌ସ୍‌ଙ୍ଗ୍ ସ୍‌ବୁ କାମ୍‌କ୍‌ରା।


ମ୍‍ତର୍ ମାପ୍‌ରୁର୍ ଦୟା ମକେ ହୁରାହୁରି ବାବେ ମିଳ୍‌ଲି, ସେ ଦୟାର୍ ସ୍‍ଙ୍ଗ୍‍ ଖ୍ରୀଷ୍ଟ ଯୀଶୁର୍ ତ୍‌ଇ ରେତା ବିଶ୍‍ବାସ୍ ଆର୍ ଲାଡ୍ ମକେ ମିଳ୍‌ଲି।


ମର୍ ବିଶ୍‍ବାସାର୍ ହିଲାହର୍ ତୀମଥିର୍ ଗିନେ ଇ ଚିଟି ଲେକୁଲେ, କାଇତାକ୍ ତୁମି ମର୍‌ହର୍ ଖ୍ରୀଷ୍ଟର୍ ତ୍‌ଇ ବିଶ୍‍ବାସ୍ କ୍‍ରୁଲାସ୍। ମୁଇ ପାର୍‌ତେନା କ୍‌ରୁଲେ ଯେ ଉବା ଇଶ୍ଵର୍ ଆର୍ ଅମାର୍ ମାପ୍‌ରୁ ଯୀଶୁ ଖ୍ରୀଷ୍ଟର୍ ଦୟା, ଆଶିର୍‌ବାଦ୍‌ ଆର୍ ଶାନ୍‌ତି ତୁମାର୍ ଉହ୍‍ରେ ଅଉଅ।


ମୁଇ ତକେ ଶିକ୍ୟା ଦ୍‌ଇରିଲାର୍ ସ୍‌ତ୍ ସ୍‌ବୁ ଦ୍‍ରି ରେ, ମାପ୍‌ରୁ ଯୀଶୁର୍ ସ୍‍ଙ୍ଗ୍‍ ମିସିକ୍‌ରି ସ୍‌ତ୍ ଲାଡ୍ ଆର୍ ବିଶ୍‍ବାସେ ଅଟୁଆ ଅଇରେ।


ଅମିମ୍‌ନ୍ ଯେ ଇଶ୍ଵର୍‍କେ ଲାଡ୍ କ୍‍ଲୁ, ସେରି ନଇ ମ୍‍ତର୍ ସେ ଅମୁକ୍‌ମ୍‌ନ୍ ଲାଡ୍‌କ୍‌ଲା, ଇରି ଅମ୍‌ଲି ପ୍ରକୃତ ଲାଡ୍ ଆରେକ୍‌ ନିଜାର୍ ହଇସି ଅମାର୍‌ମ୍‍ନ୍‍କାର୍ ପାପାର୍ ବଳିହୁଜା ରୁପେ ହ୍‌ଟାଇଲା ଇତାର୍ ଲାଗି ଇଶ୍ଵରାର୍ ବ୍‌ଡ୍‌ ଲାଡ୍ ଜାଣାଇ ଅଇଲି।


ମୁଇ ଯୋହନ୍ ପାରାଚିନ୍, ଇଶ୍ୱରାର୍‌ ତ୍ଇହ୍‍ଣି ବାଚ୍‌ଲା ମାଇଜି ଟକି ଆର୍ ତାର୍ ହିଲାମ୍‌ନ୍‌କାର୍ ଲ୍‌ଗେ ଇ ଚିଟି ଲେକୁଲେ। ସେମ୍‌ନ୍‌କେ ମୁଇ ଇଶ୍ୱରାର୍‌ ସ୍‌ତ୍‌କ୍‌ରି ଲାଡ୍ କ୍‌ରୁଲେ, ଚୁଚାଇ ମୁଇ ସେ ନଇ ମ୍‌ତର୍ ସ୍‌ତ୍ ଜାଣିରିଲା ସ୍‌ବୁଲକ୍ ହେଁ ଲାଡ୍ କ୍‌ରୁଲାଇ।


Lean sinn:

Sanasan


Sanasan