Biblia Todo Logo
Bìoball air-loidhne

- Sanasan -




୧ ତିମତି 4:14 - ବ୍‌ଡ଼୍ ହ୍‌ର୍‌ଜା ବାଇବଲ

14 ମ୍‌ଣ୍ତଳିର୍ ପାରାଚିନ୍‍ମ୍‍ନ୍ ତୁମୁକେ ଇଶ୍ଵରାର୍ ବାକ୍ୟ ଶୁଣାଇ କ୍‍ରି ତୁମାର୍ ମୁଣ୍ତ୍ ଉହ୍‍ରେ ଆତ୍ ସ୍‌ଙ୍ଗାଇ ପାର୍‌ତେନା କ୍‌ଲାବ୍‌ଳ୍, ତୁମିମ୍‍ନ୍ ଜୁଇ ଆତ୍ମାର୍ ବର୍‌ଦାନ୍‌କେ ହାଇରିଲାସ୍‌ ତାକେ ଚାଡାନାଇ।

Faic an caibideil Dèan lethbhreac

ସଃର୍ଗାର୍‌ ବାଟ୍‌ ନଃଉଁଆ ନିଅମ୍‌

14 ମଣ୍ଡ୍‌ଳିର୍‌ ପାରାଚିନ୍‌ମଃନ୍ ତର୍‌ ଉହ୍ରେ ଆତ୍‌ ସଃଙ୍ଗାୟ୍‌ଲାକ୍‌ ତକ୍‌ ଜୁୟ୍‌ ଆତ୍ମାର୍‌ ବର୍‌ ଦାନ୍‌ ଦିଆ ଅୟ୍‌ଆଚେ, ସେରି ଏଳା କଃର୍‌ ନାୟ୍‌ ।

Faic an caibideil Dèan lethbhreac




୧ ତିମତି 4:14
18 Iomraidhean Croise  

ଆର୍ ସେମ୍‍ନ୍ ତାକାର୍ ଶ୍‌କ୍‌ତି ହର୍ ଡାବୁ ବାର୍‌କ୍‌ରି ବର୍ଣ୍ଣବା ଆର୍ ଶାଉଲାର୍ ଆତେ ଯିରୁଶାଲମ୍‌ ସ୍‌ହରାର୍‌ ପାରାଚିନ୍‌ମ୍‌ନ୍‌କେ ଦେମ୍‌କେ ହ୍‌ଟାଇଲାଇ।


ସେତି ବବିଶତ୍ କ୍‌ତା କ୍‌ଉତା ଲକ୍‌ମ୍‌ନ୍‌ ଉପାସ୍ ପାର୍‌ତେନା କ୍‌ଲାଇ, ଆର୍ ସେ ଦୁଇଲକାର୍ ଉହ୍‍ରେ ଆତ୍ ସ୍‌ଙ୍ଗାଇ କ୍‍ରି ସେମ୍‌ନ୍‌କେ ଇଶ୍ଵରାର୍ ପର୍‍ଚାର୍ କ୍‌ରୁକେ ହ୍‌ଟାଇଲାଇ।


ଆର୍ ପାଉଲ୍ ସେମ୍‍ନ୍‍କାର୍ ଉହ୍‍ରେ ତାର୍ ଆତ୍ ସ୍‌ଙ୍ଗାଇଲାକେ ପବିତର୍ ଆତ୍ମା ସେମ୍‍ନ୍‍କାର୍ ଉହ୍‍ରେ ଉତ୍‌ରି ଆଇଲି, ଆରେକ୍‌ ସେମ୍‍ନ୍ ବିନ୍‌ବିନ୍ ବାଷାଇ କ୍‌ତାବାର୍‍ତା କ୍‌ଲାଇ ଆର୍ ଇଶ୍ଵରାର୍ ବାବବାଣି କଇଲାଇ।


ମର୍ ଇକ୍‍ତା ସ୍‌ତ୍ ଯେ ଇରି ମୁକିଆ ଜାଜକ୍ ଆର୍ ପାରାଚିନ୍‍ମ୍‍ନ୍ ମର୍ ସାକି। ଯୀଶୁକେ ବିଶ୍‍ବାସ୍ କ୍‌ର୍‌ତା ଯିହୁଦି ଲକ୍‌ମ୍‍ନ୍‌କେ ସିକ୍‍ଳି ସ୍‍ଙ୍ଗ୍‍ ବାନ୍ଦିକ୍‌ରି ଯିରୁଶାଲମ୍‌ ଆଣୁକେ ମୁଇ ବ୍‌ଡ୍ ଜାଜକାର୍ ତ୍‌ଇହ୍‌ଣି ଆଦେଶ୍ ଚିଟି ନ୍ଇକ୍‌ରି ଦମେସ୍‌କସାର୍ ତ୍‌ଇରିଲା ଯିହୁଦି ବାଇମ୍‌ନ୍‌କାର୍ ଲ୍‌ଗେ ଜାତିରିଲେ।”


ହ୍‌ଟାଇଲା ଚେଲାମ୍‌ନ୍ ଇ ସାତ୍‍ଗଟ୍ ପାରାଚିନ୍‌ମ୍‌ନ୍‌କାର୍ ଉହ୍‍ରେ ଆତ୍ ସ୍‌ଙ୍ଗାଇ କ୍‍ରି ପାର୍‌ତେନା କ୍‌ଲାଇ।


ସ୍‌ଡେବ୍‌ଳ୍ ସେମ୍‌ନ୍‌ ସେମ୍‌ନ୍‌କାର୍‌ ଉହ୍‍ରେ ଆତ୍ ସ୍‌ଙ୍ଗାଇଲା, ଆର୍ ସେମ୍‍ନ୍ ପବିତର୍ ଆତ୍ମାଇ ଅଦିକାର୍ ହାଇଲାଇ।


କ୍‌ବେ ହେଁ ପବିତର୍ ଆତ୍ମାର୍ କାମ୍ ବ୍‌ନ୍ଦ୍ କ୍‍ରାନାଇ,


ତୀମଥି ତୁଇ ମର୍ ହିଲାହର୍, ମୁଇ ତକେ ଇ ଆଦେଶ୍ ଦେମ୍‍ଲେ, କ୍‌ବେଅଲେ ତର୍ ବିଷୟେ ଜୁଇରି ସ୍‌ବୁ ବବିସତ୍ କ୍‌ତା କ୍‌ଉଆ ଅଇରିଲି, ତାର୍‌ସ୍‍ଙ୍ଗ୍‍, ଇ ଆଦେଶ୍ ଏକ୍‌ମ୍‌ତ୍ ଅଇଦ୍, ମୁଇ ତୁମୁକେ ଇ ସ୍‌ବୁ କ୍‌ମ୍‌ଲେ, ଜ୍‌ନ୍‌କ୍‌ରି ତୁମି ସେ ବବିସତ୍ କ୍‌ତା ମାନାସ୍ ଆର୍ ବିଶ୍‍ବାସ୍ ଆର୍ ବ୍‍ଲ୍ ଜୁଜ୍ କ୍‌ରୁହାରାସ୍।


ମୁଇ ଲେକିରିଲା ସ୍‌ବୁ ଆଦେଶ୍‌କେ ହୁର୍‌ଦୟାର୍ ସ୍‍ଙ୍ଗ୍‍ ମାନୁକେ ଚେଷ୍ଟାକ୍‌ରା, ମ୍‍ତର୍ ତୁମାର୍ କାମ୍‌କ୍‌ବାଳ୍ ସ୍‌ବୁ ଜାଗ୍‌ରତ୍ ଅଇକ୍‌ରି କ୍‍ରା। ସେରି ସବୁ ଲକାର୍ ଆଗେ ଦ୍‌କା ଅଇଦ୍


ମ୍‌ଣ୍ତଳିର୍ ଜୁଇସ୍‌ବୁ ପାରାଚିନ୍‍ମ୍‍ନ୍ ତାକାର୍ କାମ୍ କ୍‌ବାଳ୍‌କେ ବ୍‌ଲ୍‌ବାବେ କ୍‌ରୁଲାଇ, ଆର୍ କ୍‌ଷ୍ଟହ୍‌ଳି ଶିକ୍ୟା ଦେତା କାମେ ଲାଗି ରେମ୍‌ଲାଇ, ସେମ୍‍ନ୍ ତାକାର୍ କ୍‍ଲା କାମାର୍ ଦୁଇ ଗୁଣ୍ ଆଶିର୍‌ବାଦ୍‌ ହାଉତି।


ଦୁଇ ତିନିଲକ୍ ସାକି ନ୍‌ଦିଲାକେ କୁଇ ଗଟେକ୍ ପାରାଚିନାର୍ ବିରୁଦେ ବିଚାର୍‌ କ୍‍ରାନାଇ।


କାର୍ ବିଷୟେ ନ୍‌ଜାଣି ତ୍‌ନ୍ଦ୍‌ରା ଅଇକ୍‌ରି ଇଶ୍ଵରାର୍ ସେବାକାମ୍ କ୍‌ରୁକେ ବାଚାନାଇ। କାଇତାକ୍ ତୁମିମ୍‍ନ୍ ସେମ୍‍ନ୍‍କାର୍ ପାପାର୍ ଗିନେ ଡ୍‌ଣ୍ତ୍ ହାଉଆସ୍, ତୁମିମ୍‍ନ୍ ନିଜ୍‍କେ ପବିତର୍‌ କ୍‍ରି ର୍‌କିରିଆ।


ଖ୍ରୀଷ୍ଟାନ୍ ମ୍‌ନ୍ ବିଶ୍‍ବାସାର୍ ଜୁଜ୍‌ତ୍‌ଇ ଗଟେକ୍ ସଇନିକ୍‍ ହ୍‌ର୍ ଜିଣିକ୍‌ରି ନ୍‌ସେର୍‌ତା ଜୀବନ୍ ହାଉତା ଲଡା, ସେତାର୍‍ଗିନେ ତ ତୁମିମ୍‍ନ୍ ବାଚିଅଇଆଚାସ୍, ଗାଦିସ୍‍ବୁ ଲକ୍‌ମ୍‌ନ୍‌କାର୍‌ ମୁଁଏ ଇରି ମାନି ଆଚାସ୍।


ମୁଇ ତର୍ ମୁଣ୍ତ୍ ଉହ୍‍ରେ ଆତ୍ ସ୍‌ଙ୍ଗାଇଲା ବ୍‌ଳ୍ ତୁଇ ଇଶ୍ଵରାର୍ ତ୍‌ଇହ୍‌ଣି ଜୁଇ ଶ୍‌କ୍‌ତି ହାଇ ରିଲିସ୍ ସେରି ଅଦିକ୍ ବାଡାଉଆ ବ୍‌ଲି ମୁଇ ଜାଗ୍‌ରତ୍ କ୍‌ରାମ୍‌ଲେ।


Lean sinn:

Sanasan


Sanasan