8 ଅମି ଜାଣୁଲୁ ଯେ, ମୋଶାର୍ ନିୟମ୍ ବ୍ଲ୍, ଯଦି ସେରି ଲକ୍ ବ୍ଲ୍ବାବେ ମାନ୍ତି।
8 ଅଃମିମଃନ୍ ଜାଣୁ ବିଦିର୍ ନିକ ବେବାର୍ କଃଲେକ୍ ସେରି ନିକ ।
ଇତାର୍ ହ୍ଚେ ଇ ଜ୍ଗତାର୍ ନିୟମ୍ ଅନୁସାରେ ଇଣ୍ତା ନାଇ, ମ୍ତର୍ ନ୍ଉଆ ବାଟାର୍ ଚିନ୍ତାଇ ନିଜାର୍ ଜୀବନ୍କେ ବାଦ୍ଲାଇ କ୍ରି ଦ୍କା। ତ୍ବେ ଇଶ୍ଵର୍ ତୁମାର୍ମ୍ନ୍କାର୍ ହାଇଁ କାଇରି ଇଚା କ୍ରେଦ୍, ଅମିମ୍ନ୍ ଜାଣୁହାରୁ। ତୁମିମ୍ନ୍ ଜାଣୁହାରାସ୍ ଯେ କୁଇ ବିଷୟମ୍ନ୍ ବ୍ଲ୍, ଇଶ୍ଵରାର୍ ସ୍ର୍ଦା ଆର୍ ସୁଦ୍।
ଜୁଇ କାମ୍ କ୍ରୁକେ ମ୍ନ୍ ନ୍କେରି, ଯଦି ମୁଇ ସେରି କ୍ରିନ୍ଦ୍, ତାର୍ ଅର୍ତ ଯେ ନିୟମ୍ ବ୍ଲ୍ ବ୍ଲି ରାଜି ଅଇନ୍ଦ୍।
ମୁଇ ଇରି ଜାଣିନ୍ଦ୍ ଯେ ମର୍ ବିତ୍ରେ କାଇ ବ୍ଲ୍ ବିଷୟ୍ ନାଇ। ମୁଇ କ୍ଉତାର୍ ଅର୍ତ ଯେ ମର୍ ଗ୍ଗାଳେ କାଇରି ବ୍ଲ୍ ବିଷୟ୍ ନାଇ।
ମର୍ ମ୍ନ୍ ବିତ୍ରେ ମୁଇ ଇଶ୍ଵରାର୍ ନିୟମ୍କେ ସ୍ର୍ଦା ଆଚି।
ଇତାର୍ ଅର୍ତ କାଇରି? ମୋଶାର୍ ନିୟମ୍ କାଇରି ଇଶ୍ଵରାର୍ ହ୍ର୍ମାଣ୍ କ୍ଲା ବିରଦି? ନାଇ କ୍ବେ ନଇ, ଯଦି ମାନାଇକେ ଜୀବନ୍ ଦେତାହର୍ ମୋଶାର୍ ନିୟମ୍ ରିଲିହ୍ଣି, ତ୍ବେ ସେତାକ୍ ମାନ୍ଲେକ୍ ଇଶ୍ଵରାର୍ ଲ୍ଗେ ଦ୍ର୍ମ୍ ଲକ୍ ଅଇଲା ହ୍ଣି।
ଦ୍ବୁଳ୍ତା କେଲେ କେଲୁକେ ଆସିରିଲା ମାନାଇ ସେତିର୍ ନିୟମ୍କେ ନ୍ମାନ୍ଲେକ୍ ସେ ସେତିହ୍ଣି ସେ କାଇରି ପୁରୁସ୍କାର୍ ଜିଣୁହାରେ।