ମାତିଉ 28 - ସତିଅର୍ ବାଟ୍ ନୁଆ ନିୟମ୍ 2020ଜିସୁ ମରିକରି ଆରିତରେକ୍ ଉଟ୍ବାଟା ( ମାର୍କ ୧୬:୧-୧୦ ; ଲୁକ୍ ୨୪:୧-୧୨ ; ଜଅନ୍ ୨୦:୧-୧୦ ) 1 ବିସ୍ରାମ୍ବାରର୍ ଆର୍କର୍ ଦିନେ, ରଇବାର୍ ସାକାଲେ ମଗ୍ଦଲିନି ମରିୟମ୍ ଆରି ବିନ୍ ମରିୟମ୍ ଜିସୁକେ ସଙ୍ଗଇରଇବା କବର୍ ଦେକ୍ବାର୍ ଗାଲାଇ । 2 ସେଡ୍କିବେଲେ ଅଟାତ୍ ଦର୍ତନି ଚୁଲ୍ବୁଲିଗାଲା । ଏଦେ ଦେକା ! ମାପ୍ରୁର୍ ଗଟେକ୍ ସରଗ୍ ଦୁତ୍ ଉତ୍ରି ଆସି, କବର୍ ମୁଆଟେ ଡାବିରଇଲା ପାକ୍ନା ଡୁଲ୍ଗୁଡାଇଦେଇ ତାର୍ ଉପ୍ରେ ବସି ରଇଲା । 3 ତାର୍ ଗୁଲାଇ ଗାଗଡ୍ ବିଜ୍ଲି ପାରା ଜଟକ୍ତେରଇଲା ଆରି ସେ ପିନ୍ଦିରଇବାଟା ବରପ୍ ପାରା ଚିଟ୍ ଦବ୍ ରଇଲା । 4 ଜାଗୁଆଲ୍ମନ୍ ଦୁତ୍କେ ଦେକି ଡରି ତର୍ତରି ଗାଲାଇ ଆରି ମଲା ଲକର୍ପାରା ଅଇଗାଲାଇ । 5 ସରଗର୍ ଦୁତ୍ ମାଇଜିମନ୍କେ କଇଲା, “ଡରା ନାଇ । ମୁଇ ଜାନି, ତମେ କୁର୍ସେ ମରିରଇବା ଜିସୁକେ ଦେକ୍ବାର୍ ଆସିଆଚାସ୍ । 6 ସେ ଇତି ନାଇ । ସେ କଇଲା ଇସାବେ ଆରି ତରେକ୍ ଉଟି ଆଚେ । ଆସି ଦେକା, ଇତି ତାର୍ ମଲା ଗାଗଡ୍ ସଙ୍ଗଇରଇଲାଇ ।” 7 “ତମେ ଦାପ୍ରେ ଜାଇ ତାର୍ ସିସ୍ମନ୍କେ କୁଆ, ସେ ଆରି ତରେକ୍ ଜିବନ୍ ଅଇଆଚେ ଆରି ତମର୍ ଆଗେ ଆଗେ ଗାଲିଲି ଗାଲା ଆଚେ । ତମେ ତେଇ ତାକେ ଦେକ୍ସା । ମୁଇ ଜାଇଟା କଇଲି ମନେ ରକିରୁଆ ।” 8 ଏ କାତାସୁନି ସେମନ୍ ଦାପ୍ରେ କବର୍ଦେଲା ଟାନେଅନି ସିସ୍ମନର୍ ଲଗେ ପାଲାଇଲାଇ । ଡରିକରି ରଇଲେ ମିସା, ତାକର୍ ମନେ ବେସି ସାର୍ଦା ଜାନିପାର୍ତେ ରଇଲାଇ । 9 ସେଦାପ୍ରେ ଜିସୁ ସେମନ୍କେ ବେଟ୍ଅଇ କଇଲା, “ତମ୍କେ ସାନ୍ତି ମିଲ !” ସେମନ୍ ଜିସୁର୍ ଲଗେ ଜାଇ ତାର୍ ପାଦ୍ ଦାରି ଜୁଆର୍ କଲାଇ । 10 ଜିସୁ ସେମନ୍କେ କଇଲା, “ଡରା ନାଇ । ମର୍ ବାଇମନ୍କେ କୁଆ, ସେମନ୍ ଗାଲିଲି ଆସତ୍ । ତେଇ ସେମନ୍ ମକେ ଦେକ୍ବାଇ ।” ଜାଗୁଆଲ୍ମନ୍ ଜାନାଇବାଟା 11 ମାଇଜିମନ୍ ତେଇଅନି ଇଣ୍ଡିଜାଇତେ ରଇଲାଇ । ଜିବାବେଲେ ଜିସୁକେ କବର୍ ଦେଇ ରଇବାଟାନେ ଜାଗି ରଇଲା କେତେଟା ସନିଅମନ୍ ନଅରେ ବାଉଡି ଗାଲାଇ । ଜାଇକରି ମୁକିଅ ପୁଜାରିମନ୍କେ ଏ ସବୁ ଅଇଲାଟା ଜାନାଇଲାଇ । 12 ମୁକିଅ ପୁଜାରିମନ୍ ପାର୍ଚିନ୍ମନର୍ ସଙ୍ଗ୍ ମିସି କୁଟ୍ ପାଁଚ୍ଲାଇ । ସେମନ୍ ସନିଅମନ୍କେ ବେସି ଡାବୁ ଲାଁଚ୍ଦେଇ କଇଲାଇ, 13 ତମେ କୁଆ “ଆମେ ରାତିଆ ସଇଦେଇ ରଇଲା ବେଲେ ତାର୍ ସିସ୍ମନ୍ ଆସି ତାର୍ ମଲା ଗାଗଡ୍ ଚରାଇ ଦାରିଗାଲାଇ । 14 ଜଦି ସାସନ୍କାରିଆ ଏ କାତା ନ ସୁନ୍ସି, ବଇଲେ ତମର୍ ଦସ୍ ନାଇ ବଲି ଆମେ ବୁଜାଇ ଦେବୁ । ଏ ବିସଇନେଇ ତମେ ଦାନ୍ଦା ଉଆନାଇ ।” 15 ସନିଅମନ୍ ଡାବୁ ନେଇକରି, ସେମନ୍କେ କଇରଇଲା ଇସାବେ କାମ୍ କଲାଇ । ସେମନ୍ ସେବେଲେ ଜେନ୍ତି କଇରଇଲାଇ, ଜିଉଦିମନ୍ ଆଜିକେ ଜାକ ସେ କାତା ଜାନାଇଲାଇନି । ଜିସୁ ସିସ୍ମନ୍କେ ଦେକାଇ ଅଇଲା । ( ମାର୍କ ୧୬:୧୪-୧୮ ; ଲୁକ୍ ୨୪:୩୬-୩୯ ; ଜଅନ୍ ୨୦:୧୯-୨୩ ; ପେରିତ୍ ୧:୬-୮ ) 16 ଜିସୁ କଇବା ଇସାବେ ତାର୍ ଏଗାର୍ଟା ସିସ୍ମନ୍ ଗାଲିଲିର୍ ଗଟେକ୍ ଡଙ୍ଗର୍ ଉପ୍ରେ ଗାଲାଇ । 17 ଜିସୁକେ ଡଙ୍ଗର୍ ଉପ୍ରେ ଦେକି ସେମନ୍ ତାକେ ଜୁଆର୍ କଲାଇ । କେତେ ଲକ୍ ବିସ୍ବାସ୍ କରତ୍ ନାଇ । 18 ଜିସୁ ସେମନର୍ ଲଗେ ଜାଇ କଇଲା, “ସରଗ୍ ଆରି ମଚ୍ପୁରର୍ ସବୁ ଅଦିକାର୍ ମକେ ଦିଆଅଇଲା ଆଚେ । 19 ତେବେ ତମେ ଦେସ୍ମନ୍କେ ରଇବା ସବୁ ବାସାର୍ ଲକ୍ମନର୍ ଲଗେ ଜାଇ, ସେମନ୍କେ ମର୍ ସିସ୍ କରାଆ । ବାବା, ପଅ ଆରି ସୁକଲ୍ ଆତ୍ମାର୍ ନାଉଁଦାରି ସେମନ୍କେ ଡୁବନ୍ ଦିଆସ୍ । 20 ଆରି ମୁଇ ଜନ୍ ସବୁ ସିକିଆ ଦେଇଆଚି, ସେଟା ମାନା ବଲି ସିକାଆ । ଆରି ମନେ ରଅ, କାଲ୍ କାଲ୍ ଜୁଗ୍ ଜୁଗ୍ ମୁଇ ସବୁବେଲେ ତମର୍ ସଙ୍ଗ୍ ରଇବି ।” |
The New Testament in Desiya Language © The Word for the World International and Desiya Translation Samithi, Koraput, Odisha. 2020